ଓଡ଼ିଶାର ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ର ଏକ ସୁପରହିଟ ଯୋଡି ଭାବରେ ରୂପା ଏବଂ ପିଣ୍ଟୁ ଦୁଇ ଜଣ ଏକ ଲୋକପ୍ରିୟ ଚେହେରା ପାଲଟି ଛନ୍ତି।ସେମାନେ ତାଙ୍କ ଟାଲେଣ୍ଟ କୁ ଦେଖାଇ ଲୋକଙ୍କ ହୃଦୟକୁ ଛୁଇଁଲା ଭଳି ଗୀତ ସବୁ କରୁଛନ୍ତି। ଆଉ ସେମାନଙ୍କର ଲୋକପ୍ରିୟତା ବି ଏବେ ବହୁତ୍ ଅଧିକ ରହିଛି। ଯାହା ଆପଣ ସୋସିଆଲ ମିଡ଼ିଆରେ ସେମାନଙ୍କ ପ୍ରଶଂସକ ମାନଙ୍କର ଭଲପାଇବା ଏବଂ ପ୍ରତିକ୍ରିୟାରୁ ଜାଣି ପାରୁଥିବେ।ସେମାନେ ହେଉଛନ୍ତି ସମସ୍ତଙ୍କର ପ୍ରିୟ ରୂପା ଏବଂ ପିଣ୍ଟୁ। ସେମନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ।ସେମାନଙ୍କ ଯୋଡି ମଧ୍ୟ ବହୁତ୍ ଜବରଦସ୍ତ ଯୋଡି ଅଟନ୍ତି। ଅଟନ୍ତି।
ରୂପା ଏବଂ ପିଣ୍ଟୁ ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି ଏବଂ ଏବେ ସେମାନଙ୍କ ପ୍ରସଂଶକ୍ ସଂଖ୍ୟା ମଧ୍ୟ ବହୁତ୍ ଅଧିକ।ତେବେ ସେମାନେ ମ୍ୟୁଜିକ ଭିଡିଓ ର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି ଓଡ଼ିଶାରେ। ବହୁତ୍ ସୁନ୍ଦର୍ ସୁନ୍ଦର୍ ଭିଡିଓ ସବୁ ସେମାନେ ଲୋକଙ୍କୁ ମନୋରଂଜନ ପାଇଁ ଭେଟି ଦେଉଛନ୍ତି। ଆପଣ ଏ ଦୁହିଁଙ୍କର ଅନେକ ଭିଡିଓ ଦେଖି ସାରିଥିବେ। ସେହିଭଳି ଏବେ ଯେଉଁ ଭିଡିଓ ତାଙ୍କର ସାମ୍ନାକୁ ଆସିଛି ତାହା ଲୋକଙ୍କ ମନକୁ ଛୁଇଁଲା ଭଳି ହୋଇଛି।ଏହି ଭିଡିଓ ଟି ଦେବାଙ୍ଗି ସେନାପତି ୟୁ ଟ୍ୟୁବ୍ ଚ୍ୟାନେଲ ରେ ଅପଲୋଡ଼ ହୋଇଛି।ତେବେ ଏହି ଭିଡିଓ ର ଟାଇଟଲ ରହିଛି ତୋ ପ୍ରେମର ଚାଟଶାଳୀ।
ସୁନ୍ଦର୍ ବିଷୟବସ୍ତୁ କୁ ନେଇ ତିଆରି ହୋଇଛି ଏହି ରୋମାଣ୍ଟିକ ଲଭ୍ ଭିଡିଓ। ତେବେ ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ କେତେ ମଜାଦାର ନିର୍ଦ୍ଦେଶନା ଏବଂ ସଂଯୋଜନା ହୋଇଛି ଏହି ଗୀତରେ। ଏଠାରେ ଏହି ଭିଡିଓ ରେ କିପରି ଭାବରେ ରୂପା ଏବଂ ପିଣ୍ଟୁ ଏକ ଜବରଦସ୍ତ ଡାନ୍ସ ଜଲୱା ଦେଖାଉଛନ୍ତି ତାହା ଦେଖନ୍ତୁ।ଏହି ଗୀତଟି ଏବେ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି ଏବଂ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡିଓର ନିର୍ଦ୍ଦେଶନା ବହୁତ୍ ସୁନ୍ଦର୍ ହୋଇଥିବା ବେଳେ ଏହାକୁ ବେଶ୍ ସୁନ୍ଦର୍ ଭାବରେ ସ୍ଵରରେ ମଧ୍ୟ ସଜା ଯାଇଛି।
ଏହି ଗୀତର ମ୍ୟୁଜିକ ଲଳିତ କୁମାର କରିଥିବା ବେଳେ ଏହାର ଲିରିକ୍ସ ଦେଇଛନ୍ତି ପୁଷ୍ପକ ପରିଡା। ଆଉ ଏହାର ପ୍ରଯୋଜକ ହେଉଛନ୍ତି ଦିବ୍ୟାନି ସେନାପତି। ତେବେ ଏହି ସୁନ୍ଦର୍ ଲଭ୍ ଗୀତକୁ ଗାଇଛନ୍ତି ହ୍ୟୁମାନ ସାଗର ଏବଂ ଅଙ୍କିତା ରାନୀ।ଏହି ଗୀତଟି ବହୁତ୍ ଲୋକଙ୍କୁ ହୃହୟକୁ ଛୁଇଁଛି। ଆପଣ ବି ଏହି ଭିଡିଓ କୁ ଦେଖିଲେ ନିଶ୍ଚୟ ଖୁସି ହେବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।