Swastik Tv News Odisha

ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଲା ଏହି ଯୁବକ ମାନଙ୍କର ଟ୍ରେନ ରେ ଉତ୍ପାତ କରୁଥିବାର ଭିଡ଼ିଓ…. ଦେଖନ୍ତୁ Video

0

ବନ୍ଧୁଗଣ ଏବେ ସାମ୍ନାକୁ ଆସିଛି ଏମିତି ଏକ ଘଟଣାର ଦୃଶ୍ୟ ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ଘଟଣାଟି ସମାଜର ଏପରି ଏକ ଦିଗକୁ ଦର୍ଶାଉଛି ଯାହା ସାଧାରଣରେ ଗ୍ରହଣ କରିବା ସହଜ ନୁହେଁ।ଆମେ ଆପଣଙ୍କୁ ସେହିଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ସାଧାରଣରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ କିନ୍ତୁ ସେହି ଘଟଣା ସତ। ଯାହା କ୍ୟାମେରା ରେ ରେକର୍ଡ ହେଲା ପରେ ଆମେ ସେହି ବିଷୟରେ ଜାଣି ପାରୁ।ତେବେ ଆସନ୍ତୁ ଜାଣିବା ସେହି ଅଜବ ଘଟଣା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।
ଏହି ଘଟଣା କେତେ ଭୟାନକ ତାହା ଆପଣ ନ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ।

ତେବେ ଆଜିର ଏହି ଦୁନିଆ ରେ କିଛି ଯୁବପିଢି ମାନଙ୍କର ହାବ ଭାବ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ ହୋଇ ଯାଇଛି। ସେମାନେ ସମୟକ୍ରମେ ଏପରି କିଛି କାଣ୍ଡ ଘଟାଉଛନ୍ତି ତାହା ବାସ୍ତବରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ତେବେ କିଛି ଲୋକଙ୍କର ଏମିତି କିଛି ଅଶୋଭନୀୟ କାର୍ଯ୍ଯ କଳାପ ଦେଖି ଏଥିରେ ପ୍ରଭାବିତ ହେଉଛନ୍ତି ଅନେକ ଲୋକେ। ତେବେ ଅଧିକାଂଶ ସମୟରେ ଆପଣ ଏହିପରି କିଛି ଅଜବ ଘଟଣା ମାନ ସବୁ ଦେଖିବା ପାଇଁ ପାଉଥିବେ।ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ହୋଇପାରେ। ସେହିଭଳି କିଛି ଘଟଣା ଯେତେବେଳେ କ୍ୟାମେରା ରେ ରେକର୍ଡ ହୋଇଥାଏ ତାହା ଦେଖିବା ପରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ ଲାଗିଥାଏ।

ଏଠାରେ ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ କିଛି ଯୁବକ କିପରି ଚଳନ୍ତା ଟ୍ରେନ୍ ରେ ଭୟଙ୍କର କାଣ୍ଡ ଘଟାଉଛନ୍ତି। ସେମାନେ ଟ୍ରେନ୍ ଚାଲିଥିବା ସମୟରେ ଗେଟ୍ ପାଖରେ ଛିଡା ହୋଇ ରହି ବାହାରକୁ ଝୁଲି ହୋଇ ରହିଛନ୍ତି ଏବଂ ବିପଦପୂର୍ଣ୍ଣ ଭାବରେ ସେଲଫି ଭିଡିଓ କରୁଛନ୍ତି। ଆଉ ଏହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ପ୍ଲାଟଫର୍ମ ରେ ମୋବାଇଲ୍ ଧରି ଛିଡା ହୋଇଥିବା ଜଣେ ଯୁବକଙ୍କ ହାତରୁ ଫୋନ୍ ଛଡ଼େଇ ନେଉଛନ୍ତି। ଏପରି କରି ସେମାନେ ଏହାର ମଜା ନେଉଛନ୍ତି। ତେବେ ଏହି ଯୁବକ ମାନଙ୍କ ର ଏପରି ଉନ୍ମୁକ୍ତ କାଣ୍ଡକୁ ଦେଖି ଆପଣଙ୍କୁ ହୁଏତ ଡର ଲାଗୁଥିବ କିନ୍ତୁ ସେମାନେ ଏଥିରେ ଆଦୌ ଭୟଭୀତ କିମ୍ୱା ବିଚଳିତ ନଥିବା ଜଣା ପଡୁଛି ଏହି ଭିଡିଓରୁ।

ତେବେ ଏହିଭଳି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ଦେଖି ରେଲୱେ ପୋଲିସ୍ ଏହି ଯୁବକ ମାନଙ୍କୁ ଚିହ୍ନଟ କରିବା ପାଇଁ ଲାଗିଛନ୍ତି ଏବଂ ସେମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ରେଲୱେ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଥିବା ଜଣା ପଡ଼ିଛି। ତେବେ ଏହି ଘଟଣା ମୁମ୍ବାଇ ର ଏକ ରେଲୱେ ଷ୍ଟେସନ୍ ର ବୋଲି ଜଣା ପଡିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.