Swastik Tv News Odisha

ପ୍ରଥମଥର ଦେଖିବାକୁ ମିଳିଲା ଏମିତି ଭୟଭୀତ କରିବା ଭଳି ବିଶାଳ ଚନ୍ଦ୍ର ନାଗ (Monocled Cobra) ତାର ଭୟଙ୍କର ଶବ୍ଦରେ ଫାଟି ପଡୁଛି ଘର…ଦେଖନ୍ତୁ ଭିଡ଼ିଓ

0

ଲୋକମାନଙ୍କ ମନରେ ଭୟ ଜାତ କରୁଥିବା କିଛି ଜୀବ ମାନଙ୍କ ମଧ୍ୟରୁ ସାପ ଅନ୍ୟତମ। ତେବେ ସାପ ଏମିତି ଏକ ଜୀବ ଅଟେ ଯାହାକୁ ସମସ୍ତେ ଭୟ କରନ୍ତି। ନିଶ୍ଚିତ ଭାବରେ ଆପଣ ଅଚାନକ ସାପ ଟିଏ ଦେଖିଲେ ଭୟଭୀତ ହୋଇ ଯାଉଥିବେ। ତେବେ ଆପଣ ଜାଣିଛନ୍ତି ଦୁନିଆରେ ସାପର ବହୁତ ପ୍ରକାର ପ୍ରଜାତି ରହିଛି, ଯେଉଁଥିରେ କିଛି ବହୁତ ଖତରନାକ ଥିବାବେଳେ ଆଉ କିଛି ବହୁତ ବିଶାକ୍ତ ମଧ୍ୟ ଅଛି। ତେବେ ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ। ଏହା ଏମିତି ଜୀବ ଯାହା ସମସ୍ତଙ୍କ ମନରେ ଏକ ଭିନ୍ନ ଭୟ ସୃଷ୍ଟି କରିଥାଏ।ଆପଣ ତ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ।

ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଭାବରେ ଭୟାନକ ହୋଇଥାଏ ଯାହା ଅନ୍ୟ ଭିଡିଓ ଠାରୁ ଏଥିପାଇଁ ଅଲଗା ହୋଇଥାଏ।ତେଣୁ ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ। କିନ୍ତୁ ଆଜି ଆମେ ଦେଖିବା ଏମିତି ଏକ ଅଜବ କଥାର ଭିଡିଓ ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଆଉ କେତେ ଭୟାନକ।ତେବେ ଆସନ୍ତୁ ଜାଣିବା ସେହିପରି ଏକ ଭୟଭୀତ କରିବା ଭଳି ଭିଡିଓ ବିଷୟରେ ଯାହା ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।

ଏବେ ଯେଉଁ ଖତରନାକ ସାପର ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହା ଦୁନିଆର ସବୁଠାରୁ ବିଷଧର ସାପ ମାନଙ୍କ ଭିତରୁ ଗୋଟିଏ।ଏହା ଏମିତି ହିଁ ଏକ ଭିଡିଓ ଯେଉଁଥିରେ ସାପ ମଣିଷ ଭଳି ଗର୍ଜନ କରୁଛି ଏବଂ ରାଗ ଦେଖାଉଛି।ଏହା ଦେଖିବାକୁ ମଧ୍ଯ ଅଜବ ଭଳି ହୋଇଛି। ସୂଚନା ଅନୁସାରେ ଏହି ଭିଡ଼ିଓରେ ଆପଣ ଦେଖୁଥିବା ସାପ ଧରାଳି ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲାର ଜଣେ ଯୁବକ।ସେ ଏହିପରି ଅନେକ ଅଜବ ଧରଣର ସାପ ଧରିଥାନ୍ତି। ଉପଯୁକ୍ତ ତାଲିମ୍ ନେଇ କୌଶଳ କ୍ରମେ, ପ୍ରଶିକ୍ଷଣ ନେଇ ସେ ସାପକୁ ଧରିଥାନ୍ତି।

ସାପ ଧରିବା ସମୟର ଭିଡିଓ ସେ ସୁଟ କରାଇଥାନ୍ତି ଏବଂ ଏହାକୁ ସେ ସୋସିଆଲ ମିଡିଆରେ ଅପଲୋଡ଼ କରନ୍ତି। ଜଣଙ୍କ ଘର ଭିତରକୁ ଏକ ଚନ୍ଦ୍ର ନାଗ ପଶି ଆସିଥିବା ବେଳେ ସେ ଖବର ପାଇ ଏହି ସାପକୁ ଘର ଭିତରୁ କିପରି ଉଦ୍ଧାର କରୁଛନ୍ତି ତାହା ଦେଖନ୍ତୁ। ସାପଟି ବିଶାଳକାୟ ହୋଇଥିବା ବେଳେ ଯେଉଁପରି ରାଗରେ ସେ ଗର୍ଜନ କରୁଛି ତାହା ଦେଖିଲେ ଆପଣ ଭୟଭୀତ ହୋଇଯିବେ।ଏହି ସାପଟି ଯେମିତି ରାଗି ସେମିତି ବିଷଧର ମଧ୍ୟ। କୌଣସି ବି ଆଞ୍ଚ ଆସିଲେ ସେ ଦାଂଶନ କରିଥାଏ। ତେବେ ଶେଷରେ ଏହାକୁ ସାପ ଧରାଳି ଜଣଙ୍କ କୌଶଳକ୍ରମେ ଉଦ୍ଧାର କରି ମୁଣିରେ ପୂରାଇ ନେଇ ଯାଉଥିବା ଦେଖିବାକୁ ପାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.