ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଲା ଅଙ୍ଗନବାଡି ଦିଦି ଙ୍କ ଭିଡ଼ିଓ… 36 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି…

ହଁ ଦର୍ଶକ ବନ୍ଧୁ ଆଜିର ଯୁଗରେ ଛୋଟ ପିଲାଙ୍କୁ ନିଜ ଆୟତ୍ତ ରେ ନେବା ବହୁ କାଠିକର ପାଠ ହେଇଥାଏ | କାରଣ ଏହି କୁନି କୁନି ପିଲା ମାନେ ଯେତେବେଳେ ତାଙ୍କର ଦୁଷ୍ଟାମୀ ଦେଖାଇଥାନ୍ତି ତାହାକୁ କେହି ରୋକିପାରି ନଥାଏ | ତାହାଲେ ଦର୍ଶକ ବନ୍ଧୁ ସେଇ କୁନି କୁନି ପିଲାଙ୍କୁ ନିଜ ଆୟତ୍ତ ରେ ନିଆରା ଢଙ୍ଗରେ ପାଠ ପଢ଼ାଉଛନ୍ତି ଜଣେ ଅଙ୍ଗନବାଡି ଶିକ୍ଷୟତ୍ରୀ | ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବା ପରେ ଦର୍ଶକ ମାନେ ଶିକ୍ଷୟତ୍ରୀ ଙ୍କ ଏହି ନିଆରା ପ୍ରୟାସ କୁ ଦେଖି ପ୍ରଶଂସା କରିଛନ୍ତି | ତାହାଲେ ଆସନ୍ତୁ ବନ୍ଧୁଗଣ ଆଜି ଆମେ ଜାଣିବା ଅଙ୍ଗନବାଡି ଦିଦି ଙ୍କ ସେହି ପାଠ ପଢା ବିଷୟରେ ଯାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି |

ତେବେ ଆଜି କାଲି ବହୁତ କମ ଦେଖିବାକୁ ମିଳେ ଏମିତି ଶିକ୍ଷୟତ୍ରୀ ଯିଏ ନିଜେ ଚେଷ୍ଟାରେ ଛୋଟ ଛୋଟ ପିଲାଙ୍କୁ ନାଚ ଗୀତ ମାଧ୍ୟମ ରେ ପାଠ ପଢ଼ାଉଛନ୍ତି | ତେବେ ଅଙ୍ଗନବାଡି ଦିଦିଙ୍କ ଏହିପରି ନାଚ ଗୀତ ଦେଖି କୁନି କୁନି ପିଲା ମାନେ ଶ୍ରେଣୀ ଗୃହରେ ଆଗ୍ରହ ସହକାରେ ଦିଦିଙ୍କ ସହିତ ନାଚ ଗୀତ ରେ ସାମିଲ ହୋଇ ଶ୍ରେଣୀ ଗୃହରେ ପାଠ ପଢା ରେ ଆଗ୍ରହ ଦେଖାଉଛନ୍ତି | ହଁ ବନ୍ଧୁଗଣ ତେବେ ଏହି ପରି ଏକ ଦୁଶ୍ୟ ଦେଖିବାକୁ ମିଳିଛି ଦିଗପହଣ୍ଡିର ଏକ ଅଙ୍ଗନବାଡି କେନ୍ଦ୍ର ରେ | ଯେଉଁ ଠାରେ ଦେଖିବାକୁ ମିଳିଛି କିଛି ନିଆରା ଦୃଶ୍ୟ ଯାହା ଆପଣ ଦେଖିଲେ ବି ପ୍ରଶଂସା ନ କରି ରହିପାରିବେନି |

କାରଣ ଏଠାରେ ଦେଖିବାକୁ ମିଳିଛି ଅଙ୍ଗନବାଡି ଦିଦିଙ୍କ ନିଆରା ପ୍ରୟାସ ଯାହା ଏବେ ସୋସିଆଲ ମିଡ଼ିଆ ଠୁ ଆରମ୍ଭ କରି ସମସ୍ତ ସ୍ଥାନ ରେ ଶିକ୍ଷୟତ୍ରୀ ଙ୍କ ଏହି ପ୍ରୟାସ ଚର୍ଚ୍ଚା ର ବିଷୟ ପାଲଟିଛି |ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡ଼ିଓ ରେ ଯେଉଁଥିରେ ଦେଖା ଯାଇଛି ଯେ, ଏକ ଅଙ୍ଗନବାଡି ରେ କିଛି କୁନି କୁନି ପିଲାମାନେ ଅଙ୍ଗନବାଡି ଦିଦିଙ୍କ ସହିତ ବେଶ ନାଚ ଗୀତ ମାଧ୍ୟମ ପାଠ ପଢୁଛନ୍ତି | ଶିକ୍ଷୟତ୍ରୀ ଜଣଙ୍କ ନାଚ ମାଧ୍ୟମ ଆବୃତ୍ତି କରି ସୁନ୍ଦର ଭାବରେ ସେମାନଙ୍କୁ ପାଠ ଶିଖାଉଛନ୍ତି |

ତେବେ ଶିକ୍ଷୟତ୍ରୀ ଙ୍କ ନାଚ ଓ ଗୀତ ମାଧ୍ୟମ ରେ ଏହି ଆବୃତ୍ତି ବା ଅଭିନୟ କୁ ଦେଖି ସେଠାରେ ଉପସ୍ଥିତ ଥିବା କୁନି କୁନି ପିଲାମାନେ ମଧ୍ୟ ଦିଦିଙ୍କ ପରି ଆବୃତ୍ତି ଓ ଅଭିନୟ ମଧ୍ୟ କରୁଥିବା ର ଦେଖା ଯାଇଛି | ତେବେ ଶିକ୍ଷୟତ୍ରୀ ଙ୍କ ଏହି ପ୍ରୟାସ ପାଇଁ ପିଲାମାନେ ଅଙ୍ଗନବାଡି କେନ୍ଦ୍ର କୁ ଯିବା କୁ ଆଗ୍ରହ ପ୍ରକାଶ କରିବା ସହିତ ପାଠ ପଢାରେ ମଧ୍ୟ ଆଗ୍ରହ ଦେଖାଉଛନ୍ତି |ତାହାଲେ ବନ୍ଧୁଗଣ ଏହା ଥିଲା ସେହି ଭାଇରାଲ ଭିଡ଼ିଓ ଯାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି | ଆଉ ଏହିପରି ଭିଡ଼ିଓ କୁ ଦେଖିଦର୍ଶକ ମାନେ ମଧ୍ୟ ପ୍ରଶଂସା କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment