Swastik Tv News Odisha

ପ୍ରଥମଥର ଷ୍ଟୁଡିଓ ରେ ଭାଇରାଲ ବୟ Santanu ଗାଇଲେ ” ଟୋକା ନାଚିବ ” ଏମିତି ଗୀତ… ମାତ୍ର 24 ଘଣ୍ଟାରେ 36 Million + Views ସମସ୍ତଙ୍କ ମୋବାଇଲ ରେ Status

0

କୁନି ପ୍ରତିଭା ଶାନ୍ତନୁ କୁମାର ମହାନ୍ତି, ଯିଏକି ଭାଇରାଲ ବୟ ଶାନ୍ତନୁ ନାମରେ ବେଶ୍ ପରିଚିତ ହେଇଛନ୍ତି, ତାଙ୍କ ବିଷୟରେ ତ ଆପଣ ନିଶ୍ଚିତ ଜାଣିବାକୁ ପାଉଥିବେ। ଡିଜିଟାଲ ମିଡିଆ ରେ ଏହି ବାଳକ ଜଣଙ୍କ ଏବେ ଛାଇ ଯାଇଛନ୍ତି। ତାଙ୍କର କ୍ୟୁଟ ଚେହେରା ସାଙ୍ଗକୁ ସ୍ଵିଟ ପରଫରମାନ୍ସ ସମସ୍ତଙ୍କୁ ଆକର୍ଷିତ କରିଛି।ସିଦ୍ଧାର୍ଥ ଟିଭି ର ନୂଆ ସୀଙ୍ଗିଙ୍ଗ ରିଏଲିଟି ଶୋ ‘ଓଡ଼ିଶାର ନୂଆ ସ୍ବର’ରେ କମାଲ ଦେଖାଉ ଛନ୍ତି ଶାନ୍ତନୁ। ତେବେ ଷ୍ଟୁଡିଓ ରାଉଣ୍ଡ ରୁ ପିଲାଟି ତାର ଜଲୱା ଦେଖାଇ ଆସୁଛି। ଆଉ ତାର ଗାୟିକୀ ରେ ମୁଗ୍ଧ ହେଉଛନ୍ତି ସବୁ ବିଚାରକ ଏବଂ ଦର୍ଶକ ଓ ଶ୍ରୋତା ମାନେ। ଅନେକ ପ୍ରଶଂସା ବି ମିଳୁଛି ଶାନ୍ତନୁ ଙ୍କୁ।

ତେବେ ସେ ଯେଉଁଭଳି ଭାବରେ ତାଙ୍କର ଗୀତ ଗାଉଛନ୍ତି ତାହା ବେଶ୍ ଶ୍ରୁତି ମଧୁର ଏବଂ ହୃଦୟକୁ ଛୁଇଁଲା ଭଳି ଲାଗୁଚି। ଯାହାକୁ ଶୁଣି ଖୁସି ହେଉଛନ୍ତି ସମସ୍ତେ। କାରଣ କେବଳ ଗୀତ ନୁହେଁ, ବରଂ ଗୀତ ସାଙ୍ଗକୁ ପିଲାଟିର କଥା ଏବଂ ଅଭିନୟ ମଧ୍ୟ ବହୁତ୍ ଆକର୍ଷନୀୟ ଅଟେ।ଏହି ବାଳକଟି ଯେଉଁ ଭଳି ଭାବରେ ତାର ସ୍ୱରର ଯାଦୁରେ ସମସ୍ତଙ୍କୁ ଦିବାନା କରିଛି ତାହା ଆପଣ ପିଲାଟିର ଭିଡିଓ ଦେଖିଲେ ହିଁ ଜାଣି ପାରିବେ ଏବଂ ତାର ସ୍ୱର ଶୁଣି ଲେ ଜାଣି ପାରିବେ। ଏବେ ସେ ବେଶ୍ ପରିଚିତ ଚେହେରା ପାଲଟି ଯାଇଛି। ସୋସିଆଲ ମିଡିଆରେ ତାର ସିଙ୍ଗିଂ ଭିଡିଓ ବେଶ୍ ଭାଇରାଲ ହେଉଛି।

ଗୀତ ସାଙ୍ଗକୁ ତାର ଯେମିତି ଅଭିନୟ ଏବଂ କମେଡି ରହିଛି, ତାକୁ ଶୁଣି ସମସ୍ତେ ହସି ହସି ଗଡି ଯାଉଛନ୍ତି ଏବଂ ବହୁତ୍ ଖୁସି ବି ହେଉଛନ୍ତି। ତେବେ ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ,ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।ବେଳେବେଳେ କିଛି ଏମିତି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ।

ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ।କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ। ସେହିଭଳି ଏହି ଭାଇରାଲ ବୟଙ୍କୁ ନେଇ ଏବେ ଷ୍ଟୁଡ଼ିଓ ରେ ଏକ ଗୀତ ରେକର୍ଡ ହୋଇଛି। ଗୀତର ଟାଇଟଲ ହେଉଛି ‘ଟୋକା ନାଚିବ’। ଏହାକୁ ଶାନ୍ତନୁ ଗାଇଥିବା ବେଳେ ଏହାର ମ୍ୟୁଜିକ୍ ଦେଇଛନ୍ତି ଶାଶ୍ଵତ ଆଚାର୍ଯ୍ୟ ଏବଂ ଲିରିକ କରିଛନ୍ତି ସାଗର। ବହୁତ୍ ସୁନ୍ଦର୍ ନିର୍ଦ୍ଦେଶନା ହୋଇଛି ଏହି ଗୀତର, ଯାହାକୁ ଅନେକ ଲୋକ ଏବେ ସୁଦ୍ଧା ଦେଖି ସାରିଲେଣି ଏବଂ ଶୁଣି ପସନ୍ଦ ମଧ୍ଯ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.