Swastik Tv News Odisha

ପୁଣି ସାମ୍ନାକୁ ଆସିଲା ଦିନ ଦ୍ୱିପହରରେ ପୋଲିସ୍ ବାବୁଙ୍କ ଲଜ୍ୟାଜନକ କାରନାମା ଭିଡିଓ…ନିଆଁ ଭଳି ହେଉଛି ଭାଇରାଲ…

0

କଣ କହିବେ ଆଜିର ଲୋକଙ୍କୁ, ଯେଉଁମାନେ ଏହି ସମାଜର ଅଂଶ ବିଶେଷ ହୋଇ ମଧ୍ୟ ବେଳେବେଳେ ଏମିତି କିଛି କାର୍ଯ୍ଯ କରିଥାନ୍ତି ଯାହା ସେମାନଂକୁ ତ ଏ ସମାଜରେ ଲଜ୍ଜିତ ଏବଂ ଅପମାନିତ କରିଥାଏ, ତାସହ ଏହା ପାରିପାର୍ଶ୍ବିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ।ସେହିଭଳି ଅନେକ ଘଟଣା ଆଜିର ଦୁନିଆରେ ଅନେକ ସମୟରେ ଦେଖିବାକୁ ମିଳୁଛି ଯାହା ଦେଖିଲେ ମୁଣ୍ଡ ତଳକୁ ନଇଁ ଯାଉଛି ଏବଂ ଲଜ୍ୟା ବୋଧ ହେଉଛି। ସେହିପରି କିଛି ଘଟଣା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ବି ପ୍ରତିକ୍ରିୟା ଶିଳ ହୋଇ ଉଠିବେ। କାରଣ ଯେଉଁ ଭିଡ଼ିଓ ଏବେ ସାମ୍ନାକୁ ଆସିଛି ତାହା ସାଧାରଣରେ ଚର୍ଚ୍ଚା ର ବିଷୟ ଅଟେ।

ଆଜିର କିଛି ମଣିଷଙ୍କ ପାଖରେ ସମୟକ୍ରମେ ଅନେକ କିଛି ନୈତିକତା, ସଂସ୍କାର ଆଦିର ଅଭାବ ପରିଲକ୍ଷିତ ହେଉଛି। ଯାହାକୁ ନେଇ ଆଜିର ସଭ୍ୟ ସମାଜରେ ଅନେକ ସମୟରେ ଅସଭ୍ୟ କାର୍ଯ୍ଯ କଲାପ ଆଦି ବୃଦ୍ଧି ପାଉଛି।ଆଜିର ଦୁନିଆର କିଛି ଏମିତି ଲୋକ ରହିଛନ୍ତି ଯେଉଁମାନେ ଉଚ୍ଚ ପଦବୀରେ ରହି ମଧ୍ଯ ନିଜର ନୈତିକତା କୁ ଭୁଲି, ମାନବିକତା, ସଭ୍ୟତା କୁ ଭୁଲି କିଛି ବି ନିନ୍ଦନୀୟ କାର୍ଯ୍ୟ କରିବା ପାଇଁ ପଛାଉ ନାହାଁନ୍ତି। ସେମାନେ ଯେଉଁ ଭଳି ଭାବରେ ଘୃଣ୍ୟ କାମ ସବୁ କରୁଛନ୍ତି ତାହା ବାସ୍ତବରେ ଲଜ୍ୟାଜନକ ଏବଂ ନିନ୍ଦନୀୟ ଏବଂ ଚର୍ଚ୍ଚାର ବିଷୟ ପାଲଟି ଯାଉଛି।

ଉଚ୍ଚ ପଦସ୍ଥ ଅଧିକାରଙ୍କ ହୋଇ, ଶିକ୍ଷିତ ହୋଇ ଯଦି ଜଣେ ଲଜ୍ୟାଜନକ, ନିନ୍ଦନୀୟ କାର୍ଯ୍ୟ କରେ ତେବେ ଏଥିପାଇଁ କାହାକୁ ଆଉ ଦାୟୀ କରାଯିବ।ସମାଜ ଯେତେ ଆଗକୁ ବଢ଼ିଲେ କଣ ହେବ ଯଦି ମଣିଷର ମାନସିକତା ପରିବର୍ତ୍ତନ ନହୁଏ ତେବେ ଏଥିପାଇଁ କହାକୁ ଦୋଷ ଦେଇ ହେବ। ସଭ୍ୟ ଶିକ୍ଷିତ ସମାଜରେ ଏମିତି ଅନେକ ନିୟାମକ ଥିଲେ ମଧ୍ଯ କିନ୍ତୁ ଏହାର ବ୍ୟତିକ୍ରମ ସଦୃଶ କାମ କରୁଛି ଆଜିର ମଣିଷ।ବେଳେବେଳେ ଏମିତି କିଛି ଉଲ୍ଲେଖନୀୟ ପରିବର୍ତ୍ତନ କିଛି ଲୋକଙ୍କ ପାଖରେ ଦେଖିବକୁ ମିଳିଥାଏ ଯାହା ବାସ୍ତବରେ ବିଶ୍ବାସ ଯୋଗ୍ୟ ହୋଇ ପାରି ନଥାଏ।ସେହିପରି ଆମେ ଆଜି ଆପଣଙ୍କୁ କହିବାକୁ ଯାଉଥିବା ଘଟଣାରେ ଉତ୍ତରପ୍ରଦେଶ ର ଜଣେ ପୋଲିସ କର୍ମଚାରୀ ଙ୍କ କିଛି ଅସାଧୁ ହରକତ ସାମ୍ନାକୁ ଆସିଛି।

ଏହି ପୋଲିସ୍ ବାବୁ ଜଣଙ୍କ ଜଣେ ମହିଳାଙ୍କ ଠାରୁ ମାଲିସ୍ ହେଉଥିବାର ଦେଖିବାକୁ ମିଳିଛି।ଏହି ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।ଏହି ପୋଲିସ୍ ବାବୁ ଜଣଙ୍କ ହେଉଛନ୍ତି ସଞ୍ଜୟ ଯାଦବ। ଯିଏକି ହରଦୋଇ ଜିଲ୍ଲାର କୋତବାଲି ସହରରେ ରେ କାର୍ଯ୍ୟରତ ଅଛନ୍ତି।ସେ ସେଠାରେ ଏହିପରି କାମ କରୁଥିବାର ନଜର ଆସିବା ପରେ କେହି ଜଣେ ଏହାକୁ କ୍ୟାମେରା ରେ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହାପରେ ମହିଳା ସମାଜସେବୀ ସଙ୍ଗଠନ ଉକ୍ତ ପୋଲିସ୍ ବାବୁ ଙ୍କ ନିଲମ୍ବନ ପାଇଁ ଦାବି କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.