Swastik Tv News Odisha

ପେଟ, ଜଙ୍ଘ, ଅଣ୍ଟା, ହାତର ଚର୍ବି କୁ 7 ଦିନରେ ସବୁଦିନ ପାଇଁ ଦୂର କରନ୍ତୁ | Weight Loss Remady

0

ଦର୍ଶକବନ୍ଧୁ ଆପଣମାନେ ସମସ୍ତେ ଜାଣିଥିବେ କି ଶରୀରରେ ମୋଟାପଣ ହେଉ କି, ପେଟରେ ଚର୍ବି ହେଉ ଏହା ଆମ ଶରୀରରେ ରହିଲେ ବା ଆମ ଶରୀରରେ ଚର୍ବିର ମାତ୍ର ବଢିଗଲେ ଆମକୁ ଆଶ୍ବସ୍ତି ଲାଗିବା ସହିତ କାମ କରିବା ପାଇଁ ମଧ୍ୟ ଅସୁବିଧା ହୋଇଥାଏ | ଯାହାବି ଆମେ କରୁ ଟିକେ ସମୟରେ ଏତେ ପରିମାଣରେ ଆଶ୍ବସ୍ତି ହୋଉ କି ଆମର ଜୀବନ ଜାପାନ ବି କଷ୍ଟ କର ହୋଇଯାଏ | ତେବେ ଆସନ୍ତି ଆଜି ଜାଣିବା କଣ ସବୁ ଘରେଇ ଉପକରଣ କୁ ବ୍ୟବହାର କରି ଆମେ ମାନେ ଚର୍ବି ଓ ମେଡବୋହୁଳତାରୁ ମୁକ୍ତି ପାଇପାରିବା |

ଆଜିର ଏହି ବ୍ୟସ୍ତ ବହୁଳ ଜୀବନରେ ସମସ୍ତଙ୍କ ପାଖରେ ସମୟର ଅଭାବ, ତେଣୁ ନିଜର ଦେହ ପ୍ରତି ଯତ୍ନ ନେବାର ଟାଇମ ନଥାଏ | ବ୍ୟସ୍ତତା ଯୋଗୁ ଘରେ ଆମ ପାଇଁ ଯାହା ଦରକାର ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ନମ୍ବର ଖାଇ ଆମେ ଫାଷ୍ଟ ଫୁଡ ପରି ତେଲିଆ ଜିନିଷ ଅଧିକ କରିମାଣରେ ଖାଇବା ଯୋଗୁ ମେଦ ବହୁଳତା ଓ ପେଟରେ ଚର୍ବି ଜମାହେଲା ଭଳି ସମସ୍ୟା ଦେଖାଯାଇଥାଏ |ଡାଏଟିଂ କରିବା ଓ ନିୟମିତ ବ୍ୟାୟାମ କରିବା ଯୋଗୁ ଆମେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବା, କିନ୍ତୁ ଆଜି ମୁଁ ଆପଣ ମାନଙ୍କୁ ବତାଇବି କିଛି ଏପରି ଟିପ୍ସ ଯାହା ଯୋଗୁ ଆପଣମାନେ ବି ବିନା ପରିଶ୍ରମରେ କମ ଟାଇମ ରେ ନିଜର ବେଳିଫେଟକୁ କମେଇ ପାରିବେ, ଓ ବିନା ମୂଲ୍ୟରେ, ତେବେ ଆସନ୍ତୁ ଜାଣିବା କଣ ସେଇ ଜିନିଷ ଆଉ କିପରି ଉପାୟରେ ଆମେ ବ୍ୟବହାର କରିବା ଯାହା ଯୋଗୁ ମେଦକୁ ଶରୀରରୁ ଦୁରେଇ ପରିବା |

ଆବଶ୍ୟକ ଉପକରଣ :-

ଗୋଟିଏ ଗ୍ଲାସ ପାଣି, ଲେମ୍ବୁ ଗୋଟିଏ, ମହୁ |

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଗୋଟିଏ ଗ୍ଲାସ ପାଣି ନେଇ ଗରମ କରିବା ତାକୁ ଚାହା ଭଳିଆ ପିଇବା ମାପି ଗରମ କରିବା, ଓ ସେଥିରେ ମିଶାଇବା ଗୋଟିଏ ଲେମ୍ବୁର ଅଧା,ତାପରେ ତାକୁ ଫେଣ୍ଟି ଦେବା ଯଦି ଆପଣଙ୍କୁ ଖଟା ଖାଇବା ପସନ୍ଦ ନୁହଁ ତ ଆପଣ ଗୋଟିଏ ଚାମଚ ମହୁ ମଧ୍ୟ ସେଥିରେ ମିଶେଇ ପାରିବେ, କିନ୍ତୁ ମନେ ରଖିବେ କି ଯେମିତି ପାଣି ଗରମ ଥିଲା ବେଳେ ମହୁ ନ ମିଶାଇବା ପାଇଁ, ଓ ମହୁ କୁ ମିଶାଇସାରିଲା ପରେ ରଖିବେ |

ବ୍ୟବହାର :-

ଆପଣମାନେ ଏହି ପ୍ରସ୍ତୁତ ହୋଇଥିବା ପାଣିକୁ ସକାଳେ ନିଦରୁ ଉଠି ପିଇବେ, ଏହି ପରି ପ୍ରଥମେ ସପ୍ତାହ ବ୍ୟବହାର କରିଲେ ଆପଣ ନିଜେ ଏହାର ଉପକାରିତାକୁ ଜାଣିପାରିବେ, ଆଉ ମଧ୍ୟ ଆପଣ ପ୍ରତିଦିନ ପାଣି ପ୍ରଚୁର ପରିମାଣରେ ପିଇବେ ଯାହା ଦ୍ଵାରା ଆପଣଙ୍କ ପାଚନ କ୍ରିୟା ଠିକ ରହିବ ଓ ଚର୍ବି ମଧ୍ୟ କମିବ, ତାହା ସହିତ ଆପଣ ଯଦି ଦିନ ସାରା ସବୁବେଳେ ଉଷୁମ ପାଣି ପିଇବ ତାହା ଆପଣଙ୍କ ପାଇଁ ଅଧିକ ଲାଭବାନ ହୋଇଥାଏ |

ଆମେ ସମସ୍ତେ ଜାଣିଛୁ ଧୀର ପାଣି ପଥର କାଟେ, ତେଣୁ ପାଣି ଅଧିକ ପରିମାଣରେ ପିଇଲେ ତାହା ଆମ ଶରୀରରେ ଚର୍ବିକୁ କମାଇବା ସହିତ ଓଜନ ମଧ୍ୟ କମେଇ ଶରୀରକୁ ସୁସ୍ଥ ରଖିଥାଏ | ତେଣୁ ଯଦି ଆପଣ ଏହି ଭଳି ଉପାୟ ଅବଲମ୍ବନ କରିବେ ତେବେ ବିନା କଷ୍ଟରେ, କମ ସମୟରେ, ଘରେଇ ଉପଚାରରେ, ଏହି ଚର୍ବି ଭଳି ସମସ୍ୟାକୁ ସମାଧାନ କରିପାରିବେ| |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.