ପେଟରେ ଥିବା ଛୁଆ ( ପୁଅ ନା ଝିଅ ) – ଏହି ୬ଟି ଉପାୟରୁ ଜାଣନ୍ତୁ – Pregnancy tips

ଦର୍ଶକ ବନ୍ଧୁ ଜଣେ ମହିଳା ଗର୍ଭବତୀ ହେଲା ପରେ ସେ ଜାଣିବାକୁ ଚେଷ୍ଟା କରେ ତାଙ୍କ ପେଟ ଥିବା ପିଲା ଟି ପୁଅ ନା ଝିଅ | ତେଣୁ ସେ ପାଇଁ ସେ ଅଧିକାଂଶ ସମୟରେ ଡାକ୍ତର ଙ୍କ ପରାମର୍ଶ ନେବା ରେ ଦେଖା ଯାଇଥାଏ | ଓ ଡ଼କ୍ଟର ସେମାନଙ୍କର ପରୀକ୍ଷା କରିବା ପରେ କହିଥାନ୍ତି ଯେ ସେମାନଙ୍କ ପେଟରେ ପୁଅ ଅଛି କି ଝିଅ | ଠିକ ସେହି ପରି ଆମ ଚାରିପାଖରେ କିଛି ଏମିତି ଲୋକ ଅଛନ୍ତି ଯେ ସେମାନେ ବିନା ପରୀକ୍ଷା ରେ କେବଳ ଗର୍ଭବତୀ ମହିଳା ଙ୍କ ର ଚାଲିଚଳଣି ଓ ପେଟ ଏକର କୁ ଦେଖି ମଧ୍ୟ ସେମାନେ କହିଦେଇଥାନ୍ତି ଯେ | ପେଟ ଭିତରେ ବଢ଼ୁ ଥିବା ଶିଶୁଟି ପୁଅ ନା ଝିଅ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସେହି 6 ଉପାୟ ବା ଲକ୍ଷଣ ବିଷୟରେ ଯାହା ଦ୍ୱାରା ଆମେ ଅତି ସହଜରେ ଜାଣିପାରିବା ଗର୍ଭବତୀ ମହିଳା ଙ୍କ ପେଟ ଭିତରେ ପୁଅ ଅଛି ନା ଝିଅ | ତାହେଲେ ଜାଣନ୍ତୁ ସେହି 6 ଉପାୟ ବା ଲକ୍ଷଣ ବିଷୟରେ |

(1) ପେଟ ର ଆକାର :- ପେଟ ରେ ଝିଅ ଅଛି କି ପୁଅ ଅଛି ଜାଣିବା ପାଇଁ ପ୍ରଥମେ ଗର୍ଭବତୀ ମହିଳା ଙ୍କ ପେଟ କୁ ଧ୍ୟାନ ଦିୟନ୍ତୁ | ଯଦି ପେଟ ର ଆକାର ଗୋଲ ଓ ବାହାର ପଟକ ବାହାରି ଆସିଥାଏ ତାହାଲେ ଜାଣିବେ ଏହା ପୁଅ ହେବା ର ଲକ୍ଷଣ | ସେହିପରି ଯଦି ପେଟ ର ଆକାର ଗୋଲ ଓ ଚୌଡ଼ା ଅଛି ତାହାଲେ ଜାଣିବେ ଏହା ଝିଅ ହେବା ରେ ଲକ୍ଷଣ |

(2) ଆପଣ କୌଣସି କଥା କୁ ନେଇକି ମନ ର ପରିବର୍ତ୍ତନ :- ଏକ ସାଇକୋଲୋଜି ଗବେଷଣା ରୁ ଜଣାପଡିଛି ଯେ | ଯଦି ଜଣେ ଗର୍ଭବତୀ ମହିଳା ଗର୍ଭାବତୀ ର 3 ମାସ ପରେ ଦୁଃଖ ରେ ରହିବାରେ ବା କୌଣସି କଥା କୁ ଅନୁତାପ କରିବାକୁ ଲାଗେ ତାହାଲେ ଆଗକୁ ଆସୁଥିବା ଶିଶୁ ପୁଅ ହେଇଥାଏ | ଅନ୍ୟ ଟି ହେଉଛି ଯଦି ଏହି ସମୟରେ ଅଧିକ କଥା ମନ କୁ ଆସୁଛି ତାହାଲେ ଝିଅ ହେବା ର ଲକ୍ଷଣ ରହୁଛି |

(3) ରେ ଖାଇବାକୁ ଘୃଣା ଲାଗୁଥିଲେ ବା ଖାଇସାରିବା ପରେ ବାନ୍ତି ହେଉଥିଲେ ତାହା ପୁଅ ହେବା ର ଲକ୍ଷଣ | ଅନ୍ୟ ପକ୍ଷରେ ଖାଇବା କୁ ଇଚ୍ଛା ହେଲେ ତାହା ଝିଅ ହେବା ର ଲକ୍ଷଣ |

(4) ଖାଇବ ସୋଡ଼ା :- ଜଣେ ଗର୍ଭବତୀ ମହିଳା ର ପରିସ୍ରା ସଂଗ୍ରହ କରି ସେଥିରେ ଖାଇବା ସୋଡ଼ା ପକାଇବା ଦ୍ୱାରା ଯଦି ପରିସ୍ରା ଫେଣ ବା ଫଟକା ପରି ହେଇଥାଏ ତାହାଲେ ଜାଣିବା ପେଟ ରେ ଥିବା ଶିଶୁ ଟି ଝିଅ | ଯଦି ଖାଇବ ସୋଡ଼ା ପକାଇବା ପରେ ପରିସ୍ରା ଯଦି କିଛି ପରିବର୍ତ୍ତନ ନ ହେଲା ତାହେଲେ ଜାଣିବେ ପେଟ ଥିବା ଶିଶୁ ଟି ପୁଅ ବୋଲି |

(5) ଗର୍ଭବତୀ ସମୟରେ ଯଦି ଅଧିକ ଖଟା ବା ଲୁଣି ଖାଦ୍ୟ ଖାଇବା ପାଇଁ ଇଚ୍ଛା ହୁଏ ତାହାଲେ ଜାଣିବେ ପେଟ ରେ ଥିବା ଶିଶୁ ଟି ପୁଅ ବୋଲି | ଆଉ ଯଦି ଅଧିକ ମିଠା ଖାଇବା ପାଇଁ ଇଚ୍ଛା କରୁଥିବେ ତାହାଲେ ଜାଣିବେ ଝିଅ |

(6) ଯଦି ଏହି ସମୟରେ ଗର୍ଭବତୀ ମହିଳା ଙ୍କ ମୁହଁରେ ବ୍ରଣ ବାହାରି ଥାଏ ତାହାଲେ ପେଟ ରେ ଥିବା ଶିଶୁ ଟି ପୁଅ | ଯଦି ମୁହଁରେ ଏମିତି କିଛି ଲକ୍ଷଣ ଦେଖାଯାଇନଥାଏ ତାହାଲେ ଜାଣିବେ ଝିଅ |

ତେବେ ଏହିଭଳି ଭାବରେ ଆମେ ଜାଣି ପାରିବ ପେଟରେ ଝିଅ ନାଁ ପୁଅ ଅଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment