ଭାଇରାଲ ବୟ ଶାନ୍ତନୁ କୁମାର ଙ୍କୁ ତ ଆପଣ ନିଶ୍ଚୟ ଜାଣିଥିବେ। କୁନି ବୟସରୁ ସେ ତାର ଗୀତର ଜଲୱା ଦେଖାଇ ସମସ୍ତଙ୍କୁ ତାର ସ୍ୱରର ଦିୱାନା କରି ଦେଇଛି। ଶାନ୍ତନୁ ଙ୍କ କଣ୍ଠରୁ ଅନେକ ସଙ୍ଗୀତ ତ ଆପଣ ମାନେ ଶୁଣିବାକୁ ପାଇଥିବେ। ଏବେ ପୁଣି ଏହି କୁନି ବାଳକ ଶାନ୍ତନୁ କୁମାର ମହାନ୍ତିଙ୍କ ଏକ ସୁନ୍ଦର୍ ସଙ୍ଗୀତ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଏତେ ଚମତ୍କାର ସଙ୍ଗୀତ ତାଙ୍କ କଣ୍ଠରେ ଗାଉଥିବାର ନଜର ଆସିଛନ୍ତି ଯେ ଯାହାକୁ ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ। ଏତେ ଚମତ୍କାର ଭାବରେ ସେ ଗୀତ କୁ ଗାଉଛନ୍ତି, ଯାହା ଶୁଣିବାକୁ ବହୁତ୍ ଭଲ ଲାଗୁଛି। ଆଉ ଏହାକୁ ଶୁଣି ଆପଣ ବି ପସନ୍ଦ କରିବା ସହ ନିଶ୍ଚିତ ଖୁସି ହେବେ।
ଏହି ଗୀତକୁ ଶାନ୍ତନୁ ଷ୍ଟୁଡିଓ ରେ ଶୀତଲ କବି ଙ୍କ ସହ ଗାଉ ଥିବାର ନଜର ଆସିଛନ୍ତି। ଦୁଇଜଣଙ୍କ କଣ୍ଠରୁ ଏହି ସଙ୍ଗୀତ ବେଶ୍ ଦମଦାର ହୋଇଛି।ବାସ୍ତବରେ ଏହି ସଙ୍ଗୀତ ଆମ ଶ୍ରୋତା ଙ୍କ ମନରେ ଏକ ଭିନ୍ନ ରଙ୍ଗ ଭରି ଦେବା ଭଳି ସଙ୍ଗୀତ ଟିଏ ହୋଇଛି।ସଙ୍ଗୀତ ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ। ଆଉ ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ ବା ତାର କଣ୍ଠରୁ ଗୀତ ଶୁଣିବାକୁ ମିଳିଥାଏ ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।ବେଳେବେଳେ କିଛି ଏମିତି କୁନି ପ୍ରତିଭା ମାନଙ୍କୁ ଆମେ ଗୀତ ଗାଉଥିବାରୁ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ।
ସେମାନଙ୍କ ଅନେକ ଗାୟିକିର ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ।କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ।ସେମାନଙ୍କ ଯେକୌଣସି ଗୀତ ଗାଉଥିବାର ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ତେଣୁ ଛୋଟ ପିଲା ମାନଙ୍କର ଗୀତ ଗାଇବା ର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। ଆମେ ସେମାନଙ୍କ କୁନି ପାଟିରେ ସେମାନଙ୍କ ସ୍ଵରକୁ ଶୁଣି ବହୁତ୍ ଖୁସି ହୋଇ ଥାଉ।
ସେହିପରି ଏହି ଛୋଟ ବାଳକ ଶାନ୍ତନୁ ଏବଂ ଶୀତଲ କବି ଯେଉଁ ମାନେ ଏବେ ତାଙ୍କ ସ୍ୱରର ଯାଦୁରେ ସମସ୍ତଙ୍କୁ ଚକିତ କରିଛନ୍ତି।ଶାନ୍ତନୁ ତାର ସୁମଧୁର ସ୍ଵରରେ ଶୀତଳ ଙ୍କ ସହ ମିଶି ଏହି ସୁନ୍ଦର ଗୀତ, ତୋତେ ଆଉ ମୋତେ ପ୍ରେମ ହୋଇଯାଉ, ରୋମାଣ୍ଟିକ ଗୀତଟି ଗାଉଛନ୍ତି ତାହା ଥରେ ଶୁଣନ୍ତୁ।ଏହି ଗୀତର ଲିରିକ୍ସ ଦେଇଛନ୍ତି ସୌମ୍ୟ ବାଲ୍ ଏବଂ ଏହାର ମ୍ୟୁଜିକ ଦେଇଛନ୍ତି ଚିନ୍ମୟ ଦାସ୍ ଏବଂ ବିଭୁନ। ଆପଣଙ୍କୁ ବି ଏହି ଗୀତ ବହୁତ୍ ଭଲ ଲାଗିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।