Swastik Tv News Odisha

ପୋ-ଲି-ସ କୁ ଝିଅଟିର ଅଜବ ଧ-ମ-କ, କହିଲା “କପଡା ଖୋଲିବି ଦେଖିବ କ’ଣ ଅଛି ମୋର”, ଫୋନ୍ ରୁ ଫୋନ୍ ଭାଇରାଲ୍ ହେଉଛି ଏହି ଝିଅର ଭିଡିଓ

0

ସମାଜ ରେ ଅନେକ ଦୂର୍ବୁତ ଘଟଣା ଘଟୁଛି । ପ ପ୍ରତ୍ୟେକ ଦିନ ଭଳି କି ଭଳି ଆଶ୍ଚର୍ଯ୍ୟ ଜିନିଷ ଦେଖିବାକୁ ମିଳି ଥାଏ । ଏହା ଦେଖିବାକୁ ଜେତିକ କୌତିକିଆ ସେତିକ ଆଶ୍ଚର୍ଯ୍ୟ କର ମଧ୍ୟ । ଆପଣ ମାନେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ ଥିବେ । ପ୍ରତ୍ୟେକ ଦିନ ଅନେକ ଘଟଣା ଶୁଣୁଥିବେ ବା ପଢୁଥିବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରାଉ ଥିବ । ଏହି ସୋସିଆଲ ମିଡ଼ିଆ ଜନିତ ଅନେକ ବିଚିତ୍ର ଜିନିଷ ଦେଖିବାକୁ ମିଳି ଥାଏ ।

ଆଜିକାଲି ର ଯୁବ ପୀଢ଼ି ସୋସିଆଲ ମିଡ଼ିଆ ସହିତ ବେଶ୍ ଜଡ଼ିତ । ଏଥିରେ ଥିବା ଟିକି ନିକି ଖବର ବିଷୟ ରେ ସେ ବେଶ୍ ଅପଡେଟ ରହିଥାନ୍ତି । ତେବେ ଅନେକ ପ୍ରକାର ପ୍ଲାଟ୍ ଫର୍ମ ରହିଛି ସୋସିଆଲ ମିଡିଆରେ। ନିଜର କଳା ପ୍ରଦର୍ଶନ କରି ଅନେକ ନାମ କମେଇବା ସହିତ ଫେମସ ମଧ୍ୟ ହୋଇ ଥାନ୍ତି । ଏତତ୍ ବ୍ୟତୀତ ଅନେକ ପ୍ରକାର ଖେଳ ମଧ୍ୟ ଖେଳିବାକୁ ରହିଥାଏ ଖେଳିବା ସହିତ ଏହି ପ୍ଳାଟ୍ ଫର୍ମ ରେ ପଇସା ମଧ୍ୟ ରୋଜଗାର କରି ହୁଏ । ତେବେ ଏକ ଖବର ଦେଖିବାକୁ ମିଳିଛି ଯାହା ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଆଜି କାଲି ର ନାରୀ ବହୁତ୍ ଏଡଭାନସ୍ । ନିଜକୁ ଫେମସ କରିବା ପାଇଁ ନିଜକୁ ବଦନାମ୍ କରିବା ପାଇଁ ମଧ୍ୟ ପଛାଉ ନାହାନ୍ତି । ତେବେ ଆଜି କାଲି ର ମଡର୍ଣ୍ଣ ଝିଅ ମାନେ ସଂସ୍କାର ନାମ କୁ ଭୁଲି ଗଲେଣି । ନିଜ ର ଖୁସି ଓ ମଉଜ ପାଇଁ ପରିବାର ର ସଂସ୍କାର ରୁ ତଳେ ପକାଇ ଦେଉଛନ୍ତି । ବଡ଼ ସାନ ର ଭୟ ରଖୁ ନାହାନ୍ତି । ବର୍ତ୍ତମାନ ଭାଇରାଲ ହୋଇଥିବା ଭିଡ଼ିଓ ରେ ଜଣେ ମହିଳା ଏପରି କଥା କହୁଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଏକ ଭିଡ଼ିଓ କଲ୍ ରେ ମହିଳା ଜଣଙ୍କ ଜଣେ ବ୍ୟକ୍ତି ଙ୍କୁ ଧମକ ଦେଉଛନ୍ତି ଯେ ଡ୍ରେସ୍ ଖୋଲିଦେବି । ଆହୁରି ମଧ୍ୟ କହିଛନ୍ତି ଯେ ସବୁ ପୁରୁଷ ମାନେ ମୋର ଇଜ୍ଜତ କୁ ତଳେ ପକାଇ ଦେଇଛନ୍ତି । ଦେଖିବ ମୁଁ ମୋର ଡ୍ରେସ୍ ଖୋଲି ଦେବି ଦେଖିବ କି ? କେବଳ ଦୁଇ ମିନିଟ ପାଇଁ ଡ୍ରେସ୍ ଖୋଲିବି । ମାଟି ମା ର ସମ୍ମାନ କରୁ ନାହିଁ । ମୁଁ ଭିତରେ କିଛି ପିନ୍ଧି ନାହି । ଦେଖିବ ଖୋଲିବି ଡ୍ରେସ୍ । ତେବେ ମହିଳା ଜଣଙ୍କ ନିଜର ଅଭଦ୍ରମି ର ପରିଚୟ ଦେଇଛନ୍ତି ।

ଅସଲ ଘଟଣା ହେଉଛି ଏହି ମହିଳା ଗାଡ଼ି ଡ୍ରାଇଭ୍ କରିବା ସମୟ ରେ ପଛ ଆଡୁ ଆଉ ଜଣଙ୍କ ଗାଡ଼ି କୁ ଧକ୍କା ଦେଇଛନ୍ତି । ପରେ ଗାଡ଼ି ର ମାଲିକ ତାଙ୍କ ସହ ଯୋଗା ଯୋଗ କରିବା ପାଇଁ ଖୋଜି ତାଙ୍କୁ ଫୋନ୍ କରିଥିଲେ । ଏହା ପରେ ଫୋନ୍ ରେ ମହିଳା ଜଣଙ୍କ ଏହି ପରି ଧମକ ଦେଇଛନ୍ତି । ପରେ ସେଠାରେ ପୋଲିସ୍ ଆସି ପହଞ୍ଚି ଥିଲା । ପ୍ରଶାସନ ତରଫରୁ ତାଙ୍କୁ ପ୍ରୋଟେକ୍ସନ୍ ଦିଆ ଯାଉ ବୋଲି ମଧ୍ୟ ଦାବି କରି ଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Leave A Reply

Your email address will not be published.