ପୁଣି ଓଡ଼ିଆ ମ୍ୟୁଜିକ କୁ ଚ୍ୟାଲେଞ୍ଜ କଲା ପୂର୍ଣ୍ଣ ମଉସାଙ୍କ ପ୍ରଥମ ଓଡ଼ିଆ ଭଜନ… ମାତ୍ର 4 ଘଣ୍ଟାରେ Million Plus ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ଆସନ୍ତୁ ଏକ ସୁନ୍ଦର୍ ଭଜନ ସଙ୍ଗୀତ ବିଷୟରେ ଜାଣିବା। ଏହାକୁ ଶୁଣିଲେ ଆପଣଙ୍କ ମନରେ ବି ଭକ୍ତି ଭାବ ଜାତ ହେବ। ଆପଣ ଜାଣିଛନ୍ତି ଭକ୍ତି ଭଜନ ର ସଙ୍ଗୀତ ମନକୁ କିପରି ଏକ ଭିନ୍ନ ଶାନ୍ତି ଦେଇଥାଏ। ଏହା ଭକ୍ତ ମାନଙ୍କ ମଧ୍ୟରେ ଏକ ଭକ୍ତି ଏବଂ ଭିନ୍ନ ଆନନ୍ଦ ସଞ୍ଚାର କରିଥାଏ। ତେବେ ଏହିଭଳି ସଙ୍ଗୀତ ଆହୁରି ଅଧିକ ଉତ୍ସାହ ଆଣି ଦେଇଥାଏ ଭକ୍ତ ମାନଙ୍କ ମନରେ। ସେହିପରି ଏକ ସୁନ୍ଦର୍ ଭଜନ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଯାହାକୁ ଶୁଣିଲେ ଆପଣ ବି ଖୁସି ହୋଇଯିବେ। ଏହି ସୁନ୍ଦର୍ ଭଜନ ସଙ୍ଗୀତ କୁ ଆପଣ ଥରେ ଶୁଣନ୍ତୁ ତାପରେ ଆପଣ ନିଶ୍ଚିତ ଅନୁଭଵ କରିବେ ଯେ ଏହା କେତେ ସୁମଧୁର ଅଟେ।

ବିଭିନ୍ନ ପ୍ରକାର ହୃଦୟସ୍ପର୍ଶିି ସଙ୍ଗୀତ ଆପଣ ତ ଶୁଣିଥିବେ।ଏହା ଆମକୁ ଯେତିକି ଖୁସି ଦେଇଥାଏ ସେତିକି ମନୋରଂଜନ ର ସୁରାକ ଯୋଗାଇଥାଏ। କିନ୍ତୁ ଯେତେବେଳେ ଆମେ ଭଜନ ସଙ୍ଗୀତ ଟିଏ ଶୁଣିବାକୁ ପାଉ ତାହା ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ। ଭଜନ ରେ ଭଗବାନଙ୍କ ପ୍ରତି ଭକ୍ତି ପ୍ରେମ ଉଦ୍ରେକ ହୁଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। ଆପଣ ଅନେକ ସମୟରେ ଅନେକ ଗୁଡ଼ିଏ ଭଜନ ସଙ୍ଗୀତ ର ଭିଡିଓ ଦେଖିବାକୁ ପାଉଥିବେ।ଆଉ ସେସବୁ କୁ ଦେଖି, ଶୁଣି ବହୁତ୍ ଖୁସି ମଧ୍ଯ ହେଉଥିବେ।

ଏହାଛଡା ଅନେକ ଏପରି ସୁମଧୁର କଣ୍ଠରେ ଗୀତ ଗାଉଥିବା କଣ୍ଠଶିଳ୍ପୀ ଅଛନ୍ତି ଯାହାଙ୍କ କଣ୍ଠରୁ ସଙ୍ଗୀତ ଶୁଣି ମନ ପୂରି ଉଠିଥାଏ।ଯେ କୌଣସି ଭଜନ ଗୀତ ଶୁଣିଲେ ମନଟା ଶାନ୍ତି ହୋଇଯାଏ।ସେହିପରି ଏକ ସୁନ୍ଦର୍ ଭଜନ ସଙ୍ଗୀତ ଟିଏ ଏବେ ସାମ୍ନାକୁ ଆସିଛି, ଏହି ଗୀତଟି ହେଉଛି ଏକ ଭାବପୂର୍ଣ୍ଣ ଦୁଃଖ ପୂର୍ଣ୍ଣ ଭଜନ ସଙ୍ଗୀତ।ଯାହା ଏକ ସୁନ୍ଦର୍ ହୃଦୟସ୍ପର୍ଶୀ ଭକ୍ତିଭରା ଭଜନ ସଙ୍ଗୀତ ଅଟେ।ଏହି ଗୀତଟି ହେଉଛି ଦଦରା ନାଆ ରେ ଅନ୍ଧ ନାଉରୀ ମୁଁ।ଏହି ଗୀତ ଟିକୁ ଗାଇଛନ୍ତି ଜୟଦେବ ମିଶ୍ର।
ଏହି ସୁନ୍ଦର୍ ଭଜନ ସଙ୍ଗୀତ ଟିର ନିର୍ଦ୍ଦେଶନା ଦେଇଛନ୍ତି ବାବୁ ବାବୁ।

ଏହି ଭାବପୂର୍ଣ୍ଣ ସଙ୍ଗୀତ ଟିର ସଙ୍ଗୀତ ରଚନା ସହିତ ଏହାକୁ ସ୍ଵରରେ ସଜାଇ ଅଛନ୍ତି ଜୟଦେବ ମିଶ୍ର। ତେବେ ଏହି ଗୀତଟିର ସ୍ୱର ସଂଯୋଜନା ବେଶ୍ ହୃଦୟସ୍ପର୍ଶୀ ହୋଇଛି ଯାହାକୁ ଶୁଣିଲେ ଆପଣ ବି ଭାବ ବିହ୍ୱଳ ହୋଇଯିବେ।ଏହି ସୁନ୍ଦର ଭଜନ ସଙ୍ଗୀତ କେତେ ଭାବପୂର୍ଣ୍ଣ ଏବଂ କେତେ ମନଛୁଆଁ ଅଟେ ତାହା ଆପଣ ଏହି ଗୀତଟି ଶୁଣିଲେ ଜାଣି ପାରିବେ।ଏହି ସୁନ୍ଦର୍ ଭଜନ ସଙ୍ଗୀତ ତିକୁ ଏବେ ସୁଦ୍ଧା ଅନେକ ଲୋକ ଦେଖି ସାରିଲେଣି। ଆପଣ ବି ଏହାକୁ ଶୁଣିଲେ ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment