Swastik Tv News Odisha

ପୁଣି ମାର୍କେଟ କୁ ଆସିଲା Itishree ଙ୍କ ଏହି ସୁପରହିଟ ଗୀତ ” ଗାଈ ମାଳ ମାଳ 2 “… ମାତ୍ର 4 ଘଣ୍ଟାରେ 05 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଯୁବ ଗାୟକ ମାନସ କୁମାର ଏବେ ଜଣେ ଓଡ଼ିଶାର ଜଣାଶୁଣା ଗାୟକ ହୋଇ ପାରିଛନ୍ତି ତାଙ୍କର ଭିନ୍ନ ସ୍ୱାଦର ଭିନ୍ନ ଧରଣର ଗାୟିକି କୁ ଦେଖାଇ।ସେ ମଧ୍ୟ ଅନେକ ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେବା ସହିତ ଗୀତର ଲିରିକ୍ସ ମଧ୍ୟ କରିଥାନ୍ତି। ତାଙ୍କର ଅନେକ ଗୀତ ତ ଆପଣ ଶୁଣିଥିବେ। ଅନେକ ସମୟରେ ଅନେକ ଗୁଡ଼ିଏ ସୁପରହିଟ ଗୀତ ସେ ଶ୍ରୋତା ମାନଙ୍କୁ ଭେଟି ଦେଇଥାନ୍ତି। ତେବେ ଆପଣ ଜାଣିଛନ୍ତି ଏବେ ଏହିଭଳି ଭାବରେ ଅନେକ ସଙ୍ଗୀତର ଭିଡିଓ ସାମ୍ନାକୁ ଆସୁଥିବାର ମଧ୍ଯ ଦେଖିବାକୁ ପାଉଥିବେ।ଏହା ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ।

ସେହିପରି ଏବେ ଅନେକ ଗୁଡ଼ିଏ ମ୍ୟୁଜିକ ଭିଡିଓ ତିଆରି ହେଉ ଥିବାର ଆପଣ ଦେଖିବାକୁ ପାଉଥିବେ। ଯେଉଁ ଗୀତ ଗୁଡ଼ିକୁ ନୂଆ ନୂଆ କଣ୍ଠ ଶିଳ୍ପୀ ଗାଉଛନ୍ତି। ସୁନ୍ଦର୍ ଭାବରେ ଏସବୁ ଗୀତର ସଙ୍ଗୀତ ରଚନା ଏବଂ ନିର୍ଦ୍ଦେଶନା ହେଉଛି। ଯାହାକୁ ଲୋକେ ବହୁତ୍ ପସନ୍ଦ କରୁଛନ୍ତି ଏବଂ ଷ୍ଟୁଡିଓ ରେ ପ୍ରସ୍ତୁତ ହେଉଥିବା ଏହିଭଳି ଗୀତ ଗୁଡିକର ଚାହିଦା ମଧ୍ୟ ବହୁତ୍ ଅଧିକ ରହିଛି। ଅନେକ ସଙ୍ଗୀତ କୁ ଭଲ ପାଉଥିବା ବ୍ୟକ୍ତି ବିଶେଷ ଏବଂ ଶ୍ରୋତା ମାନଙ୍କ ପାଇଁ ଅନେକ ସମୟରେ ଆସୁଛି ଭିନ୍ନ ଭିନ୍ନ ମନ ପସନ୍ଦର ସଙ୍ଗୀତ।ସେହିପରି ଏବେ ଯେଉଁ ସଙ୍ଗୀତଟି ରେକର୍ଡ ହେବା ପରେ ସାମ୍ନାକୁ ଆସିଛି ତାହା ମଧ୍ୟ ବହୁତ୍ ଭାଇରାଲ ହେବାରେ ଲାଗିଛି।

ଲୋକେ ଏହାକୁ ବହୁତ୍ ଭଲ ପାଇବା ଦେଉଛନ୍ତି ଏବଂ ଏହି ଗୀତକୁ ସେୟାର ମଧ୍ୟ କରୁଛନ୍ତି।ତେବେ ଏହି ଗୀତଟି ବେଶ୍ ସୁନ୍ଦର୍ ଭାବରେ ସ୍ଵରରେ ସଜା ଯାଇଛି। ଆଉ ଏହି ଗୀତର ସଙ୍ଗୀତ ରଚନା ମଧ୍ୟ ବହୁତ୍ ସୁନ୍ଦର ହୋଇଛି। ତେବେ ଏହି ଗୀତଟି ହେଉଛି, ଆରେ କଟକରେ ଷଣ୍ଢ ମାତିଚି, ରାଜଧାନୀ ଗାଈକୁ ସମ୍ଭାଳି ରଖ।ଏହି ଗୀତର ଆଲବମ ଟାଇଟଲ ରହିଛି ଗାଈ ମାଳ ମାଳ ୨। ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ଭାଇରାଲ ଗୀତଟିକୁ ଗାଇଛନ୍ତି ଗାୟକ ମାନସ କୁମାର ଏବଂ ଗାୟିକା ଇତିଶ୍ରୀ। ମାନସ କୁମାର ନିଜେ ମଧ୍ୟ ଏହି ଗୀତର ମ୍ୟୁଜିକ ନିର୍ଦ୍ଦେଶନା ଦେଇଛନ୍ତି।

ଆଉ ଏହି ଗୀତର ଲିରିକ୍ସ କରିଛନ୍ତି ଶ୍ରୀକାନ୍ତ ଦାସ୍। ତେବେ ଏହି ଗୀତଟି ଶୁଣିବାକୁ ବହୁତ୍ ସୁନ୍ଦର୍ ହୋଇଛି ଯାହାକୁ ଆପଣ ଶୁଣିଲା ପରେ ଜାଣି ପାରିବେ। ତେବେ ଲୋକେ ବହୁତ୍ ମାତ୍ରାରେ ପସନ୍ଦ କରୁଥିବା ଏହି ଗୀତକୁ ୟୁ ଟ୍ୟୁବ୍ ରେ ଅପଲୋଡ଼ କରା ଯାଇଥିବା ବେଳେ ଏବେ ସୁଦ୍ଧା ଏହି ଗୀତକୁ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି। ଆପଣଙ୍କୁ ବି ଏହି ନୂଆ ଭାଇରାଲ ସଙ୍ଗୀତ ବେଶ୍ ମନୋରଂଜନ ଯୋଗାଇବ।ଏହି ଭାଇରାଲ ଗୀତର ଚାହିଦା ସୋସିଆଲ ମିଡିଆରେ ଏବେ ବହୁତ୍ ମାତ୍ରାରେ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.