ହଁ ଦର୍ଶକ ବନ୍ଧୁ ପାଟିରୁ ଦୁର୍ଗନ୍ଧ ବାହାରିବା ଗୋଟିଏ ସାଧାରଣ ସବୁ ଲୋକଙ୍କର ସମସ୍ୟା ବାହାରିଲାଣି |ତେବେ ଆଜି କାଲି ଯୁବ ପିଢ଼ି ମାନଙ୍କ ଠାରେ ପାଟି ରୁ ଦୁର୍ଗନ୍ଧ ବାହାରିବା କିଛି ନୂଆ କଥା ନୁହେଁ କାରଣ ଆଜି ର ଏହି ସମସ୍ୟା ପାଇଁ ଆମେ ଖାଉଥିବା ଖାଦ୍ୟ ଯୋଗୁଁ ହିଁ ହେଇଥାଏ ବୋଲି ଜଣା ପଡିଛି | ଆମେ ଖାଉଥିବା ଖାଦ୍ୟ ଯେମିତି କି ଆମେ ଅଧିକ ସମୟରେ ବାହାର ଖାଦ୍ୟ ଖାଇବା ପାଇଁ ବହୁତ ଭଲ ପାଉଥିବା ବେଳେ ଏହି ଖାଦ୍ୟ ପାଇଁ ଆମେ ଆମର ପାଟି ରେ ଦୁର୍ଗନ୍ଧ ବାହାରୁଥିବା ବୋଲି ଜଣା ଯାଏ |କାରଣ ଆମେ ଖାଉଥିବା ଜଙ୍ଗଫୁଡ ଦାନ୍ତ ରେ ଅଧିକ ପରିମାଣ ଜମା ହୋଇ ତାହା ପଥର ରେ ପରିଣତ ହେଇଯାଏ ଯାହାକୁ ଡେଣ୍ଟାଲ ପ୍ଲାଗ କୁହାଯାଏ | ସାଧାରଣ ଏହା ଖାଲି ଆଖି ରେ ଦେଖା ଯାଇ ନଥାଏ | ତେବେ ଦାନ୍ତ ରେ ଜମା ପଥର ଧୀରେ ତାହାର ରଙ୍ଗ ପରିବର୍ତ୍ତନ କରି ଏହା ହଳଦୀ ରଙ୍ଗରେ ପରିଣତ ହେବାକୁ ଡେଣ୍ଟାଲ କାରିକୁଲମ କୁହାଯାଏ |
ଏହି ପଥର ହେଇ ଧୀରେ ଧୀରେ ହଳଦୀ ରଙ୍ଗ ରେ ପରିଣତ ହେଇଯାଏ ଓ ଏହା ପରେ ଦାନ୍ତ ମାଢି ରେ ରହି ଆମେ କୌଣସି ଜିନଷ ଶକ୍ତ ଜିନିଷ ଖାଇବା ଦ୍ୱାରା ତାହା ଆମ ଦାନ୍ତ ମାଢି ରେ ଲାଗିଲେ ତାହା ରକ୍ତ ବାହାରି ଥାଏ ଓ ମୁହଁ ରୁ ଦୁର୍ଗନ୍ଧ ବାହାରିଥାଏ | ତେବେ ଦର୍ଶକ ବନ୍ଧୁ ଏହି ସମସ୍ୟା ରୁ ଆପଣ ୟୁ ଟ୍ୟୁବ ରୁ ଦେଖି କୌଣସି ଜିନିଷ ର ବ୍ୟବହାର କରନ୍ତୁ ନାହିଁ ଯାହା ଫଳରେ ଆପଣ ଅଧିକ ଅସୁବିଧାରେ ପଡିବେ | ତେଣୁ ଏହି ସମୟରେ ରେ ଆପଣ ନିୟମିତ ଭାବରେ ଦାନ୍ତ କୁ ବ୍ରସ ସାହାଯ୍ୟ ରେ ସଫା କରନ୍ତୁ | ଯାହା ଫଳ ରେ ଆପଣଙ୍କ ଦାନ୍ତ ରେ ଖାଇଥିବା ଖାଦ୍ୟ ସବୁ ବ୍ରସ କରିବା ଦ୍ୱାରା କିଛି ମାତ୍ରା ପରିଷ୍କାର ହେଇଯାଇଥାଏ ବୋଲି କୁହାଯାଏ
ଦୁର୍ଗନ୍ଧ ଦୂର କରିବାର ଉପାୟ :-
ତେବେ ଦାନ୍ତ ମାଢି ରେ ଜମା ହୋଉଥିବା ଏହି ସବୁ ଖାଦ୍ୟ ଧୀରେ ଧୀରେ ପଥର ହେଇଯାଏ ଯାହା ଫଳରେ ଏହାକୁ ଆମେ ବ୍ରସ କରିବା ଦ୍ୱାରା ମଧ୍ୟ ଯାଇନଥାଏ |ତେଣୁ ମଣିଷ ର ଦାନ୍ତ ମାଡି ସମସ୍ତ ଙ୍କ ର ସମାନ ହେଇନଥାଏ |ସେଥିପାଇଁ ଦାନ୍ତ ବ୍ରସ କରିବା ବେଳେ ଡାକ୍ତର ଙ୍କ ପରାମର୍ଶ ନେଇ ଏହାକୁ କିପରି ଉପାୟରେ ବ୍ରସ କରିବା ଦ୍ୱାରା ଦାନ୍ତ ମାଢି ରେ ସମସ୍ତ ପ୍ରକାର ଜମା ହେଇଥିବା ଖାଦ୍ୟ ପଦାର୍ଥ କୁ ବାହାର କରାଯାଇପାରିବ ଓ ମୁହଁ ରୁ କିପରି ଦୁର୍ଗନ୍ଧ ନ ବାହାରିବ ସେ ବିଷୟରେ ଜାଣିବା ଆବଶ୍ୟକ ହେଇଥାଏ ବୋଲି କୁହାଯାଏ | ଆଉ ଦାନ୍ତରେ ଜମିଥିବା ସମସ୍ତ ମଇଳା କୁ ନିହାତି ରାତିରେ ସଫା କରିକି ଶୋଇବା ଦରକାର |
ତାହାଲେ ବନ୍ଧୁଗଣ ଏହା ଥିଲା ଆଜିର ମୁହଁରୁ ଦୁର୍ଗନ୍ଧ ବାହାର କରିବା ର କିଛି ଉପାୟ ଯାହା ପାଇଁ ଆପଣ ଡାକ୍ତର ଙ୍କ ପରାମର୍ଶ ନେଇକି ଏହି ସମସ୍ୟାରୁ ମୁକ୍ତି ପାଇପାରିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।