ପେଟ ଗ୍ୟାସ ( Gastric ) ର ଘରୋଇ ଉପଚାର | Dr. Sheetal Brar

ହଁ ଦର୍ଶକ ବନ୍ଧୁ ଆମର ସ୍ୱାସ୍ଥ୍ୟ ର ଯତ୍ନ ନେବା ଆମର ଦାୟିତ୍ୱ, ତେବେ ଆମେ ମାନେ ଜାଣିଛୁ କି ଆଜିର ଯୁବ ପିଢ଼ି ମାନଙ୍କ ପାଖରେ ଗ୍ୟାସଷ୍ଟିକ ଭଳି ସମସ୍ୟା ବିଶେଷ ଭାବରେ ଦେଖା ଦେଇଥାଏ | ଆଉ ଏହି ଗ୍ୟାସଷ୍ଟିକ ଭଳି ସମସ୍ୟା ଯୋଗୁଁ ଅନେକ ଲୋକ ବହୁତ କଷ୍ଟ ମଧ୍ୟ ପଶି ଥାନ୍ତି ଓ ଡକ୍ଟର ଙ୍କ ପାଖକୁ ମଧ୍ୟ ଯାଇଥାନ୍ତି | କିନ୍ତୁ ଏହି ଭଳି ଗ୍ୟାସଷ୍ଟିକ ଜନତା ସମସ୍ୟା ଆମର ନିଜର ଭୁଲ କାରଣରୁ ହୋଇଥାଏ | ତେବେ ଏହି ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇ ହେଲେ ଆମକୁ ବିଭିନ୍ନ କାର୍ଯ୍ୟ ପ୍ରତି ଧ୍ୟାନ ଦେବାକୁ ପଡିଥାଏ | ଆଉ ବିଶେଷ କରିକି ଆମର ଖାଦ୍ୟ ପ୍ରତି ଧ୍ୟାନ ଦେବା ସହିତ କେଉଁ ସମୟରେ କଣ ଖାଦ୍ୟ ଖାଇବା ସେଥିପାଇଁ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ | ତାହେଲେ ଆସନ୍ତୁ ଏହି ଗ୍ୟାସଷ୍ଟିକ ରୁ ରକ୍ଷା ପାଇବା ପାଇ କେଉଁ କେଉଁ ସବୁ ଉପାୟକୁ ଅବଲମ୍ବନ କରିବା |

ସାଧାରଣତଃ ଗ୍ୟାସଷ୍ଟିକ ହେବାର ମୁଖ୍ୟ କାରଣ ହୋଇଥାଏ ଆମ ର ଖାଇବା ର ଅସୁବିଧା ଓ ନିଦ୍ରା | ଅର୍ଥାତ ଆମ ପୁଅ ଝିଅ ମାନେ ଏବେ ଅଧିକ ସମୟ ଡାଏଟିଂ କରିଥାନ୍ତି | ଆଉ ଏହି ଡାଏଟିଂଗ ଯୋଗୁଁ ଆମେ ସକାଳେ ଠିକ ସମୟରେ ଖାଦ୍ୟ ଖାଇ ନ ଥାଉ ଓ ବହୁତ ଡେରିରେ ଖାଇବା ଖାଇଥାଉ |ଆଉ ଖାଦ୍ୟ ନ ଖାଇଲେ ଆମ ଶରୀରରେ ରେ ପାକସ୍ଥଳୀରେ ଏସିଡ ର ମାତ୍ରା ବଢି ଯାଇଥାଏ | ଯାହା ଆମର ଗ୍ୟାଷ୍ଟିକ ବଢ଼ାଇବାରେ ସାହାଯ୍ୟ କରିଥାଏ |

ତାହା ଛଡା ଆମେ ମଧ୍ୟ ଠିକ ସମୟରେ ପାଣି ପିଇ ନ ଥାଉ ଆଉ ଯାହା ଫଳରେ ଆମ ପାକସ୍ଥଳୀରେ ଏସିଡ ର ମାତ୍ରା ବଢିଯାଏ |ଆମ ଶରୀରରେ ବଢୁଥିବା ଚର୍ବି ମଧ୍ୟ ଏହାର କାରଣ ହେଇଥାଏ | ତେଣୁ ମୋଟା ଲୋକ ଠାରେ ଏହିଭଳି ସମସ୍ୟା ବେଶି ଦେଖା ଦେଇଥାଏ | ଆଉ ଖାଇବା ପରେ ସଙ୍ଗେ ସଙ୍ଗେ ଶୋଇବା ପାଇଁ କୁହା ଯାଏ ନାହିଁ | ତାହା ସହିତ ଆମେ ସିଗାରେଟ ଆଉ ଅଲକହଲ ଭଳି ଜିନିଷ ର ମଧ୍ୟ ବ୍ୟବହାର କମ କରିବା ଆବଶ୍ୟକ ହୋଇଥାଏ |

ତେବେ ଦୁଇଟି ଘରେଇ ଟିପ୍ସ ହେଲା :-

ଟିପ୍ସ 1- ଆମେ ଖାଇବା ପୂର୍ବରୁ ସକାଳେ ଜିରା କୁ ପାଣି ରେ ପକାଇ ଫୁଟାଇବା ଓଁ ଫୁରିଗଲା ପରେ ତାକୁ ଗଢି ପିଇବା ଓଁ ସେହି ଜିରା କୁ ଚୋବାଇ ଦେବା ଓଁ ଖାଇବା |

ଟିପ୍ସ 2-ଆମେ ଖାଇବା ପରେ ସବୁଦିନ ଜୁଆଣି ଅଧା ଚାମଚ ଓଁ କଳା ଲୁଣ ଅର୍ଥାତ ବିଟ ଲୁଣ ମିଶାଇ ଖାଇ ପାରିବା |

ଏହି ଭଳି ଉପାୟରେ ମାନିଲେ ଆମେ ଏହି ସବୁ ସମସ୍ୟା ରୁ ମୁକ୍ତି ପାଇ ପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment