ପ୍ରଥମଥର ଷ୍ଟୁଡିଓ ରେ ରୋମାଣ୍ଟିକ ଗୀତ ଗାଇଲେ ଅଭିନେତ୍ରୀ ଶିବାନି ( Shivani )… ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ

ବନ୍ଧୁଗଣ ପ୍ରଥମ ଥର ପାଇଁ ଏକ ରୋମାଣ୍ଟିକ ଗୀତ ଗାଇ ଚର୍ଚ୍ଚାକୁ ଆସିଛନ୍ତି ଓଲିଉଡ୍‌ ଅଭିନେତ୍ରୀ ଶିବାନୀ ସଙ୍ଗୀତା। ତେବେ ଆପଣ ଜାଣିଛନ୍ତି ଯେ ପୂର୍ବରୁ ହିରୋ ମାନେ ଗୀତ ଗାଇ ବହୁତ୍ ନାଁ କରିଛନ୍ତି। ଆଉ ଏବେ ଅଭିନେତ୍ରୀ ଶିବାନୀ ଗୀତ ଗାଇ ସେ ନିଜେ ବେସ୍‌ ଖୁସି ଅନୁଭବ କରିଛନ୍ତି।ଏହି ଗୀତକୁ ସଜାଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ । ଶିବାନୀ ଭଲ ଗୀତ ଗାଉଥିବା ଶୁଣି ପ୍ରେମାନନ୍ଦ ତାଙ୍କୁ ଗୀତ ଗାଇବାକୁ ସୁଯୋଗ ଦେଇଥିବା ଜଣା ପଡ଼ିଛି।ଆପଣ ଜାଣିଛନ୍ତି ଓଡ଼ିଆ ସିନେମା ଜଗତର ଜଣେ ନବାଗତା ଜଣାଶୁଣା ଆଗ ଧାଡ଼ିର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଶିବାନୀ ସଙ୍ଗୀତା।

ଦୀର୍ଘଦିନ ହେବ ନିଜର ଅଭିନୟର ପାରଦର୍ଶିତା ରେ ଦର୍ଶକଙ୍କୁ ଏକ ଭିନ୍ନ ଅନ୍ଦାଜ ର ମନୋରଂଜନ ର ସୁରାକ ଯୋଗାଇ ଆସୁଛନ୍ତି ଏହି ଅଭିନେତ୍ରୀ ଜଣଙ୍କ।ଭାରି ନିଆରା ଅଭିନୟ ତାଙ୍କ ନିକଟରେ ଦେଖିବାକୁ ମିଳେ। ତେବେ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ବହୁତ୍ ଭଲ। ଆପଣ ଜାଣିଛନ୍ତି ସେଲିବ୍ରିଟି ମାନେ ଅନେକ ସମୟରେ ତାଙ୍କର ପ୍ରସଂଶକ ମାନଙ୍କ ପାଇଁ ଅନେକ କିଛି ବାର୍ତ୍ତା ଦେଇଥାନ୍ତି।ବେଳେବେଳେ ଲାଇଭ ଭିଡିଓ ଆସି ମଧ୍ୟ ସେମାନଙ୍କର ଫ୍ୟାନ ମାନଙ୍କ ସହିତ ସମୟ ଅତିବାହିତ କରିଥାନ୍ତି। କାରଣ ସେମାନେ ଦର୍ଶକ ଏବଂ ଫ୍ୟାନ ମାନଙ୍କ ପାଇଁ ହିଁ ଏପରି ସ୍ଥାନକୁ ଆସି ପାରିଛନ୍ତି।

ତେବେ ତାଙ୍କର ଅଗଣିତ ପ୍ରସଂଶକ ମାନେ ତାଙ୍କୁ ବହୁତ୍ ଭଲ ପାଇଥାନ୍ତି। ତେବେ ଅଭିନେତ୍ରୀ ଶିବାନୀ ଅନେକ ସମୟରେ କିପରି ତାଙ୍କର ସୁନ୍ଦର ସୁନ୍ଦର ମୁହୂର୍ତ୍ତ ସବୁକୁ ପ୍ରଶଂସକ ମାନଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି ଏବଂ ଦର୍ଶକ ମାନଂକର ପ୍ରତିକ୍ରିୟା ର ଉତ୍ତର ଦେଇଥାନ୍ତି ତାହା ଆପଣ ଦେଖିଥିବେ। ଯାହା ତାଙ୍କ ଫ୍ୟାନ ମାନଙ୍କୁ ଖୁସି ବି କରାଇଥାଏ।ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହିବା ସହିତ ସେଠାରେ ସେ ତାଙ୍କର ଅବକାଶ ସମୟ ଅତିବାହିତ କରୁ ଥିବାର ଦେଖିବାକୁ ମିଳିଥାଏ।ତେବେ ଏହି ଅଭିନେତ୍ରୀ ଜଣଙ୍କ ଅନେକ ସମୟରେ ତାଙ୍କର ପ୍ରଶଂସକ ମାନଙ୍କ ର ନିକଟତର ହୋଇଥାନ୍ତି ସୋସିଆଲ ମିଡ଼ିଆ ଜରିଆରେ।

ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଓଡ଼ିଶାର ଓଡ଼ିଆ ସିନେମା ଜଗତର କିଛି ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ସେ ଏବେ ବେଶ୍ ପରିଚିତ ଅଟନ୍ତି। ତାଙ୍କର ଗୀତ ଗାଇବାର କଳା ଏବେ ସାମ୍ନାକୁ ଆସିଛି। ଯାହାକୁ ହୁଏତ ଅନେକ ଜାଣି ନଥିବେ। ଏଥିପାଇଁ ତାଙ୍କୁ ଏକ ସୁନ୍ଦର୍ ରୋମାଣ୍ଟିକ ଗୀତ ଗାଇବା ପାଇଁ ସୁଯୋଗ ମିଳିବାରୁ ସେ ଏହି ଗୀତକୁ ବେଶ୍ ସୁନ୍ଦର୍ ଭାବରେ ଗାଇଛନ୍ତି।ଆପଣମାନେ ଯଦି ତାଙ୍କର ଏହି ଗୀତକୁ ଶୁଣିବେ ତେବେ ନିଶ୍ଚିତ ଭାବରେ ଆପଣ ଶିବାନୀ ଙ୍କ ଗାୟୀକିର ଏହି ପ୍ରତିଭାକୁ ପ୍ରଶଂସା କରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment