Swastik Tv News Odisha

‘ପୁଷ୍ପା’ର ଏହି ତିନି ମିନିଟର ଗୀତ ପାଇଁ ସାମନ୍ଥା ନେଇଛନ୍ତି ୫କୋଟି ଟଙ୍କା…ଭିଡ଼ିଓ ଦେଖିଲେ ଆପଣ ନିଜକୁ ସମ୍ଭାଳି ପାରିବେନି…ଦେଖନ୍ତୁ ଭିଡ଼ିଓ

0

ଜଣେ ସାଧାରଣ ମଣିଷ ଠାରୁ କଳାକାର ମାନଙ୍କର ଜୀବନ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥାଏ। କଳାକାର ମାନଙ୍କର ଖାଇବା ଠାରୁ ଆରମ୍ଭ କରି ଜୀବନ ଶୈଳୀ ପର୍ଯ୍ୟନ୍ତ ଇତ୍ୟାଦି ଉପରେ ସାଧାରଣ ଲୋକ ମାନେ ଫଲୋ କରି ଥାଆନ୍ତି ଓ ଏଥି ସହିତ ସେ କେଉଁ ଭଳି ଭାବରେ ଜୀବନକୁ ଅତିବାହିତ କରି ଥାଆନ୍ତି, ତାହା ଉପରେ ମଧ୍ୟ ସାଧାରଣ ଲୋକ ମାନେ ନଜର ରଖି ଥାଆନ୍ତି। ପ୍ରତିଦିନ ତାଙ୍କ ଜୀବନରେ କଣ ସବୁ ଘଟି ଚାଲିଛି ତାହା ଜାଣିବା ପାଇଁ ଉତ୍କଣ୍ଠାର ସହିତ ଚାତକ ପରି ଚାହିଁ ରହି ଥାଆନ୍ତି। ଦର୍ଶକ ମାନଙ୍କର ପ୍ରିୟ ଅଭିନେତା ବା ଅଭିନେତ୍ରୀଙ୍କ ବିଷୟରେ ଅନେକ ନୂଆ ନୂଆ କିଛି ତଥ୍ୟ ଜାଣିବା ପାଇଁ ଇଚ୍ଛା ପ୍ରକାଶ ସବୁବେଳେ ପାଇଁ କରି ଥାଆନ୍ତି। ତେବେ ଅଭିନେତ୍ରୀ ସାମନ୍ଥ ପୁଷ୍ପା ଫିଲ୍ମର ଏକ ଗୀତ ପାଇଁ ୫ କୋଟି ଟଙ୍କା ନେଇଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ବିଷୟରେ ଜାଣିବା;

ସୂଚନା ଅନୁସାରେ, ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ସୁପର ଷ୍ଟାର ଅଲୁ ଅର୍ଜୁନଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ, ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ଓ ଅଭିନେତ୍ରୀ ଭାବରେ ବେଶ ପରିଚିତ ଅଟନ୍ତି। ସେ ଅନେକ ଗୁଡିଏ ଫିଲ୍ମରେ ସୁନ୍ଦର ଭାବରେ ଅଭିନୟ କରିଛନ୍ତି। ଏହି ଦୁଇ କଳାକାର ‘ପୁଷ୍ପା’ ଫିଲ୍ମରେ ବହୁତ ସୁନ୍ଦର ଅଭିନୟ କରିଛନ୍ତି। ଏହି ଫିଲ୍ମଟି ଡିସେମ୍ବର ୧୭ ତାରିଖରେ ସିନେମା ହଲରେ ରିଲିଜ ହୋଇଥିଲା। ଏହି ଫିଲ୍ମଟି କନ୍ନଡ଼, ମାଲୟାଲାମ, ତାମିଲ ଓ ତେଲୁଗ ଭାଷାରେ ଓଟିଟି ପ୍ଲାଟଫର୍ମରେ ଉପଲବ୍ଧ ହୋଇଛି।

ଏହି ଫିଲ୍ମରେ ଅବିନେତା ଓ ଅଭିନେତ୍ରୀଙ୍କ ଅଭିନୟ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଛି। ତେବେ ସେହି ଦୁଇ ଜଣଙ୍କ ଯୋଡିକୁ ଦର୍ଶକ ମାନେ ବହୁତ ପସନ୍ଦ କରିବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି। ତେବେ ଏହି ଫିଲ୍ମରେ ରହିଥିବା କାହାଣୀ, ସଂଳାପ ଓ ଗୀତ ସବୁ ବହୁତ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଫିଲ୍ମରେ ‘ଓ ଅନ୍ତୱା’ ଏକ ଆଇଟମ ଗୀତ ରହିଛି ଓ ଏହି ଗୀତରେ ଅଭିନେତ୍ରୀ ସାମନ୍ଥ ରଥ ପ୍ରଭୁ ବହୁତ ସୁନ୍ଦର ଭାବରେ ନାଚୁ ଥିବାର ଦେଖିବା ପାଇଁ ମିଳିଛି ଓ ପ୍ରଥମ ଥର ପାଇଁ ଅଭିନେତ୍ରୀ ଆଇଟମ ଗୀତରେ ନାଚିଛନ୍ତି।

ତେବେ ଏହି ଗୀତରେ ଅଭିନେତ୍ରୀ ନାଚିବେ ନାହିଁ ବୋଲି ମନା କରି ଦେଇଥିଲେ କିନ୍ତୁ ପରେ ରାଜି ହୋଇ ଯାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମ ବକ୍ସ ଅଫିସରେ ୩୦୦ କୋଟିରୁ ଉର୍ଦ୍ଧ୍ବ କରି ସାରିଲାଣି। ତେବେ ଅଭିନେତ୍ରୀ ୩ ମିନିଟର ଏହି ଗୀତ ପାଇଁ ୫ କୋଟି ଟଙ୍କା ନେଇଛନ୍ତି। ଏହି ଗୀତ ଦର୍ଶକ ମାନଙ୍କୁ ପସନ୍ଦ ଆସିବା ସହିତ କଳାକାର ମାନଙ୍କୁ ମଧ୍ୟ ବହୁ ମାତ୍ରାରେ ପସନ୍ଦ ଆସିଛି। ଏଥିରେ ଅଭିନେତ୍ରୀ ସାମନ୍ଥ ମଧ୍ୟ ଖୁବ ସୁନ୍ଦର ଦିଶୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.