Swastik Tv News Odisha

ପ୍ରଥମଥର ଦେଖିବାକୁ ମିଳିଲା ଏମିତି ଭୟଙ୍କର ବିଷଧର ସାପ, ଦେଖିବାକୁ ଯେମିତି ଲାଗୁଛି ତା ଠାରୁ ଗର୍ଜନ ଆହୁରି ଭୟଙ୍କର…ଦେଖନ୍ତୁ ଭିଡ଼ିଓ

0

ଦୁନିଆରେ ରହିଥିବା ଅନେକ ଏମିତି ସାପ ଯେଉଁ ମାନଙ୍କ ନାମ ଶୁଣିଲେ ଆମେ ଚମକି ପଡ଼ିଥାଉ। ସେଥି ମଧ୍ୟରୁ କିଛି ଭୟଙ୍କର ସାପ ହେଉଛନ୍ତି ନାଗ ସାପ ଏବଂ କମନ୍ କ୍ରେଟ୍। ଏମାନେ ଯେମିତି ଭୟଙ୍କର ସେତିକି ବିଷଧର ମଧ୍ଯ। ତେବେ ସାପକୁ ନେଇ ନିଶ୍ଚିତ ଭାବରେ ଆପଣ ଅନେକ ଖବର ସଂସ୍ପର୍ଶରେ ଆସିଥିବେ। ସାପକୁ ନେଇ ଅନେକ ଭୟଙ୍କର ଦୃଶ୍ୟ ଆପଣ ସମୟକ୍ରମେ ଦେଖିବା ପାଇଁ ପାଉଥିବେ। ପ୍ରକୃତରେ ସାପ ଏକ ଏମିତି ଜୀବ ଯାହାକୁ ମନିଷ ବହୁତ୍ ଭୟ କରିଥାଏ। କାରଣ ସେମାନେ ସବୁ ସ୍ଥାନରେ ଦେଖିବାକୁ ମିଳିଥାନ୍ତି। ସାପ ଦେଖିଲେ କିମ୍ବା ସାପ ନାମ ଶୁଣିଲେ ସମସ୍ତଙ୍କୁ ପ୍ରାୟତଃ ଡର ଲାଗିବା ସ୍ୱାଭାବିକ।ଆପଣ ଅଚାନକ ସାପ ଟିଏ ଦେଖିଲେ ଭୟଭୀତ ହୋଇ ଯାଉଥିବେ।

ତେବେ ଆପଣ ଜାଣିଛନ୍ତି ଦୁନିଆରେ ସାପର ବହୁତ ପ୍ରକାର ପ୍ରଜାତି ରହିଛି, ଯେଉଁଥିରେ କିଛି ବହୁତ ଖତରନାକ ଥିବାବେଳେ ଆଉ କିଛି ବହୁତ ବିଶାକ୍ତ ମଧ୍ୟ ଅଛି ଯେମିତି ଭାରତରେ ଅଧିକ ଦେଖା ଯାଉଥିବା ବିଷଧର ସାପ ମାନଙ୍କ ମଧ୍ୟରେ ନାଗ ସାପ ଏବଂ କମନ୍ କ୍ରେଟ୍ ବେଶ୍ ଜଣାଶୁଣା।ତେବେ ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ। ଏହା ଏମିତି ଜୀବ ଯାହା ସମସ୍ତଙ୍କ ମନରେ ଏକ ଭିନ୍ନ ଧରଣର ଭୟ ସୃଷ୍ଟି କରିଥାଏ।କାରଣ ବିଷଧର ସାପ କାମୁଡ଼ିଲେ ଜୀବନ ଯିବାର ଭୟ ମଧ୍ୟ ଥାଏ। ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ମିଳିଥାଏ ସୋସିଆଲ ମିଡିଆରେ।

ସାପ କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ। ତା ଉପରେ ଆଘାତ ଆସିଲେ ହିଁ ସେ ଆକ୍ରମଣ କରିଥାଏ। ତେବେ ଆମେ ଅଜି ଆପଣଙ୍କୁ ଏମିତି ଏକ ଭିଡିଓ ବିସୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ୟ୍ଯ ହୋଇଯିବେ। ଆମେ କହୁଥିବା ଏହି ଘଟଣାଟି ହେଉଛି ଉତ୍ତରପ୍ରଦେଶ ରାଜ୍ୟର ଏକ ଗ୍ରାମର। ଏଠାରେ ଏକ କୂଅ ଭିତରେ ରହିଥିବା କିଛି ବିଷଧର ସାପ ଗୁଡ଼ିକୁ ସାପ ଧରାଳି ମୁରାଲିବାଲେ ହୌସାଲେ ଧରୁ ଥିବାର ଦେଖିବାକୁ ମିଳିଛି। ବହୁତ୍ କଷ୍ଟରେ ସେ ରଶି ସାହାଯ୍ୟରେ କୂଅ ଭିତରକୁ ଉଲ୍ହାଇବା ପରେ କିପରି ଭାବରେ ଏହି ବିଷଧର ସାପ ଗୁଡ଼ିକୁ ଧରୁ ଛନ୍ତି ତାହା ଥରେ ଦେଖନ୍ତୁ।

ସାହାସ ର ସହିତ ସେ କୂଅ ଭିତରେ ପଶି ଦୁଇଟି କମନ କ୍ରେଟ ଏବଂ ଦୁଇଟି ନାଗ ସାପକୁ ଉଦ୍ଧାର କରୁଛନ୍ତି। ଏହି ସମୟରେ ସାପ ଗୁଡିକ କିପରି ଭାବରେ ଗର୍ଜନ କରୁଛନ୍ତି ଏବଂ ଭୟଙ୍କର ଦେଖା ଯାଉଛନ୍ତି ତାହା ଥରେ ଦେଖନ୍ତୁ। ବାରମ୍ଵାର ଦଂଶନ କରିବାକୁ ସାପଟି ଚାହୁଁଥିବା ବେଳେ ସାପ ଧରାଳି ଜଣଙ୍କ କୌଶଳ ଏବଂ ଚତୁରତାର ସହ ସୁରକ୍ଷିତ ଭାବରେ ସାପ ଗୁଡ଼ିକୁ କୂଅ ଭିତରୁ ଉଦ୍ଧାର କରି ଆଣୁଛନ୍ତି।ସେ ନିଜେ ମଧ୍ୟ ସୁରକ୍ଷିତ ଭାବରେ ଆସି ପାରିଛନ୍ତି। ତେବେ ସାପକୁ ନମାରି ତାଙ୍କୁ ବଞ୍ଚାଇବା ପାଇଁ ସେ ସମସ୍ତଙ୍କୁ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.