Swastik Tv News Odisha

ପୁତ୍ର ସନ୍ତାନ ହେବା ପାଇଁ ଚାହୁଁଥିଲେ, ସ୍ତ୍ରୀ ମାନେ କରନ୍ତୁ ଏହି କାର୍ଯ୍ୟ ସଫଳ ହେବେ, ପ୍ରତ୍ୟେକ ମହିଳା ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

ଏହି ସଂସାରରେ ସମସ୍ତେ ଚାହିଁଥାନ୍ତି ବିବାହ ବନ୍ଧନରେ ବାନ୍ଧି ହେବାପାଇଁ ଏବଂ ସେମାନଙ୍କର ଗୋଟିଏ ପୁତ୍ର ସନ୍ତାନ ଜାତ ହେବା ପାଇଁ ସମସ୍ତଙ୍କର ଇଚ୍ଛା ରହିଥାଏ । କିନ୍ତୁ ଏହା ସବୁବେଳେ ସମ୍ଭବ ହୋଇ ନଥାଏ , କାହାର ପୁତ୍ତ୍ର ସନ୍ତାନ ଜାତ ହୋଇଥିବା ବେଳେ ଆଉ କାହାର କନ୍ୟା ସନ୍ତାନ ଜାତ ହୋଇଥାଏ । ଆଜିର ସମାଜରେ ପୁଅ ଏବଂ ଝିଅ ସମାନ ଅଟନ୍ତି କିନ୍ତୁ ଅନେକ ଲୋକମାନଙ୍କର ଇଚ୍ଛା ରହିଥାଏ ଯେ କେବଳ ପୁତ୍ତ୍ର ସନ୍ତାନ ହେଉ ବୋଲି ।

ସମାଜରେ ପୁଅ ଝିଅ ଙ୍କୁ ସମାନ ଅଧିକାର ଦିଆଯାଇଥିଲେ ମଧ୍ୟ ଏମିତି କିଛି ପରିବାର ଅଛନ୍ତି , ଯେଉଁମାନେ ପୁଅ ମାନଙ୍କୁ ଅଧିକ ପସନ୍ଦ କରିଥାନ୍ତି । ଶିଶୁ ପୁତ୍ରଟିଏ ଘରକୁ ଆସିବା ମାତ୍ରେ ପରିବାର ଲୋକ ବହୁତ ଖୁସୀରେ ସ୍ୱାଗତ କରିଥାନ୍ତି । କେଉଁଠି ନା କେଉଁଠି ମା ମାନଙ୍କ ମନରେ ପୁଅ ମାନଙ୍କ ପ୍ରତି ଟିକିଏ ଅଲଗା ଭାବନା ଓ ଭଲ ପାଇବା ଲୁଚି ରହିଥାଏ । ଆଇନ ଅନୁସାରେ ଗର୍ଭରେ ବଢୁଥିବା ଶିଶୁ ପୁଅ ନା ଝିଅ ଜାଣିବା ଅପରାଧ ଅଟେ । କିନ୍ତୁ କିଛି ବିଶେଷ ଲକ୍ଷଣ ସାହାର୍ଯ୍ୟ ରେ ଆମେ ମାନେ ଜାଣିପାରି ଥାଉ ଗର୍ଭରେ ବଢୁଥିବା ଶିଶୁ ପୁଅ ହେବ ନା ଝିଅ ବୋଲି ।

ଏହାଛ଼ଡା ଏମିତି କିଛି କାର୍ଯ୍ୟ ରହିଛି , ଯାହାକୁ ନିଷ୍ଠାପ ସହିତ ପଳନ କରିବା ଦ୍ୱାରା ପିୁତ୍ତ୍ର ସନ୍ତାନ ଜାତ ହେବାର ସମ୍ଭାବନା ରହିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ବିଶେଷ କାର୍ଯ୍ୟ ବିଷୟରେ ଜଣେଇବୁ , ଯାହାକୁ ଆପଣ ମାନେ ଗର୍ଭଧାରଣ ସମୟରେ ପ୍ରତିଦିନ ପାଳନ କରିବା ଉଚିତ । ଯାହା ଆପଣଙ୍କୁ ନିଶ୍ଚିତ ରୂପେ ଆପଣଙ୍କ ମନ ପସନ୍ଦର ଶିଶୁ ପୁତ୍ର ଟିଏ ଜାତ ହେବା ପାଇଁ କେହି ଅଟକାଇ ପାରିବେ ନାହିଁ । ତେବେ ଆସନ୍ତୁ ଜାଣିବା କଣ କଲେ କେବଳ ପୁତ୍ତ୍ର ସନ୍ତାନ ଜାତ ହେବ ବୋଲି ।

1. ପୂଜାଘରେ ଘିଅ ଦୀପ ଜଳାନ୍ତୁ :-

ପ୍ରାୟତଃ ସମସ୍ତଙ୍କ ପୂଜା ଘରେ ପ୍ରତିଦିନ ଘିଅ ଦୀପ ଜଳା ହୋଇଥାଏ , କିନ୍ତୁ ଆପଣମାନେ ଯଦି ପୁତ୍ର ସନ୍ତାନ ଚାହାନ୍ତି , ତେବେ ପ୍ରତି ସୋମାବାର ଓ ଶନିବାର ରେ 2 ଟି ଲେଖାଏଁ ଘିଅ ଦୀପ ନିଜ ପୂଜାଘରେ ନିହାତି ଜଳାନ୍ତୁ ।

2. ଶୋଇବାର ସାମ୍ନା ରେ ଶିଶୁ ଫୋଟ ଲଗାନ୍ତୁ :-

ଆପଣଙ୍କ ବେଡରୁମ ରେ ବା ଶୋଇବା ଘରେ ଖଟର ସାମ୍ନାପଟେ ସୁନ୍ଦର ଶିଶୁର ଫୋଟ ନିଶ୍ଚୟ ଲଗାନ୍ତୁ । ଯାହାଦ୍ୱାରା ଆପଣଙ୍କର ପୁତ୍ତ୍ର ସନ୍ତାନ ପ୍ରାପ୍ତିରେ ଅତ୍ୟଧିକ ସହାୟକ ହୋଇଥାଏ ।

3. ରବିବାର ଦିନ ଆମିଷ ଖାଆନ୍ତୁ ନାହିଁ :-

ଆପଣ ମାନେ ପ୍ରତି ରବିବାର ଦିନ ଆମିଷ ଖାଆନ୍ତୁ ନାହିଁ , ଯାହାଫଳରେ ପୁତ୍ର ସନ୍ତାନ ଜନ୍ମ ହେବାରେ ସବୁଠାରୁ ବଡ କାମ କରିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.