Swastik Tv News Odisha

ପୁଣି Namita Agrawal & Prapti Acharya ଏବଂ ନାରଦ ପପୁ ( Papu ) ବିଶ୍ୱାଳ ଙ୍କ କଣ୍ଠରେ ” Jhul Re Nitai Jhul “… ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ କିଛି ଭିଡିଓ ଏମିତି ରହିଥାଏ ତାହା ଲୋକଙ୍କୁ ବେଶ୍ ପସନ୍ଦ ହୋଇଥାଏ ଏବଂ ସେ ଗୀତର ଚାହିଦା ବେଶ୍ ବଢ଼ି ଯାଇଥାଏ। ସୋସିଆଲ ମିଡିଆରେ ଏହା ବହୁତ୍ ମାତ୍ରାରେ ଭାଇରାଲ ହୋଇଥାଏ। ସେହିପରି ଏବେ ଏକ ଗୀତ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ବର୍ତ୍ତମାନ ଇଣ୍ଟର୍‌ନେଟ୍ ରେ ଏହି ଗୀତର ଚାହିଦା ଏକ ଭିନ୍ନ ଧରଣର ରହିଛି। ଏହି ଗୀତ ଏବେ ଏମିତି ଭାଇରାଲ ହେଉଛି ଯେ ଲୋକମାନେ ଏହାକୁ ଦେଖିବାକୁ ବହୁତ୍ ଇଚ୍ଛା କରୁଛନ୍ତି ଏବଂ ଖୁସି ହେଉଛନ୍ତି। ସେମାନେ ଏହାକୁ ଏତେ ପସନ୍ଦ କରୁଛନ୍ତି ଯେ ଏହାର ଭିଉ ମଧ୍ୟ ବହୁତ୍ ଅଧିକ ରହିଛି।ଏହାକୁ ଲୋକେ ଖୁବ ଉପଭୋଗ ମଧ୍ୟ କରୁଛନ୍ତି।

ତେବେ ଆପଣଙ୍କୁ କହି ରଖୁଛୁ ଯେ ଭାଇରାଲ ହେଉଥିବା ଏହି ଗୀତଟି ହେଉଛି ଏକ ଭଜନ ସଙ୍ଗୀତ ଝୁଲରେ ନିତାଇ ଝୁଲ। ଯାହାକୁ ଏକ ମଞ୍ଚରେ ପୌରାଣିକ ନାଟକରେ ଅଭିନୟ କରିବା ବେଳେ ଗାଇଥିଲେ ନାଟ୍ୟ କଳାକାର ପପୁ ବିଶ୍ଵାଳ। ଏହାପରେ ଏହା ଲୋକ ଲୋଚନକୁ ଆସିଥିଲା ଏବଂ ବେଶ୍ ଭାଇରାଲ ମଧ୍ୟ ହୋଇଥିଲା।ଏହି ଗୀତର ଭାବ ଏବଂ ଏହାର ସୁନ୍ଦର୍ ରଚନା ଲୋକଙ୍କ ହୃଦୟକୁ ଛୁଇଁଲା ଭଳି ହୋଇଥିଲା ଯାହା ଲୋକଙ୍କୁ ଏକ ଭିନ୍ନ ଖୁସି ଦେଇଥିଲା। ତେବେ ଏହି ଗୀତ ଏପରି ଭାବରେ ଲୋକଙ୍କୁ ଆକୃଷ୍ଟ କରିଛି ଯେ ଏହା ଏବେ ଇଣ୍ଟରନେଟ୍‌ରେ ଖୁବ ଜୋର୍‌ରେ ଟ୍ରେଣ୍ଡ୍ କରୁଛି।

ଆଉ ଏବେ ଏହି ଗୀତକୁ ନମିତା ଅଗ୍ରୱାଲ ଙ୍କ କଣ୍ଠରେ ରେକର୍ଡ କରା ଯାଇଥିବା ଶୁଣିବାକୁ ମିଳୁଛି।କେବଳ ନମିତା ଅଗ୍ରୱାଲ ନୁହଁନ୍ତି ତାଙ୍କ ସହିତ ଏହି ଗୀତକୁ ଗାଇଛନ୍ତି ପ୍ରାପ୍ତି ଆଚାର୍ଯ୍ୟ। ଆଉ ସେମାନଙ୍କ ର ଏହି ଗୀତର ତାଳେ ତାଳେ ନାରଦ ବେଶରେ ନୃତ୍ୟ ପରିବେଷଣ କରୁଛନ୍ତି ଭାଇରାଲ ପପୁ ବିଶ୍ଵାଳ। ଏହି ଗୀତର ଭିଡିଓଟି ଏତେ ସୁନ୍ଦର ହୋଇଛି ଯେ ଆପଣ ଏହାକୁ ଦେଖିଲେ ଆଉ ଶୁଣିଲେ ଆଖି ଲାଖି ରହିଯିବ ଏବଂ ମନ ହଜିଯିବ। ତେବେ ଏହି ଭିଡିଓ ଲୋକ ଲୋଚନକୁ ଆସିବା ପରେ ଏହା ଯେଉଁ ଭଳି ଭାବରେ ସେୟାର ହେଉଛି ତାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ।

ଏହି ଭିଡିଓ କୁ ଦେଖି ଅନେକ ପସନ୍ଦ କରିବା ସହ ତାଙ୍କର ପ୍ରତିକ୍ରିୟା ମଧ୍ଯ ଦେଉଛନ୍ତି।ଏହି ଗୀତର ଭିଡିଓଟି ଏବେ ଲୋକଙ୍କ ଭିତରେ ଏକ ଆଲୋଡ଼ନ ସୃଷ୍ଟି କରିଛି।ଆଉ ଏହି ସୁନ୍ଦର୍ ଭାବପୂର୍ଣ୍ଣ ଭିଡିଓ ଟିର ପ୍ରଯୋଜକ ହେଉଛନ୍ତି ସୀତାରାମ ଅଗ୍ରୱାଲ ଏବଂ ନମିତା ଅଗ୍ରୱାଲ। ତେବେ ଆପଣଙ୍କୁ କହି ରଖୁଛୁ ଯେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଝୁଲରେ ନିତାଇ ଝୁଲ ର ଗୀତଟି ପୋଷ୍ଟ ହେବା ପରେ ମାତ୍ର କେତେ ଦିନ ଭିତରେ ଏହାକୁ ଏବେ ସୁଦ୍ଧା ୨୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.