Swastik Tv News Odisha

ପୁଣି Singing ରେ Magic ଦେଖାଇଲେ Viral Boy Santanu ତାଙ୍କ ପ୍ରେମରେ ପଡିଗଲେ ସମସ୍ତେ… stage ଉପରେ ଆସି କଲେ ଜବରଦସ୍ତ ଡ୍ୟାନ୍ସ…

0

ବନ୍ଧୁଗଣ ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଥିବା ଏକ ଶୋ ଓଡ଼ିଶାର ନୂଆ ସ୍ୱର ଜୁନିୟର ରେ ନିଜର ଗାୟିକିର ପ୍ରତିଭା ଦେଖାଇ ସମସ୍ତ ଙ୍କ ମନକୁ କିଣିବାରେ ସଫଳ ହୋଇଛନ୍ତି ଅନେକ କୁନି କୁନି ବାଳକ ବାଳିକା। ସେମାନଙ୍କ ଭିତରେ ଜଣେ କୁନି ବାଳକ ଯାହାର ନାମ ଶାନ୍ତନୁ କୁମାର ମହାନ୍ତି, ସେ ତାଙ୍କ ସଙ୍ଗୀତ ଏବଂ ଅଭିନୟରେ ସମସ୍ତଙ୍କ ପ୍ରିୟ ଏବଂ ମନୋରଞ୍ଜନର ଏକ ତଡକା ହୋଇ ପାରିଛନ୍ତି।ସେ ଏବେ ବେଶ ପରିଚିତ ଏବଂ ଜଣାଶୁଣା ଚେହେରା ଏବଂ ଭାଇରାଲ ବୟ ଭାବରେ ବେଶ୍ ପରିଚିତ ହୋଇ ପାରିଛନ୍ତି। ଏବେ ତାଙ୍କର ଅନେକ ଭିଡିଓ ସାମ୍ନାକୁ ଆସୁଛି।

ଆପଣ ବି ଏହି ସବୁ ଗୀତ ଏବଂ ଭିଡିଓ କୁ ଦେଖିବାକୁ ପାଉଥିବେ। ତେବେ ସଙ୍ଗୀତ ଏକ ଏପରି ଜିନିଷ ଯାହା ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ।କିନ୍ତୁ ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ। ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।ବେଳେବେଳେ କିଛି ଏମିତି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ।

ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ।କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ।ସେମାନଙ୍କ ଯେକୌଣସି ଗୀତ ଗାଉଥିବାର ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ତେଣୁ ଛୋଟ ପିଲା ମାନଙ୍କର ଗୀତ ଗାଇବା ର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। ଆମେ ସେମାନଙ୍କ କୁନି ପାଟିରେ ସେମାନଙ୍କ କଥାକୁ ଶୁଣି, ସ୍ଵରକୁ ଶୁଣି ବହୁତ୍ ଖୁସି ହୋଇ ଥାଉ। ସେହିପରି ଏହି ଛୋଟ ବାଳକ ଶାନ୍ତନୁ ତାର ସ୍ୱରର ଯାଦୁରେ ସମସ୍ତଙ୍କୁ ଚକିତ କରିଛି।

ସେ ତାଙ୍କର ସୁମଧୁର ସ୍ଵରରେ ମଞ୍ଚରେ କିପରି ଭାବରେ ଏକ ରୋମାଣ୍ଟିକ ଲୋକପ୍ରିୟ ଆଲବମ୍ ଗୀତ ଗାଉଛନ୍ତି ଥରେ ଶୁଣନ୍ତୁ। ଗୀତଟି ହେଉଛି, ଚିରିଦେବା ଆଗରୁ ଚିଠି ଥରେ ପଢ଼ି ଦେଖ।ସେ ଯେଉଁଭଳି ଭାବରେ ଏ ଗୀତକୁ ଅଭିନୟ ଦେଖାଇ ଗାଇଛନ୍ତି ତାହା ସମସ୍ତଙ୍କ ହୃଦୟକୁ ଛୁଇଁଛି ଏବଂ ଏହାକୁ ଶୁଣି ବିଚାରକ ମାନେ ବି ବହୁତ୍ ଖୁସି ହେବା ସହିତ ସୁନ୍ଦର୍ ପ୍ରତିକ୍ରିୟା ସବୁ ଦେଇଛନ୍ତି ଏବଂ ତାଙ୍କର ଅଭିନୟକୁ ପୁଣି ଥରେ ଦେଖାଇବାକୁ କହି, ତାଙ୍କ ପାଖରୁ ଅଭିନୟ ଦେଖି ବହୁତ୍ ମଜା ନେଉଛନ୍ତି। ଆପଣବି ଏହାକୁ ଦେଖି ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.