Swastik Tv News Odisha

ପୁଣି ଥରେ ନୂଆ କଣ୍ଠରେ ” କାଉ ଧାନ ଖାଇଲା ବୋଲି “… ମାତ୍ର 4 ଘଣ୍ଟାରେ 4.7 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ପୁଣିଥରେ ନୂଆ କଣ୍ଠରେ ସାମ୍ନାକୁ ଆସିଲା ଗାୟିକା ଅର୍ପିତା ଚୌଧୁରୀ ଙ୍କ ଏକ ମନଛୁଆଁ ଗୀତ। ଯାହା ଏକ ଭିନ୍ନ ସ୍ୱାଦର ଏବଂ ଭିନ୍ନ ଭାବର ସଙ୍ଗୀତ। ବେଶ୍ ସୁନ୍ଦର୍ ନିର୍ଦ୍ଦେଶନା ଏବଂ ସଂଯୋଜନା ହୋଇଛି ଏହି ଗୀତରେ। ତେବେ ଏହି ଗୀତକୁ ଗାୟିକା ଅର୍ପିତା ଙ୍କ ସହ ଗାଇଛନ୍ତି ଗାୟକ ସଂଗ୍ରାମ। ଆପଣ ମାନେ ଜାଣିଛନ୍ତି ଗାୟିକା ଅର୍ପିତା ଚୌଧୁରୀ ଓଡିଶାର ଜଣେ ଆଗଧାଡିର କଣ୍ଠଶିଳ୍ପୀ ଅଟନ୍ତି। ତାଙ୍କ ସ୍ଵରର ଯାଦୁରେ ସେ ଅନେକଙ୍କୁ ତାଙ୍କ ସ୍ୱରର ଦିୱାନା କରିଥାନ୍ତି। ତେବେ ଓଡ଼ିଶାର ସଙ୍ଗୀତ ଜଗତର ଜଣେ ଜଣାଶୁଣା ପରିଚିତ ଚେହେରା ହେଉଛନ୍ତି ଅର୍ପିତା। ତାଙ୍କୁ ଓଡ଼ିଶାର ଅଗଣିତ ଶ୍ରୋତା ବେଶ୍ ପସନ୍ଦ କରନ୍ତି।

ଆପଣ ମାନେ ଜାଣିଛନ୍ତି ଯେ ସେ ଅନେକ ଆଲବମ ଗୀତରେ ତାଙ୍କର ଚମତ୍କାର କଣ୍ଠଦାନ କରି ଜଣେ ଲୋକପ୍ରିୟ ଗାୟିକା ହୋଇ ପାରିଛନ୍ତି। ତେବେ ଏହି ସିଙ୍ଗର ଜଣଙ୍କ ତାଙ୍କର ପ୍ରତିଭାକୁ ଦେଖାଇ ଅନେକ ସୁପରହିଟ ଗୀତରେ ତାଙ୍କର ଜଲୱା ଦେଖାଇ ଛନ୍ତି। ଓଡିଶାର କିଛି ସୀଙ୍ଗିଙ୍ଗ ଶୋ ରେ ମଧ୍ୟ ସେ ବିଚାରକ ର ଦାୟିତ୍ଵ ନିର୍ବାହ କରିଥିବା ଦେଖିବାକୁ ମିଳୁଛି। ଅନେକ ପ୍ରକାରର ଗୀତକୁ ସେ ଗାଇ ଲୋକ ମାନଙ୍କୁ ଖୁସ୍ କରିବା ସହିତ ଲୋକ ଲୋଚନକୁ ଆସି ପାରିଛନ୍ତି। ତେବେ ଏହି ଗାୟିକା ଜଣଙ୍କର ତାଙ୍କର ଚୁଲବୁଲି ଗୁଣ ସାଙ୍ଗକୁ ତାଙ୍କର ମନୋଲୋଭା ହସ ପାଇଁ ସେ ବହୁତ୍ ଆକର୍ଷଣୀୟ ଲାଗନ୍ତି।

ସେ ତାଙ୍କର ସଙ୍ଗୀତର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ପ୍ରସଂଶକ ମାନଙ୍କୁ। ତାଙ୍କ ସୁନ୍ଦରତା ଏବଂ ସ୍ୱର ଦର୍ଶକଙ୍କୁ ବେଶ ବିମୋହିତ କରିଥାଏ।ତାଙ୍କର ଗେଟ୍ ଅପ ଏବଂ ଲୁକ୍ସ୍ ପାଇଁ ମଧ୍ୟ ସେ ବେଶି ଲୋକପ୍ରିୟ ଅଟନ୍ତି। ଅର୍ପିତା ଚୌଧୁରୀ ଅନେକ ସମୟରେ କିଛି ଏମିତି ଗୀତ ଗାଇଥାନ୍ତି ଯାହା ବହୁତ୍ ହିଟ୍ ହେବା ସହିତ ଚର୍ଚ୍ଚାରେ ରହିଥାଏ। ସେହିପରି ଏକ ଗୀତକୁ ନେଇ ସେ ଏବେ ଲୋକ ଲୋଚନକୁ ଆସିଛନ୍ତି। ଯେଉଁ ଗୀତଟି ଏକ ଭିନ୍ନ ସ୍ୱାଦର ଏବଂ ଭିନ୍ନ ଚୁଲବୁଲି କଣ୍ଠ ରେ ରେକର୍ଡ କରା ଯାଇଛି। ତେବେ ଏହି ଗୀତଟି ହେଉଛି, କାଉ ଧାନ ଖାଇଲା ବୋଲି ମାରିଲୁ ଏତେ, ବାପ ଘର ଯିବି ମୁଁ ଚାଲି ଝୁରିବୁ ମୋତେ।

ଏହି ଗୀତ ସ୍ବାମୀ ସ୍ତ୍ରୀ ଙ୍କ ଭଲପାଇବା, ଝଗଡା ଏବଂ ଅଭିମାନକୁ ନେଇ ତିଆରି।ଏହି ଗୀତକୁ ଅର୍ପିତା ଙ୍କ ସହ ଗାଇଛନ୍ତି ସଂଗ୍ରାମ। ଆଉ ଏହି ଗୀତର ଲିରିକ୍ସ ବୃନ୍ଦାବନ ଜେନା ଦେଇଥିବା ବେଳେ ମ୍ୟୁଜିକ୍ ଦେଇଛନ୍ତି ବାସୁଦେବ ରଥ।ଏହି ଗୀତର ନିର୍ଦ୍ଦେଶନା ଏବଂ ସ୍ଵର ସଂଯୋଜନା ବହୁତ୍ ସୁନ୍ଦର୍ ଏବଂ ମନକୁ ଛୁଇଁଲା ଭଳି ଅଟେ। ଆପଣ ଏହି ଗୀତଟିକୁ ଥରେ ଶୁଣିଲେ ନିଶ୍ଚିତ ଖୁସି ହେବେ।୩ ବର୍ଷ ତଳର ଏହି ଗୀତକୁ ଏବେ ସୁଦ୍ଧା ୮୫ ଲକ୍ଷ ରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.