Swastik Tv News Odisha

ପୁଣି ଓଡ଼ିଶାରେ ଲଜ୍ୟା ! ଶ୍ୱଶୁର-ବୋହୂ ଜବରଦସ୍ତ ଫାଇଟିଂ, କବାଟ ଭାଙ୍ଗି ଘରେ ପଶିଗଲେ ମହିଳା, ଦେଖନ୍ତୁ Viral ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବା ପାଇଁ ମିଳିଥାଏ। ସମାଜରେ ବହୁତ କଳି ଝଗଡା ଦେଖା ଯାଉଛି। ବିଶେଷ କରି ପରିବାର ମାନଙ୍କ ମଧ୍ୟରେ ଅତ୍ୟଧିକ ଭାବରେ କଳି ଓ ଝଗଡା ଲାଗି ରହୁଛି। ସେମାନଙ୍କ ଉପରେ ତିଳେ ମାତ୍ର ଲଜ୍ୟା ସରମ କିଛି ରହିଛି ବୋଲି ସେମାନେ ଭୁଲି ଯାଉଛନ୍ତି, ଯାହା ଫଳରେ କି ସେମାନେ ଏଭଳି କାର୍ଯ୍ୟ କରି ଥାଆନ୍ତି। ଯାହାକି ଏହା ଏକ ସମାଜ ପ୍ରତି ଅତ୍ୟଧିକ ଭାବରେ ନିନ୍ଦନୀୟ କଥା ହୋଇଥାଏ। ଏଭଳି କାର୍ଯ୍ୟ କରିବା ଦ୍ୱାରା ସମାଜ ଉପରେ ବହୁତ ଭାବରେ ଖରାପ ପ୍ରଭାବ ପଡୁଛି। ତେବେ ନିକଟରେ ଏଭଳି କିଛି ଘଟଣା ଶୁଣିବା ପାଇଁ ମିଳିଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ବିଷୟରେ ଶୁଣିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ଶ୍ୱଶୁର ନିଜ ବୋହୂର ଚୁଟି ଧରି ଟାଣୁଛନ୍ତି। ଯାହାକି ଏହା ଏକ ଲଜ୍ୟା ଜନକ କଥା ଅଟେ। ତେବେ ଆସାନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସାରେ, ପ୍ରତି ପରିବାରରେ ଅନେକ କଳି ଓ ଝଗଡା ଲାଗି ରହିଥାଏ ଓ ପରିବାର ଗଢିଲେ କେତେ କଣ ସହିବାକୁ ପଡି ଥାଏ। ପରିବାରର ଏଭଳି କିଛି ସଦସ୍ୟ ମାନେ ଅଛନ୍ତି ଯିଏ କି, ସବୁବେଳ ପାଇଁ କଳି ଝଗଡା ସୃଷ୍ଟି କରି ଥାଆନ୍ତି। ତେବେ ଗୋଟେ ପରିବାରରେ କୌଣସି କାରଣ ବଶତଃ ଜୋର ସୋର ଭାବରେ କଳି ଓ ଝଗଡା ଲାଗି ରହିଥିଲା। ସେହି କଳି ଝଗଡାରେ ବୋହୂ ଓ ଶ୍ୱଶୁର ଭିତରେ ଝଗଡା ଲାଗି ରହିଥିଲା।

ଶ୍ୱଶୁର ନିଜ ବୋହୂର ଚୁଟି ଧରି ଜୋର ସୋର ଝିଙ୍କୁ ଥିଲା। ଶ୍ୱଶୁର ଓ ବୋହୁଙ୍କ ମଧ୍ୟରେ ଜୋର ଭାବରେ ମାଡ଼ବଳ ମଧ୍ୟ ଲାଗି ରହିଥିଲା। ଶ୍ୱଶୁର ନିଜ ବୋହୂକୁ ଠାକୁର ଘରକୁ ଯିବା ପାଇଁ ବନ୍ଦ କରୁଛି ଓ କହୁଛନ୍ତି ଘର ଭିତରକୁ ପଶିବାକୁ କୌଣସି ବି ଅଧିକାର ନାହିଁ। କିନ୍ତୁ ବୋହୂ ଠାକୁର ଘର ଭିତରକୁ ଯିବା ପାଇଁ ସମ୍ପୂର୍ଣ୍ଣ ଅଧିକାର ରହିଛି ବୋଲି ସେ କହିଛନ୍ତି। ଏହା ପରେ ଜୋର ଜବରଦସ୍ତ କବାଟ ଭାଙ୍ଗି କରି ପ୍ରବେଶ କଲା ବେଳକୁ ଶ୍ୱଶୁର ବୋହୁକୁ ଚୁଟି ଧରି ପୁଣି ଥରେ ଟାଣି ଆଣୁଛନ୍ତି। ତେବେ ବନ୍ଧୁଗଣ ଏଭଳି ଅମାନୁଷିକ ଭାବରେ କଳି ଝଗଡା କରିବା ଜମାରୁ ଠିକ କଥା ନୁହେଁ। ଆପଣ ମାନେ କେବେ ହେଲେ ଅମାନୁଷିକ ବା ଲଜ୍ୟା କାର୍ଯ୍ୟ କରନ୍ତୁ ନାହିଁ। ସବୁବେଳ ପାଇଁ କଳି ଝଗଡକୁ ରୋକିବା ପାଇଁ ଚେଷ୍ଟା କରି ଚାଲନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.