Swastik Tv News Odisha

ପୁରୁଣା 2 ଟଙ୍କିଆ ଆପଣଙ୍କୁ କରିପାରେ ଲକ୍ଷପତି , ରତ ରାତି ହେବେ ମାଲେମାଲ… ଦେଖନ୍ତୁ କିପରି..

1

ଲୋକ ମାନେ ଭଲରେ ଟିକିଏ ଚଳିବା ପାଇଁ ଅନେକ ପରିଶ୍ରମ କରି ରୋଜଗାର କରନ୍ତି। ଏମିତି ଅନେକ ଗରିବ ଲୋକ ଅଛନ୍ତି ଯେଉଁ ମାନେ କି ଯେତେ ଟଙ୍କା ରୋଜଗାର କଲେ ମଧ୍ୟ ସବୁବେଳେ ଅଭାବ ରହିଥାଏ। ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆଉ ଚିନ୍ତା କରିବା ପାଇଁ ହେବ ନାହିଁ କାରଣ ଯଦି ଆପଣଙ୍କ ପାଖରେ ଯଦି ପୁରୁଣା କଏନ ଅଛି ତେବେ ଆପଣ ଲକ୍ଷ୍ୟପତି ହୋଇପାରନ୍ତି।

ପୁରୁଣା ପଇସା ଆପଙ୍କ ଭାଗ୍ୟ ବଦଳାଇ ପାରେ। ଅନେକ ଲୋକ ଅଛନ୍ତି ଯେଉଁ ମାନେ କି ପୁରୁଣା ଜିନଷ ସାଇତି ରଖିଥାନ୍ତି। ବନ୍ଧୁଗଣ ଯଦି ଆପଣଙ୍କ ପାଖରେ ପୁରୁଣା ୨ ଟଙ୍କିଆ କଏନ ରହିଛି ତେବେ ଆପଣଙ୍କ ଭାଗ୍ୟ ବଦଳିପାରେ ଆପଣ ହୋଇ ପାରନ୍ତି ଲକ୍ଷ ପତି। ଆପଣଙ୍କ ପାଖରେ ଥିବା ପୁରୁଣା ଜିନିଷ ନିଲାମ ଡାକି ବିକ୍ରି କରିପାରିବେ। ଯଦି ଦେଖିବା ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ଅନେକ ରହିଛି। ବ୍ୟକ୍ତି ଅନ୍ତର୍ଜାତୀୟ ବଜାରରେ ପୁରୁଣା ଜିନିଷ ବିକ୍ରି କରି ହୋଇ ପାରନ୍ତି କୋଟି ପତି।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ପୁରୁଣା ଦୁଇ ଟଙ୍କିଆ ନୋଟ ବିଷୟରେ ଅବଗତ କରାଇବୁ ଯାହା ଆପଣଙ୍କ ଭାଗ୍ୟ ବଦଳାଇ ପାରେ। ଯଦି ଆପଣଙ୍କ ପାଖରେ ୧୯୯୪ ମସିହାର ଦୁଇ ଟଙ୍କିଆ କଏନ ଥାଏ। ଏହା ପଛରେ ଭାରତର ମାନଚିତ୍ର ଅଛି। ତେବେ କ୍ୱିକର ୱେବସାଇଟ ରେ ଏହି କଏନ ର ମୂଲ୍ୟ ୫ ଲକ୍ଷ ଟଙ୍କା ରହିଛି । ଯଦି ଆପଣ ମାନଙ୍କୁ ବିଶ୍ୱାସ ନ ହେଉଛି ତାହାଲେ ସେହି ୱେବ୍ସାଇଟ ଭିଜିଟ କରନ୍ତୁ ନିଶ୍ଚିତ ଭାବରେ ଜାଣି ପାରିବେ। ସତରେ ବନ୍ଧୁଗଣ ଆପଣଙ୍କ ପାଖରେ ଯଦି ଏହି ମସିହାର କଏନ ଅଛି କିମ୍ବା ଆପଣ କାହାଠାରୁ ଆଣି ପାରିବେ ତେବେ ଭାଗ୍ୟ ବଦଳି ଯିବ। ଯଦି ଅନ୍ୟ ପଇସା ଦେଖିବା ସ୍ବାଧୀନତା ପୂର୍ବରୁ ରାଣୀ ଭିକ୍ଟରିଆ ୧ ଟଙ୍କା କଏନ ମୂଲ୍ୟ ୨ ଲକ୍ଷ୍ୟ ଟଙ୍କା ରହିଛି । ଏହା ସହିତ ୧ ଟଙ୍କିଆ ବ୍ରିଟିଶ ଅମଳର ମୂଲ୍ୟ ୯ ଲକ୍ଷ ଟଙ୍କା ରହିଛି।

ଯାହାବି ହେଉ ଦିନକୁ ଦିନ ଏସବୁ ପୁରୁଣା ଜିନିଷର ମୂଲ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଯଦି ଆପଣଙ୍କୁ ଲାଗୁଛି ଏଥିରେ ଆପଣ ପୁରୁଣା କଏନ ବିକ୍ରି କରିବେ। ତେବେ ସର୍ବ ପ୍ରଥମେ ଇ କମର୍ସ ସାଇଟକୁ ଯାଇ ପ୍ରଥମେ ଆପଣଙ୍କୁ ରେଜିଷ୍ଟ୍ରେଶନ କରିବାକୁ ପଡିବ । ଏହା ପରେ ଆପଣ ନିଜର ପୁରୁଣା କଏନର ଫଟୋକୁ ଉଠାଇ ଏହି ୱେବସାଇଟରେ ଅପଲୋଡ କରିବା ପରେ ଯେଉଁ ମାନେ ଇଛୁକ ବ୍ୟକ୍ତି ଏହାକୁ କିଣିବେ। ଏବଂ ଆପଣ ମାନେ ଘରେ ବସି ଲକ୍ଷ୍ୟପତି ହେବାର ସୁବିଧା ପାଇ ପାରିବେ। ତେବେ ବନ୍ଧୁଗଣ ଏଭଳି ସୁଯୋଗ ହାତ ଛଡ଼ା କରନ୍ତୁ ନାହିଁ। ପୁରୁଣା କଏନ ବିକ୍ରି କରି ଲକ୍ଷ ପତି ହେବାର ସୁଯୋଗ ପାଆନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

1 Comment
  1. Mahendra panda says

    2ropis 1990.1991 1994 1995(2) 2000 2002 2003(3)

Leave A Reply

Your email address will not be published.