ବନ୍ଧୁଗଣ ଏବେ ପୁଣି ଏକ ମନଛୁଆଁ ସୁନ୍ଦର୍ ସଙ୍ଗୀତ ଦୁଇ କୁନି ସିଙ୍ଗରଙ୍କ ମୁହଁରୁ ରେକର୍ଡ କରା ଯାଇଛି ଯାହା ଏବେ ସାମ୍ନାକୁ ଆସିଛି ଯାହାକୁ ଗାଇଛନ୍ତି ଭାଇରାଲ ଗାର୍ଲ୍ ରିତିକା ଏବଂ ରିଶି। ଏ ଦୁଇ କୁନି ସିଙ୍ଗର ହେଉଛନ୍ତି ଓଡ଼ିଶାର ବେଶ୍ ଜଣାଶୁଣା ଚେହେରା। ଏବେ ଏମାନଙ୍କର କଣ୍ଠରୁ ସୁନ୍ଦର୍ ସଙ୍ଗୀତ ର ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେମାନେ ଏତେ ମନଛୁଆଁ ସଙ୍ଗୀତ ତାଙ୍କ କଣ୍ଠରେ ଗାଉଥିବାର ନଜର ଆସିଛନ୍ତି ଯାହାକୁ ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ। ଏତେ ଚମତ୍କାର ଭାବରେ ସେମାନେ ଗୀତ କୁ ଗାଉଛନ୍ତି, ଯାହା ଶୁଣିବାକୁ ବହୁତ୍ ଭଲ ଲାଗୁଛି। ଆଉ ଏହାକୁ ଶୁଣି ଅଗଣିତ ଶ୍ରୋତା ମାନେ ବହୁତ୍ ପସନ୍ଦ କରୁଛନ୍ତି।
ଏମିତିରେ ରିତିକା ଅନେକ ଗୀତ ଗାଇ ଲୋକ ଲୋଚନକୁ ଆସି ସାରିଛନ୍ତି। ତାଙ୍କର କୁନି ସ୍ଵରରେ ଭିନ୍ନ ଅନ୍ଦାଜର ସଙ୍ଗୀତ ଶୁଣିବାକୁ ସମସ୍ତେ ଭଲ ପାଆନ୍ତି। ଆଉ ଏମିତି ରେ ବି ଯେତେବେଳେ ବି ଆମେ ସଙ୍ଗୀତ ଶୁଣିବାକୁ ପାଉ ଆମ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ। ସଙ୍ଗୀତ ଆମ ନିରସ, କ୍ଳାନ୍ତ ଜୀବନରେ ରସ ଭରି ଦେଇଥାଏ।ଏହା ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ।କିନ୍ତୁ ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ, ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।
ଏମିତି କୁନି ପ୍ରତିଭା ମାନେ ଆମକୁ ବହୁତ୍ ଭଲ ଲାଗିଥାନ୍ତି। ଛୋଟ ଛୋଟ ପିଲା ମାନଙ୍କର ଏପରି ଗାୟିକୀ ର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ।ସେମାନଙ୍କ ଯେକୌଣସି ଗୀତ ଗାଉଥିବାର ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ତେଣୁ ଛୋଟ ପିଲା ମାନଙ୍କର ଗୀତ ଗାଇବା ର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। ଆମେ ସେମାନଙ୍କ କୁନି ପାଟିରେ ସେମାନଙ୍କ କଥାକୁ ଶୁଣି, ସ୍ଵରକୁ ଶୁଣି ବହୁତ୍ ଖୁସି ହୋଇ ଥାଉ। ସେହିପରି ଏହି ଦୁଇ କୁନି ପ୍ରତିଭା ରିଶୀ ଏବଂ ରିତିକା ଯେଉଁମାନେ କି ତାଙ୍କର ସ୍ୱରର ଯାଦୁରେ ଏବେ ସମସ୍ତଙ୍କୁ ଚକିତ କରିଛନ୍ତି।
ତେବେ ତାଙ୍କର ଏହି ଭାଇରାଲ ଗୀତକୁ ଥରେ ଆପଣ ଶୁଣନ୍ତୁ। ସେମାନେ ତାଙ୍କର ସୁମଧୁର ସ୍ଵରରେ କିପରି ଏକ ରୋମାଣ୍ଟିକ ଗୀତ ଗାଉଛନ୍ତି ଥରେ ଶୁଣନ୍ତୁ। ଏହି ଗୀତଟି ହେଉଛି ତୋତେ ପାଇ ଆଜି ଖୁସି ଛଗୁଣ। ସେମାନେ ଯେଉଁଭଳି ଭାବରେ ଏ ଗୀତକୁ ଅଭିନୟ ଦେଖାଇ ଷ୍ଟୁଡିଓ ରେ ଗାଉଛନ୍ତି ତାହା ସମସ୍ତଙ୍କ ହୃଦୟକୁ ଛୁଇଁବାରେ ଲାଗିଛି। ତେବେ ଏହି ଗୀତକୁ ରିଶି ଏବଂ ରିତିକା ଗାଇଥିବା ବେଳେ ଏହାର ମ୍ୟୁଜିକ ଦେଇଛନ୍ତି ଚିନ୍ମୟ ଦାସ୍ ଏବଂ ବିଭୁନ ଓ ଲିରିକ୍ସ ଦେଇଛନ୍ତି ବିକୁ ବାବୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।