ପିଲାର ଜନ୍ମକୁ ନେଇ ପ୍ରତ୍ୟେକ ମହିଳାଙ୍କର ଖୁସିର ସୀମା ନ ଥାଏ |ଏହା ମାଆ ମାନଙ୍କ ପାଇଁ ସୌଭାଗ୍ୟର କଥା | ତେଣୁ ଯେତେବେଳେ ଜଣେ ମହିଳା ଗର୍ଭବତୀ ହୋଇଥାନ୍ତି ସେ ସର୍ବପ୍ରଥମେ ଏହା ଜାଣିବାକୁ ଇଚ୍ଛା କରିଥାନ୍ତି କି ତାଙ୍କ ଗର୍ଭ ରେ ବଢୁଥିବା ଶିଶୁ ପୁଅ ନା ଝିଅ | ଯାହା କି ତାଙ୍କ ମନରେ ବହୁତ କୌତୁହଳ ସୃଷ୍ଟି କରିଥାଏ |ଯଦିଓ ଆମ ଦେଶରେ ଭ୍ରୁଣ ନିରୂପଣ କରିବ ଆଇନଗତ ଅପରାଧ ଅଟେ | ତେଣୁ ଏହା ଆପଣ ଜାଣିବା ପରେ କୌଣସି ଭୁଲ ପଦକ୍ଷେପ ନେବେ ନାହିଁ |
ପ୍ରତ୍ୟେକ ମାଆ ଙ୍କର ଇଚ୍ଛା ହୋଇଥାଏ କି ତାଙ୍କ ପେଟରେ ପୁଅ ନା ଝିଅ ଅଛି ଜାଣିବା ପାଇଁ |ସାଇକୋଲୋଜିକାଲ ଷ୍ଟଡ଼ିରୁ ଜଣା ଯାଏ କି ଜଣେ ଗର୍ଭବତୀ ମହିଳାଙ୍କର ବିଭିନ୍ନ ଲକ୍ଷଣରୁ ଓ ମୁହଁର ପରିବର୍ତନରୁ ଜାଣି ହୁଏ କି ତାଙ୍କର ହେବାକୁ ଥିବା ପିଲା ପୁଅ ବା ଝିଅ ହେବ | ତ ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଏକ ନୂତନ ତଥ୍ୟ ଜଣେଇବୁ କି ପିଆଜ ଓ ରସୁଣରୁ ଆପଣ କେମିତି ଜାଣି ପାରିବେ |
ଗର୍ଭବତୀ ମହିଳା ମାନଙ୍କୁ ରସୁଣ ସେବନ କରିବା କଥା ନୁହଁ | ଏହା ଦ୍ୱାରା ଶରୀରରେ ଜ୍ୱଳନ ଉତ୍ପନ୍ନ ହୋଇଥାଏ | ରସୁଣ ଓ ପିଆଜ ର ଗନ୍ଧ ହୋଇ ଥାଏ ଅଥବା ଗନ୍ଧ ତାଙ୍କୁ ଭଲ ଲାଗେ ନାହିଁ ତେବେ ଅନୁମାନ କରା ଯାଏ କି ହେବାକୁ ଥିବା ସନ୍ତାନ ପୁଅ ହେବ | ଠିକ ସେହିପରି ରସୁଣ ଓ ପିଆଜର ଗନ୍ଧରୁ ମହିଳାଙ୍କୁ ଯଦି ବାନ୍ତି ନ ହୁଏ ଅଥବା ସେହି ଗନ୍ଧ ତାଙ୍କୁ ସାମାନ୍ୟ ଲାଗେ, ମାନେ ନା ଭଲ ଲାଗେ ନା ଖରାପ ଲାଗେ ତ ହେବାକୁ ଥିବା ସନ୍ତାନ ଝିଅ ହେବ ବୋଲି ଆଶା କରାଯାଏ |
ଏମିତି ବହୁତ ଲକ୍ଷଣ ଅଛି ଯୋଉଁଥିରୁ ଆମେ ଗର୍ଭବତୀ ମହିଳାଙ୍କୁ ଦେଖିଲେ ଅନୁମାନ କରି କହି ପାରିବ କି ଗର୍ଭରେ ଥିବା ଶିଶୁ କନ୍ୟା କି ପୁତ୍ର ସନ୍ତାନ | ପେଟର ଆକାରରୁ ଆପଣ ଜାଣିପାରିବେ ପୁଅ ଓ ଝିଅ ବିଷୟରେ | ଯଦି ମହିଳାଙ୍କର ପେଟର ଆକାର ଗୋଲ ଓ ବାହାରକୁ ବାହାରିଥାଏ ତୋ ଏହା ପୁଅ ହେବାର ଲକ୍ଷଣ |ସେହିପରି ଯଦି ପେଟର ଆକାର ଚଉଡା ଓ ଗୋଲେଇ ହୋଇଥାଏ ତୋ ଏହା ଝିଅ ହେବାର ଲକ୍ଷଣ|କେତେକ ମହିଳା ଏହି ସମୟରେ ବେଶୀ ଖାଇବାକୁ ପସନ୍ଦ କରିଥାନ୍ତି ଓ କେତେଜଣ ଖାଦ୍ୟକୁ ଘୃଣା କରିଥାନ୍ତି |
ଏହି ପରିବର୍ତନ ଗର୍ବସ୍ଥ ଶିଶୁର ଲିଙ୍ଗ ନିର୍ଧାରଣ କରିଥାଏ | ଯେଉଁ ମହିଳାଙ୍କୁ ଖାଇବାକୁ ଇଚ୍ଛା ହୁଏନାହିଁ ଓ ଖାଇଲା ପରେ ବାନ୍ତି ହୁଏ ତାହା ହେଉଛି ପୁଅର ଲକ୍ଷଣ ଓ ଯୋଉଁ ମହିଳାଙ୍କୁ ବେଶୀ ଖାଇବାକୁ ଇଚ୍ଛା ହୁଏ ତାହା ଝିଅ ହେବାର ଲକ୍ଷଣ |ଗର୍ଭବସ୍ଥା ସମୟରେ ଯେଉଁ ମହିଳାଙ୍କର ମୁହଁରେ ବ୍ରଣ ବାହାରିବା ଅଥବା କଳାଦାଗ ହେଉଥିଲେ ତାହା ପୁଅ ହେବାର ଲକ୍ଷଣ |ଏବଂ ଯଦି ମହିଳାଙ୍କର ମୁହଁ ଉଜ୍ଜଳ ଦିଶୁଥାଏ ତ ଏହା ଝିଅ ହେବାର ଲକ୍ଷଣ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।