Swastik Tv News Odisha

ପୁଣି ଷ୍ଟୁଡିଓ ରେ ଭାଇରାଲ ବୟ Santanu & R Ankita ଗାଇଲେ ” ପ୍ରେମ ହେଇ ଯାଉ ” ଭିଡ଼ିଓ ସହିତ ଡ୍ୟାନ୍ସ… ଏହି Expretion ଦେଖିଲେ ଦିୱାନା ହୋଇଯିବେ…

0

ବନ୍ଧୁଗଣ ସିଦ୍ଧାର୍ଥ ଟିଭି ର ସୀଙ୍ଗୀଙ୍ଗ ରିଏଲିଟି ଶୋ, ଓଡ଼ିଶାର ନୂଆ ସ୍ୱର, ଜୁନିୟର ରୁ ବେଶ୍ ପରିଚିତ ଚେହେରା ପାଲଟି ଯାଇଛନ୍ତି କୁନି ଗାୟକ ଶାନ୍ତନୁ କୁମାର ମହାନ୍ତି। ତାଙ୍କର ସ୍ୱର ଏବେ ବେଶ୍ ପରିଚିତ ସାରା ଓଡିଶାରେ। ଭୁବନେଶ୍ଵରରେ ସେ ରହୁଥିବା ବେଳେ ତାଙ୍କର ଘର ବାଲେଶ୍ବର ରେ।ସେ ଏବେ ଯେମିତି ତାଙ୍କ ସ୍ଵରର ଯାଦୁରେ ଅଗଣିତ ଶ୍ରୋତାଙ୍କୁ ବାନ୍ଧି ରଖିଛନ୍ତି ତାହା ତାଙ୍କୁ ଏକ ବିଶେଷ ପରିଚୟ ଦେଇଛି ଭାଇରାଲ ବୟ ଶାନ୍ତନୁ ଭାବରେ।ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ। ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।

ବେଳେବେଳେ ଶାନ୍ତନୁ ଙ୍କ ଭଳି ଏମିତି କିଛି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ। କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ।ସେମାନଙ୍କ ଯେକୌଣସି ଗୀତ ଗାଉଥିବାର ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ।

ତେଣୁ ଛୋଟ ପିଲା ମାନଙ୍କର ଗୀତ ଗାଇବା ର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। ଆମେ ସେମାନଙ୍କ କୁନି ପାଟିରେ ସେମାନଙ୍କ କଥାକୁ ଶୁଣି, ସ୍ଵରକୁ ଶୁଣି ବହୁତ୍ ଖୁସି ହୋଇ ଥାଉ। ସେହିପରି ଛୋଟ ବାଳକ ଶାନ୍ତନୁ କୁମାର ମହାନ୍ତି, ସେ ତାଙ୍କର ସୁମଧୁର ସ୍ଵରରେ କିପରି ଭାବରେ ଆଉ ଏକ ରୋମାଣ୍ଟିକ ଗୀତ ଗାଉଛନ୍ତି ଥରେ ଶୁଣନ୍ତୁ। ଏବେ ସୁଦ୍ଧା ସେ ଷ୍ଟୁଡିଓ ରେ ଅନେକ ଗୀତ ଗାଇ ସାରିଲେଣି। ଏବେ ଯେଉଁ ଗୀତଟି ଭାଇରାଲ ହେଉଛି ସେ ଗୀତଟି ହେଉଛି, ଝୁମୁରୁ ଝୁମୂରୁ ପାଦର ପାଉଁଜି ଯେବେତୁ ବଜେଇ ଦେଉ, ମୋ ମନକୁ ଚୋରେଇ ନେଉ।ସେ ଯେଉଁଭଳି ଭାବରେ ଏ ଗୀତକୁ ଗାଇଛନ୍ତି ତାହା ସମସ୍ତଙ୍କ ହୃଦୟକୁ ଛୁଇଁଛି।

ତେବେ ଏହି ଗିତଟି ଶାନ୍ତନୁ ଙ୍କ ସ୍ଵରରେ ଯେମିତି ସୁନ୍ଦର୍ ଲାଗୁଛି ମ୍ୟୁଜିକ ମଧ୍ଯ ସେତିକି ଜବରଦସ୍ତ ହୋଇଛି।ଏହି ଗୀତକୁ ଶାନ୍ତନୁ ଏବଂ ଅଙ୍କିତା ଗାଇଥିବା ବେଳେ, ଗୀତର ନିର୍ଦ୍ଦେଶନା ଦେଇଛନ୍ତି ସଚ୍ଚିନ ମହାପାତ୍ର। ଏହାର ପ୍ରଯୋଜକ ହେଉଛନ୍ତି ଅଭିଜିତ ହାତୀ ଏବଂ ଏହାର ଲିରୀକ୍ସ ଦେଇଛନ୍ତି ଆର୍ୟା ଅନୁଜିତ।ଏହି ଗୀତ ବହୁତ୍ ସୁନ୍ଦର ହୋଇଛି ଏବଂ ଏହି ମ୍ୟୁଜିକ ଭିଡିଓକୁ ଏବେ ସୁଦ୍ଧା ୩ ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.