ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥିବାର ଦେଖାଯାଏ | ଏବଂ ଏହାକୁ ଦେଖି ବହୁତ ଲୋକ ଖୁସି ବି ହେଉଥିବେ | ତେବେ ସମସ୍ତଙ୍କ ମନକୁ ଛୁଇଁଲା ଭଳି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ପ୍ରାୟତଃ ଭାଇରାଲ ହେବାରେ ଲାଗିଥାଏ | ତେବେ ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ | ସେହିପରି କିଛି ଏମିତି ଭିଡିଓ ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ | ତାହାଲେ ଦର୍ଶକ ବନ୍ଧୁ ଠିକ ସେହିପରି ଆପଣଙ୍କ ମନକୁ ଛୁଇଁଲା ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସେହି ଭାଇରାଲ ଭିଡ଼ିଓ ବିଷୟରେ ଜାଣିବା |
ତାହାଲେ ଦର୍ଶକ ବନ୍ଧୁ ଏବେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସେହି ଭିଡ଼ିଓ ଯାହାକୁ ଦେଖିଲେ ସତରେ ଆଜ୍ଞା ଆପଣ ପ୍ରଶଂସା ନ କରି ରହିପାରିବେ ନାହିଁ | ତେବେ ସେହି ଭିଡ଼ିଓ ଦେଖାଯାଇଛି ଦୁଇ କୁନି କୁନି ଝିଅ ପିଲା ତାର କଣ୍ଠ ର ସ୍ୱର ସମସ୍ତ ଙ୍କୁ ମୋହିତ କରିଛି | ଏହି ବୟସ ରେ ସ୍ବର ତାଳ ଲଗାଇ ଯେଉଁ ପରି ଭାବରେ ସେ ଦୁଇ ଜଣ କୁନି ଝିଅ ଗୀତ ଗାଇଛନ୍ତି ତାହାକୁ ଶୁଣିଲେ ସତରେ ଆପଣଙ୍କ ମନ ମଧ୍ୟ ପ୍ରଫୁଲିତ ହେଇ ଉଠିବ | କୁନି ମୁହଁରେ ଭଗବାନ ରାମଚନ୍ଦ୍ର ଙ୍କର ସେହି ସୁନ୍ଦର ଗୀତ ସତରେ ଯେମିତି ମା ସ୍ବରସ୍ବତୀ ତାଙ୍କ କଣ୍ଟ ରେ ଅବତୀରର୍ଣ୍ଣ ହେଇଛନ୍ତି |
ତେବେ ଭଗବାନ ରାମଚନ୍ଦ୍ରଙ୍କ ର ଉଦେଶ୍ୟ ରେ ଯେଉଁ ଗୀତ ଟି ଗାଇ ଏବେ ବେଶ ଲୋକପ୍ରିୟତା ହାସଲ କରିଥିବା ଗୀତ ଟି ହେଉଛି “କାହିଁ ରାମ କାହିଁ ରାମ, ରାମ ପରି ରାଜା ନାହିଁ ” ସୁନ୍ଦର ଢଙ୍ଗରେ ଏହି ଗୀତ ଗାଇ ଏବେ ବେଶ ପ୍ରଶଂସା ସାଉଁଟି ଛନ୍ତି ବୋଲି କୁହାଯାଇଛି | ହଁ ଦର୍ଶକ ବନ୍ଧୁ ଏତେ ଛୋଟ ବୟସ ରୁ କୁନି ଝିଅ ର ଏହିପରି ଭକ୍ତି ଭରା କଣ୍ଠ କୁ ଦେଖି ଲୋକମାନେ ମଧ୍ୟ ପ୍ରଶଂସା କରିଥିବା ର ଦେଖା ଯାଇଛି |
ତାହାଲେ ଏହା ଥିଲା ସେହି ଭାଇରାଲ ଭିଡ଼ିଓ ଯାହା ଏବେ ସୋସିଆଲ ମିଡିଆରେ ରେ ବହୁତ ମାତ୍ରା ରେ ଭାଇରାଲ ହେବା ପରେ ଲୋକମାନେ ଏହାକୁ ଦେଖି କୁନି ଦୁଇ କୁନି ଝିଅ କୁ ଆଶୀର୍ବାଦ କରିବା ସହିତ ପ୍ରଶଂସା ମଧ୍ୟ କରିଛନ୍ତି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି | ଆଉ ଭଜନ ଗୀତ ଟି ଗାଇ ବହୁତ ପ୍ରସଂଶନୀୟ ମଧ୍ୟ ହେଇଛନ୍ତି କୁନି ଝିଅ ମାନେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।