ହଁ ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ଅନେକ ପ୍ରକାର ସୁନ୍ଦର ସୁନ୍ଦର ଭିଡିଓ ଓ ଗୀତ ଖୁବ ଭାଇରାଲ ହେବାର ଦେଖିବାକୁ ପାଉଥିବେ | ଏମିତି ବହୁତ ଭିଡିଓ ରହିଛି ଯାହା ବହୁତ ହୃଦୟ ବିଦାରକ ଓ ଦୁଃଖପୂର୍ଣ୍ଣ |ବନ୍ଧୁଗଣ ସବୁ ଗୀତ ମଣିଷର ମନ ଗଢ଼ା କାହାଣୀ ନୁହଁ, କିଛି ଗୀତ ମଣିଷର ଜୀବନ କାହାଣୀ କୁ ନେଇ ହୋଇଥାଏ | ଦୁନିଆରେ କିଛି ଘଟଣା କୁ ଆଖି ଆଗରେ ରଖି ଗୀତ ତିଆରି ହୋଇଥାଏ ତେବେ ବନ୍ଧୁଗଣ ମୁଁ ଆଜି ଆପଣଙ୍କୁ ଏମିତି ଏକ ଗୀତ ବିଷୟରେ କହିବି ଯାହା ଆପଣଙ୍କ ମନ ଛୁଆଁ ହେବା ସହ ଯୁବପିଢ଼ି ପାଇଁ ଶିକ୍ଷା ମଧ୍ୟ୍ୟ ଦେବ | ରକ୍ତର ସମ୍ପର୍କ କୁ ଆପଣ କେବେବି ଅଣଦେଖା କରନ୍ତୁ ନାହିଁ | ଏହି ଗୀତଟିରେ ଯୁବପିଢ଼ିକୁ ଶିକ୍ଷା ଦେବା ପାଇଁ ପୂର୍ଣ୍ଣ ମଉସା ସୁନ୍ଦର ଗୀତଟିରେ ସୁନ୍ଦର ଅଭିନୟ ମାଧ୍ୟ୍ୟମରେ ପ୍ରକାଶ କରିଛନ୍ତି |ଏହି ଗୀତଟି ଶୁଣିଲେ ଆପଣଙ୍କ ମନଛୁଆଁ ହେବା ସହ ଆଖିରୁ ଲୁହ ମଧ୍ୟ୍ୟ ଆସିଯିବ, ତେବେ ଆସନ୍ତୁ ବନ୍ଧୁଗଣ ଏହି ସୁନ୍ଦର ଗୀତ ଓ ଭିଡିଓ ଉପରେ ନଜର ପକାଇବା |
ତେବେ ହଁ ବନ୍ଧୁଗଣ ଏହି ସୁନ୍ଦର ଦୁଃଖଦ ଭିଡିଓ ଟି ଯାହା ପୂର୍ଣ୍ଣ ମଉସାଙ୍କ ଦ୍ଵାରା ରିଲିଜ ହୋଇଛି ତାହାର ନାଁ ହେଉଛି “ପୁଅ ମୋର ବଡ଼ ଲୋକିଆ ସାହେବ ଟିଏ “| ଏହି ଗୀତ ମାଧ୍ୟ୍ୟମରେ ଜଣାଇ ଦିଆଯାଇଛି ଯେ ଏହି ଦୁନିଆରେ ସବୁ ବାପା ମା ମାନେ ପୁଅକୁ ଜନ୍ମ ଦେଈ ବଡ଼ କରି ବଢ଼ି, ପାଠ ପଢିଥାନ୍ତି | ଆଉ ପାଠ ପଢୁଆ ପିଲାମାନେ ଗାଁରେ ରହିବା ପାଇଁ ପସନ୍ଦ କରନ୍ତି ନାହିଁ|ବାହା ହେବା ପରେ ସ୍ତ୍ରୀ କଥାରେ ଉଠବସ ହୋଇଥାନ୍ତି, ସେତେବେଳେ ସେମାନେ ବାପାଙ୍କ କଷ୍ଟ କରି ଗଢି ତୋଳିବାର କଥାକୁ ଭୁଲିଯାଇଥାନ୍ତି |ଏମିତିକି ସହରରେ ରହିବା ପାଇଁ ବାପାଙ୍କର ସାତପୁରୁଷ ର ଭିଟାମାଟିକୁ ବିକ୍ରି କରିଦେବାକୁ ବି ପଛନ୍ତିନାହଁ |
ଏହି ପୁଅମାନେ ପାଠ ପଢି ସ୍ତ୍ରୀ ସହ ସହରରେ ରହିଲେ ବଡ଼ ବଡ଼ ଅଫିସର ମାନଙ୍କ ସାମ୍ନାରେ ବାପାଙ୍କୁ ଚାକର ବୋଲି କହିବାକୁ ସେମାଙ୍କୁ ଖରାପ ଲାଗେନାହିଁ |ଆଜିର ଏହି ଯୁବପିଢ଼ି ଏତେ ତଳକୁ ଖସିଗଲେଣି ଯେ ପାର ଝିଅ କଥାରେ ପଡି ନିଜର ରକ୍ତ ସମ୍ପର୍କ କୁ ଭୁଲି ଯାଉଛି | ବାପଙ୍କ ସହ ଚାକର ପରି ବ୍ୟବହାର କରୁଛି, ନିଜେ ଭଲ ଭଲ ଖାଦ୍ୟ ଖାଇ ବାପାଙ୍କୁ ଶୁଖିଲା ରୁଟି ଫୁପାଡୁଛି |
ହେଲେ ହଁ ବନ୍ଧୁଗଣ ପୁଅର ଯେତେ କାଦର୍ଯ୍ୟ ବ୍ୟବହାର ହେଲେ ମଧ୍ୟ୍ୟ ତାର ବାପା କେବେ ବି ପୁଅର ଅମଙ୍ଗଳ ଚିନ୍ତା କରିନଥାଏ | ବରଂ ପୁଅର ସୁଖକମନା କରେ, ଭଗବାନ ତାକୁ ଭଲରେ ରଖାନ୍ତୁ ବୋଲି ମନ୍ଦିରରେ ହାତ ଯୋଡ଼ି ମିନତୀ କରେ |ଆଉ ଆବଶ୍ୟକ ପଡିଲେ ପୁଅର ଭୁଲକୁ ନିଜ ଉପରକୁ ନେଇନିଏ, ଏଥିପାଇଁ ସେ ମାରିବା ପାଇଁ ମଧ୍ୟ୍ୟ ଡରେ ନାହିଁ | ଯେତେବେଳେ ପୁଅ ବହୂ ପାଖରୁ ମାଡ଼ ଖାଏ ଆଉ ବାପା ପ୍ରତି କରିଥିବା ଭୁଲକୁ ବୁଝିପାରେ ସେତେବେଳେ ତା ପାଖରେ ତା ବାପା ଆଉ ନଥାନ୍ତି | ପୂର୍ଣ୍ଣ ମଉସାଙ୍କ ଏହି ଭିଡ଼ିଓ ଓ ସୁନ୍ଦର ଅଭିନୟ ଯୁବପିଢ଼ିକୁ ଉଚିତ ଶିକ୍ଷା ଦେଇଛି, ଏବଂ ତାଙ୍କର ଏହି ଗୀତ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାର ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।