Swastik Tv News Odisha

ପ୍ରଥମଥର ଷ୍ଟୁଡିଓ ରେ Human Sagar ଙ୍କ ସହ ସମସ୍ତଙ୍କ ପ୍ରିୟ ଯୋଡି Rupa – Pintu ଗାଇଲେ ଏମିତି ଗୀତ… ମାତ୍ର 24 ଘଣ୍ଟାରେ 36 Million + Views ସମସ୍ତଙ୍କ ମୋବାଇଲ ରେ Status

0

ବନ୍ଧୁଗଣ ଏବେ ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ଦୁଇ ଯୋଡି ବେଶ୍ ପରିଚିତ ଚେହେରା ହୋଇ ପାରିଛନ୍ତି ତାଙ୍କ ଟାଲେଣ୍ଟ କୁ ଦେଖାଇ। ଆଉ ସେମାନଙ୍କର ଲୋକପ୍ରିୟତା ବି ବହୁତ୍ ଅଧିକ ରହିଛି।ତେବେ ସେମାନେ ହେଉଛନ୍ତି ସମସ୍ତଙ୍କର ପ୍ରିୟ ରୂପା ଏବଂ ପିଣ୍ଟୁ। ସେମନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ।ସେମାନଙ୍କ ଯୋଡି ମଧ୍ୟ ବହୁତ୍ ଜବରଦସ୍ତ ଯୋଡି ଅଟନ୍ତି।ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି ଏବଂ ସେମାନଙ୍କ ପ୍ରସଂଶକ୍ ସଂଖ୍ୟା ମଧ୍ୟ ଅଧିକ। ସେମାନେ ମ୍ୟୁଜିକ ଭିଡିଓ ର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଅନ୍ୟ ମାନଙ୍କ ଭଳି ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ତାଙ୍କର ଚାହିଦା ବେଶ୍ ଅଧିକ ରହିଛି।

ତେବେ ଆପଣ ମାନେ ଜାଣି ପାରୁଥିବେ ଯେ ବର୍ତ୍ତମାନ ଓଡ଼ିଆ ଆଲବମ୍ ମ୍ୟୁଜିକ ଭିଡିଓ ବେଶ୍ ଲୋକପ୍ରିୟତା ହାସଲ କରିବାରେ ଲାଗିଛି ସୋସିଆଲ ମିଡିଆରେ। ଲୋକେ ଏସବୁ ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି। ତେବେ ଆପଣ ତ ଜାଣିଛନ୍ତି କିପରି ଭାବରେ ଆମ ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ଏବେ ଆଲବମ୍ ଜଗତରେ ତାର ପାରଦର୍ଶିତା ହାସଲ କରିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ହିଟ୍ ଗୀତକୁ ଭେଟି ଦେଉଛାନ୍ତି ଯୁବ ଆର୍ଟିଷ୍ଟ ମାନେ। ସୁନ୍ଦର୍ ସଂଯୋଜନା ସାଙ୍ଗକୁ ନିର୍ଦ୍ଦେଶନା ମଧ୍ଯ ହୃଦୟସ୍ପର୍ଶୀ ହେଉଛି। ଏହାଛଡ଼ା ଲୋକଙ୍କ ହୃଦୟକୁ ମଧ୍ଯ ଛୁଇଁ ପାରୁଛି ଏହି ସବୁ ଗୀତ।
ଅନେକ ଲୋକପ୍ରିୟ ଭିଡିଓ ଗୀତ ଏବଂ ଯୁବପିଢି ଙ୍କୁ ପସନ୍ଦ ଆସିବା ଭଳି ଭିଡିଓ ସବୁ ଏବେ ସାମ୍ନାକୁ ଆସୁଛି।

ଆଉ ଏହି ଇଣ୍ଡଷ୍ଟ୍ରି ମଧ୍ଯ ବହୁତ୍ ଭଲ ରୋଜଗାର କରୁଛି। ଡିଜିଟାଲ ଯୁଗରେ କିପରି ଅନେକ ଲୋକ ସ୍ମାର୍ଟ ଫୋନ୍ ବ୍ଯବହାର କରି ଟେକ୍ନୋଲୋଜି ଏବଂ ନିଜର ଟାଲେଣ୍ଟ କୁ ଉପଯୋଗ କରି ସେମାନେ ଅନେକ ସମୟରେ ସେମାନଙ୍କ ପ୍ରତିଭାକୁ ଦେଖାଇଥାନ୍ତି।ସେହିପରି ଏବେ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି। ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ କେତେ ମଜାଦାର ନିର୍ଦ୍ଦେଶନା ଏବଂ ସଂଯୋଜନା ହୋଇଛି ଏହି ଗୀତରେ। ଏଠାରେ ଏହି ଭିଡିଓ ରେ କିପରି ଭାବରେ ରୂପା ଏବଂ ପିଣ୍ଟୁ ଷ୍ଟୁଡ଼ିଓର ସୁଟିଂ ସେଟ୍ ରେ ଗୀତ ଗାଇବା ସହିତ ଅଭିନୟ ଦେଖାଉଛନ୍ତି ତାହା ଥରେ ଦେଖନ୍ତୁ।

ତେବେ ରେକର୍ଡ ହୋଇଥିବା ଏହି ଗୀତଟି ହେଉଛି ‘ତୁମ ପାଦରେ ପାଦ ମିଶାଇ ଚାଲୁଥିବି ସାଥୀ ହୋଇ’। ଏହି ଗୀତଟି ଏବେ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି।ଏହି ଭିଡିଓର ପ୍ରଯୋଜନା ଦେଇଛନ୍ତି ରାଧାକାନ୍ତ ବାରିକ। ତେବେ ଏହି ଗୀତକୁ ଗାଇଛନ୍ତି ହ୍ୟୁମାନ ସାଗର ଏବଂ ଜ୍ୟୋତିର୍ମୟୀ ନାୟକ।ଏହି ଗୀତଟି ବହୁତ୍ ଲୋକଙ୍କୁ ହୃହୟକୁ ଛୁଇଁଛି। ଆପଣ ବି ଏହି ଭିଡିଓ କୁ ଦେଖିଲେ ନିଶ୍ଚୟ ଖୁସି ହେବେ। ସନ୍ମାନ ଷ୍ଟୁଡିଓ ରେ ଏହି ଗୀତର ରେକର୍ଡିଂ କରା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.