Swastik Tv News Odisha

ପୁଣି ମାର୍କେଟ କୁ ଆସିଲା ରୂପା ପିଣ୍ଟୁ ( Rupa Pintu ) ଙ୍କ ଜବରଦସ୍ତ ଓଡ଼ିଆ ଆଲୁବମ ” ପାଦରେ ପାଦ ମିଶେଇ ଚାଲରେ କାଉଡି ଭାଇ “… ମାତ୍ର 4 ଘଣ୍ଟାରେ Million Plus ଲୋକ ଦେଖି ସାରିଲେଣି…

0

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ଏବେ ଗୋଟିଏ ଭଜନ ମ୍ୟୁଜିକ ଭିଡିଓ ଭାଇରାଲ ହେଉଛି | ଯାହା ଶ୍ରାବଣ ମାସରେ କାଉଡ଼ିଆ ଭକ୍ତ ମାନଙ୍କୁ ପାଇଁ ହେଇଛି | ଆଉ ଯେଉଁ ଗୀତ କୁ ଆଉ ଭିଡିଓକୁ ଦେଖିଲା ପରେ ଦର୍ଶକ ମାନେ ମଧ୍ୟ ମହାଦେବ ଙ୍କର ଭକ୍ତି ରେ ଲୀନ ହୋଇଯାଇଛନ୍ତି | ଆଉ ମୁହଁରେ ମହାଦେବ ଙ୍କ ନାମ କୁ ମଧ୍ୟ ଉଚ୍ଚାରଣ କରୁଛନ୍ତି | ଆଉ ଯୋଉଁ ଭିଡିଓରେ ଅଭିନୟ କରିଛନ୍ତି ଓଡ଼ିଶାର ନିଜର ଭିଡିଓ ମାଧ୍ୟମରେ ପ୍ରସିଦ୍ଧି ଲାଭ କରିଥିବା ରୁପା ଆଉ ପିଣ୍ଟୁ |

ତେବେ ତାଙ୍କର ଗୋଟିଏ ଗୀତ ବର୍ତ୍ତମାନ ସେସିଆଲ ମିଡ଼ିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ତାହା ହେଇଛି “ପାଦରେ ପାଦ ମିଶେଇ ଚାଲରେ କାଉଡ଼ି ଭାଇ ” | ତେବେ ଏହି ଗୀତରେ ସୁନ୍ଦର ଭାବରେ ଅଭିନୟ କରିଛନ୍ତି ଓଡିଶା ର ନମ୍ବର 1 ଭ୍ଲୋକର ପିଣ୍ଟୁ ଆଉ ତାଙ୍କ ସ୍ତ୍ରୀ ରୁପା | ତେବେ ଏହି ଭିଡିଓର ଆରମ୍ଭରେ କୁନି ଝିଅ ଖୁସି ମଧ୍ୟ ଏଥିରେ ନଜର କୁ ଆସିଛନ୍ତି | ତେବେ ଗୀତ ଟିର ସୁଟିଂ ରେ ପିଣ୍ଟୁ କାଉଡ଼ିଆ ସାଜିଛନ୍ତି ଆଉ ବାହୁଙ୍ଗୀରେ ନଦୀରୁ ପାଣି ନେଇ ଶିବଙ୍କ ମୁଣ୍ଡରେ ଢ଼ାଳିବା ପାଇଁ ଯାଉଛନ୍ତି | ଆଉ ଅନ୍ୟ ପଟରେ ରୁପା ମଧ୍ୟ ଶିବଙ୍କର ମୂର୍ତ୍ତି ବାଲିରେ କରୁଛି ଆଉ ଭକ୍ତିର ସହିତ ଶିବଙ୍କର ଗୀତକୁ ଗାନ କରୁଛି |

ତେବେ ଆମେ ମାନେ ଜାଣିଛୁ କି ଏବେ ଶ୍ରାବଣ ମାସ ଚାଲିଛି, ଆଉ ଏହି ମାସରେ କାଉଡ଼ିଆ ମାନେ କାନ୍ଧରେ ବାହୁଙ୍ଗୀ ଧରି ଯାଇଥାନ୍ତି ପାଣି ନେଇ ଶିବ ମନ୍ଦିରକୁ | ଆଉ ସେଠାରେ ଶିବଙ୍କ ମୁଣ୍ଡରେ ପାଣି ଢାଳି ପାପ କୁ ଧୋଇଦେଇ ପୁଣ୍ୟ ଅର୍ଜନ କରିବା ପାଇଁ | ତେବେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଓ ଶୁଣିଲେ ଆପଣ ମାନେ ମଧ୍ୟ ଖୁସି ରେ ଆଉ ମହାଦେବ ଙ୍କ ଭକ୍ତି ରେ ଝୁମି ଉଠିବେ | ତେବେ ଏହି ଶ୍ରାବଣ ମାସ ରେ ଏଭଳି ଗୋଟିଏ ଭକ୍ତି ଆଉ ଧର୍ମ ର ମାସ ହେଉଛି ଶ୍ରାବଣ ମାସ | ମହାଦେବ ଙ୍କର ଭକ୍ତ ମାନେ ଏହି ମାସକୁ ବହୁତ ଦିନରୁ ଅନେଇକି ବସିଥାନ୍ତି କି କେବେ ଏହି ଶ୍ରାବଣ ମାସ ଆସିବ ଆଉ ଭକ୍ତ ମାନେ ନିଜର ଟିକିଏ ପୁଣ୍ୟ ଅର୍ଜନ କରିପାରିବେ ଶିବଙ୍କ ମୁଣ୍ଡରେ ପାଣି ଢାଳିବେ ଆଉ ଭଗବାନ ଙ୍କୁ ଦର୍ଶନ କରିବାର ସୌଭାଗ୍ୟ କୁ ଅର୍ଜନ କରିବେ |

ତେବେ ବର୍ତ୍ତମାନ ଯୋଉଁ ପାଦରେ ପାଦ ମିଶେଇ ଚାଲରେ କାଉଡ଼ି ଭାଇ ” ଭିଡିଓ ଟି ଭାଇରାଲ ହେଉଛି | ଆଉ ଯୋଉଠି ଏହି ଗୀତରେ ସୁନ୍ଦର ଭାବରେ ଅଭିନୟ କରିଛନ୍ତି ଓଡିଶା ର ନମ୍ବର 1 ଭ୍ଲୋକର ପିଣ୍ଟୁ ଆଉ ତାଙ୍କ ସ୍ତ୍ରୀ ରୁପା | ଯାହାକୁ ଦେଖିଲେ ଆଉ ଶୁଣିଲେ ଆପଣ ମାନଙ୍କ ମନ ବି ଶିବ ଭକ୍ତି ରେ ଲୀନ ହେଇଯାଉଛି ଓ ଯାହା ଏବେ ସେସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.