Swastik Tv News Odisha

ପୁଅ ମାନଙ୍କର ସବୁବେଳେ ଉଠୁଛି ପଡୁଛି, ତାହା କଣ ? ସାହାସ ଅଛି ତ ଉତ୍ତର ଦିଅ…

0

ଆଜିର ଅତ୍ୟାଧୁନିକ ଯୁଗରେ ସମସ୍ତେ ନିଜ ନିଜ ଟେଲେଣ୍ଟ ପ୍ରଦର୍ଶନ କରିବାରେ ବ୍ୟସ୍ତ ରହିଛନ୍ତି । ଯଦି ବିଦ୍ୟାର୍ଥୀ ମାନଙ୍କ କଥା କୁହାଯାଏ ,ତେବେ ବର୍ତ୍ତମାନ ଯେପରି ସିଚୁଏସନ ହେଲାଣି ସରକାରୀ ଚାକିରୀ ପାଇବା ଏତେ ସହଜ ନୁହଁ । ଏଥି ପାଇଁ ଖାଲି ବହି ପୁସ୍ତକ ରୁ ଜ୍ଞାନ ଆହରଣ କରିଦେଲେ ହେବ ନାହିଁ , ଏଥିଲାଗି ବାହର ଦେଶ ଦୁନିଆ ବିଷୟରେ ଜାଣିବା ମଧ୍ୟ ଅତ୍ୟନ୍ତ ଜରୁରୀ ଅଟେ । ଯାହାକୁ ଆମେ ସାଧାରଣ ଜ୍ଞାନ ବୋଲି କହିଥାଉ , ଯାହାର ଭେଲ୍ୟୁ ଆଜିର କମ୍ପିଟେଟିଭ ଜମାନରେ ବହୁତ ଅଧିକ ଅଟେ ।

ଯେକୌଣସି ବଡ ବଡ ପଦବୀରେ ଉତ୍ତିର୍ଣ୍ଣ ହେବା ପାଇଁ ସର୍ବପ୍ରଥମେ ଇଣ୍ଟରଭ୍ୟୁ ଫେସ୍ କରିବା ପାଇଁ ପଡିଥାଏ । ସେଥିରେ ବହୁତ ସହଜ ପ୍ରଶ୍ନ ପଚାରା ଯାଇଥାଏ କିନ୍ତୁ ତାର ଉତ୍ତର ଦେବା ଜଣେ ବୁଦ୍ଧିମାନ ବ୍ୟକ୍ତି ପକ୍ଷେ ସମ୍ଭବ ହୋଇଥାଏ । ତେବେ ଆସନ୍ତୁ ଜାଣିବା କିଛି ସହଜ ସରଳ ସାଧାରଣ ଜ୍ଞାନ ସମ୍ୱନ୍ଧିତ ପ୍ରଶ୍ନ ଉତ୍ତର ବିଷୟରେ ।

1.ସରଗରୁ ଆସିଲେ ଭାଇ ଭଉଣୀ ,ଚୋବେଇ ଗଲେ ବିରିଗହୁଣୀ ଏହାର ମାନେ କଣ ?
ଉତ୍ତର – ଚକିଶିଳ ।

2. ତୁ ଥିବୁ ଡାଳେ , ମୁଁ ଥିବି ଜଳେ ଭେଟାଭେଟି ହେବା ରୋଷେଇ ଶାଳେ ଏହାର ମାନେ କଣ ?
ଉତ୍ତର – ମାଛ ଏବଂ ଆମ୍ୱ ।

3. ଡାଳ ନାହିଁ କି ପତ୍ର ନାହିଁ ଫୁଲ ନାହିଁ କି ଫଳ ନାହିଁ , ରଙ୍ଗ ତାର କଳା ଆଉ ଗଛ ସିଏ ଲତା ମଣିଷକୁ ଛାଇ ଦିଏ ଖରାକୁ ସେ ଛତା ?
ଉତ୍ତର – କେଶ

4. ଦୁହେଁ ମିଶିଲେ କରଇ ଶବ୍ଦ ଜନ୍ତ୍ର ନୁହେଁ ସେ ତଥାପି ବାଦ୍ୟ ?
ଉତ୍ତର – କରତାଳି ।

5. ଏମିତି ବାଘ ସେ ଛାଡେନି ଘର ଖାଏନି ମଣିଷ ପିଏ ସେ କ୍ଷୀର ମା ନଦେଖିଲେ ମାଉସୀ ଦେଖ ଲୋ କୁକୁରକୁ ତାର ପ୍ରବଳ ଡର ?
ଉତ୍ତର – ବିଲେଇ ।

6. ନିମିସେ ପଡେ କବାଟ ତାର ନିମିସେ ହୁଏ ଖୋଲା , କବାଟ ପଡିଲେ ବିଜୁଳି କଟଇ ଅନ୍ଧାର ଦିଶଇ ଗୋଲା ?
ଉତ୍ତର – ଆଖି ।

7. ଲାଞ୍ଜ ଅଛି ହେଲେ ଡେଣା ନାହିଁ ଆକାଶରେ ଉଡେ ସାଇଁ ସାଇଁ ଏହି ଉତ୍ତର କହିବ ଯିଏ ମକର ଚାଉଳ ଖାଇବ ସିଏ ?
ଉତ୍ତର – ଗୁଡି ।

8. ଦଉଡି ଦେଇ ଗଛରେ ଝୁଲେ ଖୁସୀ ହୁଅନ୍ତି ଦେଖିଲେ ପିଲେ , ବସନ୍ତି ଯଇତା ଉପରେ ଗାଆନ୍ତି ଗୀତ ମନ ଖୁସୀରେ ?
ଉତ୍ତର – ଦୋଳି ।

9. ଗଛ ଦାରୁ ପତ୍ର ସରୁ ଫୁଲ ଧଳା ଫଳ କଳା ସେ ଫଳ ଯଦି ଖାଇବ ପାଖରେ ପାଣି ଥୋଇବ ?
ଉତ୍ତର – କଞ୍ଚାଲଙ୍କା ।

10. ପୁଅ ମାନଙ୍କର ସବୁବେଳେ ଉଠୁଛି ପଡୁଛି , ତାହା କଣ ?
ଉତ୍ତର –

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.