Swastik Tv News Odisha

ପ୍ରତିଦିନ ରାତିରେ ଶୋଇବା ସମୟରେ ଗୋଟିଏ ମବଙ୍ଗ ଖାଆନ୍ତୁ ଆଉ ତା’ ପରେ ଦେଖନ୍ତୁ ଚମତ୍କାର…

0

ହଁ ଦର୍ଶକ ବନ୍ଧୁ ଆମେ ଜାଣିଛୁ କି ସ୍ୱାସ୍ଥ୍ୟ ହିଁ ସମ୍ପଦ, ତେଣୁ ସମସ୍ତେ ସୁସ୍ଥ ରହିବା ଓ ପାଇଁ ସଭିଏଁ ଉତ୍ତମ ଜୀବନଶୈଳୀ ପାଇଁ ଆମେ ସଠିକ ଖାଦ୍ୟ ଖାଇବା ଆବଶ୍ୟକ ହୋଇଥାଏ |ତେବେ ବିଶେଷ କରି ସକାଳେ ଖାଲି ପେଟରେ କିଛି ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ବିଶେଷଜ୍ଞ ପରାମର୍ଶ ଦେଇଥାଆନ୍ତି |ଯାହା ଆମ ଶରୀର ସୁସ୍ଥ ରହିବା ସହିତ ଆମ କୁ ଭଲ ଅନୁଭବ ମଧ୍ୟ ହେଇଥାଏ | ତେବେ ଆମେ ଖାଉଥିବା ଖାଦ୍ୟ ଭିତରୁ କିଛି ଏମିତି ଖାଦ୍ୟ ଯାହାର ଉପକାରିତା ବିଷୟ ରେ ଖୁବ କମ ଲୋକ ଜାଣିଛନ୍ତି | ତାହାଲେ ଆସନ୍ତୁ ବନ୍ଧୁଗଣ ଆଜି ଆମେ ଜାଣିବା ସେହି ଖାଦ୍ୟ ସାମଗ୍ରୀ ବିଷୟରେ ଯାହା ଖାଇବା ଦ୍ୱାରା ଆମର ବିଭିନ୍ନ ପ୍ରକାର ର ଉପକାର ହେଇଥାଏ ବୋଲି ଜଣା ପଡିଛି |

ତେବେ ବନ୍ଧୁଗଣ ଆମେ ଖାଉଥିବା ବିଭିନ୍ନ ପ୍ରକାର ତରକାରୀ ପ୍ରସ୍ତୁତିରେ ଏହାର ସ୍ୱାଦ ବଢାଇବା ପାଇଁ ଆମେ ସାଧାରଣତଃ ଲବଙ୍ଗ କୁ ବ୍ୟବହାର କରିଥାଉ ଓ ଏହି ଲବଙ୍ଗ ବ୍ୟବହାର ଦ୍ୱାରା ଆମ ଦାନ୍ତ ଯନ୍ତ୍ରଣା ମଧ୍ୟ ଭଲ ହେଇଥାଏ ବୋଲି କୁହାଯାଏ | ତେବେ ଏହି ଲବଙ୍ଗ କୁ ପ୍ରତେକ ଦିନ ଆମେ ଖାଇବା ଦ୍ୱାରା ଆମର କଣ ହେଇଥାଏ ସେ ବିଷୟରେ ଜାଣିବା |ଦର୍ଶକ ବନ୍ଧୁ ଆଜିର ଯୁବ ପିଢ଼ି ମାନେ ପ୍ରାୟତଃ ଦୌଡ କୁଦ ରେ ମାତି ଥାନ୍ତି ଓ ଏହି ଦୌଡ଼ିବା ସମୟରେ ତଣ୍ଟି ଶୁଖିବା ଭଳି ସମସ୍ୟା ଦେଖା ଯିବା କାରଣ ରୁ ସେମାନେ ଅଧିକ ସମୟ ଦୌଡିପାରନ୍ତି ଯାହା ଦ୍ୱାରା ସେମାନେ ବିଭିନ୍ନ ସମୟରେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଇଥାନ୍ତି | ଆଉ ଲବଙ୍ଗ ର ବ୍ୟବହାର ଦ୍ଵାରା ସେ ସବୁ ଦୁରେଇ ଯାଏ | ତେବେ ଆସନ୍ତୁ ଜାଣିବା ଲବଙ୍ଗ ର ବ୍ୟବହାର ଦ୍ଵାରା କେଉଁ ସବୁ ସମସ୍ୟା ଦୁରେଇ ଯାଏ |

ଲବଙ୍ଗ ର ବ୍ୟବହାର ଦ୍ଵାରା କଣ ସବୁ ଲାଭ ହୋଇଥାଏ ଆମ ଶରୀରରେ :-

ତାହାଲେ ବନ୍ଧୁଗଣ ଆମ ଶରୀରରେ ସବୁ ଅସୁବିଧା କୁ ଦୂର କରିବା ପାଇଁ ପ୍ରତି ଦିନ ସକାଳେ ଖାଲି ପେଟରେ ଗୋଟିଏ ଲବଙ୍ଗ ଖାଇବାର ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ ହେବା ସହିତ ଆପଣଙ୍କ ତଣ୍ଟି ମଧ୍ୟ ସୁଖୀ ନଥାଏ | ତେବେଖାଲିପେଟରେ ଲବଙ୍ଗ ଖାଇବା ଦ୍ୱାରା ଗ୍ୟାଷ୍ଟ୍ରିକ,ବଦହଜମି ଭଳି ସମସ୍ୟା ଦୂର ହୋଇଥାଏ |ଏଥିରେ ଫାଇବର ଥିବାରୁ କଷ୍ଠକାଠିନ୍ୟ ସମସ୍ୟା ହୋଇନଥାଏ |

ତେବେ ଖାଲି ପେଟରେ ଲବଙ୍ଗ ଖାଇବା ଦ୍ୱାରା ଭୋକ ବଢିଥାଏ ଭୋକ ହେଉନଥିବା ବ୍ୟକ୍ତିଙ୍କ ପାଇଁ ଭୋକ ବଢାଇବାର ଏହାର ଉତ୍ତମ ବିକଳ୍ପ ହୋଇଥାଏ |ଖାଲି ପେଟରେ ଗୁଜୁରାତି ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇ ରହିଥାଏ ଓ ଏହାକୁ ଶୋଇବା ପୂର୍ବରୁ ଉଷୁମ ପାଣିରେ ମଧ୍ୟ ଲବଙ୍ଗ ପକାଇ ପକାଇ ଏହାର ପାଣି ପିଇବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ର ସମସ୍ୟା ମଧ୍ୟ ଦୂର ହେଇଥାଏ |

ତାହାଲେ ବନ୍ଧୁ ଗଣ ଏହା ଥିଲା ଆଜିର କିଛି ଘରେଇ ଉପଚାର ଯାହା କରିବା ଦ୍ୱାରା ଆପଣଙ୍କ ର ବିଭିନ୍ନ ପ୍ରକାର ରୋଗ ଦୂର ହେବା ସହିତ ଆପଣଙ୍କର ଗଳା ନ ଶୁଖିବା ପରି କାର୍ଯ୍ୟ କରିଥାଏ | ଯାହା ଆମର ଜାଣିରଖିବା ନିହାତି ଆବଶ୍ୟକ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.