ହଁ ଦର୍ଶକ ବନ୍ଧୁ ସେସିଆଲ ମିଡିଆରେ ଭାଇରାଲ ହେଉଛି ଏବେ ଗୋଟିଏ ଭିଡିଓ ଆଉ ଯାହାକୁ ନେଇକି ସମସ୍ତେ ବେଶ ଆଗ୍ରହୀ ଓ ଆନନ୍ଦିତ ଅଛନ୍ତି ସେ ଆଉ କେହି ନୁହନ୍ତି ଆମ ସମସ୍ତଙ୍କର ଅତି ପ୍ରିୟ ବ୍ଲକର ରୁପା ଓ ପିଣ୍ଟୁ ଙ୍କ ଆଲବମ | ତେବେ ଆପଣ ମାନେ ଟ ରୁପା ଓ ପିଣ୍ଟୁ ଙ୍କୁ ବହୁତ ଭଲ ଭାବରେ ଜାଣିଥିଲେ ଆଉ ତାଙ୍କର କୁନି ଝିଅ ଖୁସି ଙ୍କୁ | ଯିଏ କି ସାରା ଓଡିଶା ରେ ନିଜର ଗୋଟିଏ ସ୍ୱତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି ଓ ଓଡିଶା ରେ Vlogger ମାନଙ୍କ ମଧ୍ୟରେ ସବୁଠୁ ଉପରେ ଅଛନ୍ତି | ସେହି ବ୍ଲକର ଙ୍କର ଏବେ ଗୋଟିଏ ନୂଆ ଭିଡିଓ ଆଲବମ ଆସିବାକୁ ଯାଉଛି ତେବେ ଚଲାନ୍ତୁ ସେ ବିଷୟରେ ଅଧିକ କଥା ଜାଣିବା |
ତେବେ ସେହି ଦୁଇଜଣ ସ୍ୱାମୀ ସ୍ତ୍ରୀ ଯିଏକି ତାଙ୍କର ଟେଲେଣ୍ଟ ମାଧ୍ୟମରେ ଆଜି ଏତେ ବଡ଼ ଜାଗାରେ ରହିପାରିଛନ୍ତି ଓ ଓଡିଶା ର ସବୁଠୁ ଆଗରେ ଥିବା ବ୍ଲକର ହେଇ ପାରିଛନ୍ତି | ଆଜି ସେମାନଙ୍କର ଗୋଟିଏ ଆଲବମ ଆସିବାକୁ ଯାଉଛି | ତେବେ ସେମାଣେ ଆଗରୁ ଅନେକ ଏମିତି ମ୍ୟୁଜିକ ଭିଡିଓ ଓ ଆଲବମ ବନେଇଥିଲେ, ଆଉ ଯାହାକୁ ଦର୍ଶକ ମାନେ ମଧ୍ୟ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରିଥିଲେ | ଏବେ ପୁଣି ତାଙ୍କର ଗୋଟିଏ ଆଲବମ ର ସୁଟିଂ ହେବାକୁ ଯାଇଛି, ଆଉ ଯୋଉ ଆଲବମ କୁ ନେଇ କି ସେମାନେ ବହୁତ ଖୁସି ଥିବାର ମଧ୍ୟ ନଜର ଆସିଛନ୍ତି |
ତେବେ ଆଗରୁ ଯୋଉ ଆଲବମ କରିଥିଲେ ତାହାର ଲୋକ ପ୍ରିୟତାକୁ ଦେଖିକି ସେମାନେ ଆଉ ଗୋଟିଏ ଆଲବମ ସୁଟିଂ କରିବାର ନିଷ୍ପତ୍ତି ନେଇଛନ୍ତି | ଆଉ ଯାହାର ସୁଟିଂ ବାରିପଦା ରେ ହେବାର ଥିଲା | ଆଉ ଏବେ ସେମାନେ ତାଙ୍କର ନୂଆ ଆଲବମ କୁ ସୁଟିଂ କରିବା ପାଇଁ ବାରିପଦା ରେ ପହଞ୍ଚି ଯାଇଛନ୍ତି | ଆଉ ସେମାନେ ସେଠାରେ ବାରିପଦା ରେ ରହି ରେଷ୍ଟ ନେଇଛନ୍ତି ଓ ତାପର ଦିନ ସକାଳେ ସେମାନେ ସୁଟିଂ ପାଇଁ ବାହାରି ପଡିଛନ୍ତି |
ତେବେ ସେମାନେ ବାରିପଦାରେ ତାଙ୍କର ଆଲବମ ସୁଟିଂ କରିବାର ମୁଖ୍ୟ କାରଣ ହେଲା କି ବାରିପଦା ରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ | ସେଠାକାର ପାହାଡ଼ ଝରଣା ଆଉ ନଦୀ ଏହି ଭଳି ବହୁତ ମାତ୍ର ରେ ସବୁ ଜିମା ଓ ପ୍ରାକୃତିକ ସୌନ୍ଦଯ୍ୟ ରେ ପରିପୂର୍ଣ୍ଣ ଥିବାରୁ ବାରିପଦା କୁ ଯାଇ ସେମାଣେ ଆସିବାକୁ ଥିବା ତାଙ୍କର ନୂଆ ଆଲବମ ର ସୁଟିଂ ପାଇଁ ମଧ୍ୟ ଯାଇଛନ୍ତି | ତେବେ ତାଙ୍କର ଏହି ଆଲବମ କୁ ନେଇକି ଅନେକ ଆଶା ଅଛି ଓ କେମେରା ମେନ ଙ୍କ ସମଇତ ସମସ୍ତେ ବାରିପଦା ରେ ପହଞ୍ଚି ଛନ୍ତି | ଆଉ ସେଠାକାର ଥିବା ପ୍ରାକୃତିକ ସୌଦାର୍ଯ୍ୟ କୁ ଉପଭୋଗ କରିବା ସହିତ ବହୁତ ମାତ୍ରାରେ ଆଗ୍ରହ ପ୍ରକାଶ କରିଛନ୍ତି ତାଙ୍କର ଏହି ଆଲବମ କୁ ନେଇକି | ଯାହା ଏବେ ସେସିଆଲ ମିଡ଼ିଆରେ ଘୁରି ବୁଲୁଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।