ଦର୍ଶକ ବନ୍ଧୁ ଆମେ ମାନେ ଜାନୁ କି ପ୍ରତେକ ମହିଳା ର ଆଶା ଥାଏ କି ସେ ବିବାହ ପରେ ଗର୍ଭବତୀ ହେବା ପାଇଁ | ଯାହା ଫଳରେ ସେ ନାରୀ ଜୀବନ ର ସାର୍ଥକତା ପାଇଥାଏ |ତେବେ ଜଣେ ମହିଳା ଗର୍ଭବତୀ ହେଲା ପରେ ସେ ଜାଣିବାକୁ ଚେଷ୍ଟା କରେ ତାଙ୍କ ପେଟ ଥିବା ପିଲା ଟି ପୁଅ ନା ଝିଅ | ତେଣୁ ସେ ପାଇଁ ସେ ଅଧିକାଂଶ ସମୟରେ ଡାକ୍ତର ଙ୍କ ପରାମର୍ଶ ନେବା ରେ ମଧ୍ୟ ଦେଖା ଯାଇଥାନ୍ତି | ତେବେ ଡ଼କ୍ଟର ସେମାନଙ୍କର ପରୀକ୍ଷା କରିବା ପରେ କହିଥାନ୍ତି ଯେ ସେମାନଙ୍କ ପେଟରେ ପୁଅ ଅଛି କି ଝିଅ | ଠିକ ସେହି ପରି ଆପଣ ମଧ୍ୟ ବିନା କୌଣସି ପରୀକ୍ଷା ରେ ଅତି ସହଜ ଉପୟା ରେ ଜାଣି ପାରିବା ଯେ ପେଟ ଭିତରେ ବଢ଼ୁ ଥିବା ଶିଶୁଟି ପୁଅ ନା ଝିଅ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସେହି ଉପାୟ ବା ଲକ୍ଷଣ ବିଷୟରେ ଯାହା ଦ୍ୱାରା ଆମେ ଅତି ସହଜରେ ଜାଣିପାରିବା ଗର୍ଭବତୀ ମହିଳା ଙ୍କ ପେଟ ଭିତରେ ପୁଅ ଅଛି ନା ଝିଅ ତାହା ଅତି ସହଜ ରେ ଜାଣିପାରିବା|
ତେବେ ବନ୍ଧୁ ଗଣ ସମ୍ଭୋଗ କରିବା ସମୟରେ ଯଦି ଆପଣ କିଛି ଜାଣିବାକୁ ଚେଷ୍ଟା କରିବେ ତାହାଲେ ଆପଣ ନିଶ୍ଚୟ ଜାଣିପାରିବେ | ଆପଣଙ୍କ ଆଗକୁ ଜନ୍ମ ହେବାକୁ ଥିବା ସନ୍ତାନ ଟି ପୁଅ ହେବ କି ଝିଅ ତାହା ଆପଣ ଅତି ସହଜ | ତାହେଲେ ଆସନ୍ତୁ ଜାଣିବା ସମ୍ଭୋଗ ବେଳେ କଣ ଆମ ପାଖରେ ଥିଲେ ଆମର ପୁଅ ଜାତ ହେବ କି ଝିଅ ହେବ ତାହା ଜାଣିବା | ତେବେ ପ୍ରାଚୀନ କାଳରେ ମୁନିଋଷି ମାନେ ବା କିଛି ବିଦ୍ୟୁୱାନ ମାନେ କହିଛନ୍ତି ଯେ | ସ୍ତ୍ରୀ ର ରଜନସ୍ଫୋଳନ ପରେ ପୁତ୍ର ହେବ କି କନ୍ୟା ହେବ ତାହା ଅତି ସହଜ ରେ ଜାଣିହେବ | ତେବେ କୁହାଯାଇଛି ଯେ ସ୍ତ୍ରୀ ର ରଜନ ସ୍ଫୋଳନ ଦ୍ୱାରା ଆପଣ ଯେଉଁ ସନ୍ତାନ ଜାତ କରିବା ପାଇଁ ଇଚ୍ଛା କରିଥାନ୍ତି ତାହା ଆପଣ କରିପାରିବେ |
ତେବେ ଶାସ୍ତ୍ର ଓ ମୁନିଋଷି ଙ୍କ ସୂଚନା ଅନୁଯାୟୀ ଯଦି ସମ୍ଭୋଗ ସମୟରେ ପୁରୁଷ ର ବୀର୍ଯ୍ୟ ସ୍ତ୍ରୀ ରୋଜ ଠାରୁ ଅଧିକ ଦେଖାଦେଲେ ପୁତ୍ର ସନ୍ତାନ ଓ ସ୍ତ୍ରୀ ରୋଜ ପୁରୁଷ ର ବୀର୍ଯ୍ୟ ଠାରୁ ଅଧିକ ହେଲେ କନ୍ୟା ସନ୍ତାନ ଜାତ ହେଇଥାଏ | ତେବେ ପ୍ରାଚୀନ କାଳରେ ମୁନି ଋଷି ମାନଙ୍କ କହିବା କଥା ଅନୁଯାୟୀ | ଯଦି ସ୍ତ୍ରୀ ର ରୋଜ ନିବୃତ 6,8,10,12,14,16 ଦିନ ମାନଙ୍କରେ ସମ୍ଭୋଗ କରିଲେ ଯଦି ଗର୍ଭ ଧାରଣ କରିଥାଏ ତାହାଲେ ପୁତ୍ର ଓ 5,7, 9,11,13,15 ଏହି ଦିନ ମାନଙ୍କରେ ସମ୍ଭୋଗ କରି ଗର୍ଭ ଧାରଣ କରିଲେ କନ୍ୟା ସନ୍ତାନ ଜାତ ହେଇଥାଏ ବୋଲି କୁହାଯାଏ |
ତାହା ସହିତ ସମ୍ଭୋଗ ସମୟରେ ଯଦି ଆପଣ ବାମ ନାଶ ରେ ନିଶ୍ୱାସ ନେଉଥିଲେ କନ୍ୟା ସନ୍ତାନ ଓ ଡାହାଣ ନାଶ ରେ ନିଶ୍ୱାସ ନେଉଥିଲେ ପୁତ୍ର ସନ୍ତାନ ଜାତ ହେଇଥାଏ | ତାହେଲେ ଏହିଭଳି ଭାବରେ ଆମେ ଜାଣି ପାରିବା କି ଜଣେ ଗର୍ଭବତୀ ମହିଳା ଙ୍କ ପେଟରେ ପୁଅ ଅଛି ନାଁ ଝିଅ |ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ଉପାୟ ଯାହା ଦ୍ୱାରା ଆପଣଙ୍କର ପୁଅ ହେବ କି ଝିଅ ତାହା ଅତି ସହଜ ଜାଣିପାରିବେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।