ପ୍ରଥମଥର Somalin & Nishith କଲେ ଜବରଦସ୍ତ ରୋମାଣ୍ଟିକ ଆଲବମ ଭିଡ଼ିଓ… ଥରେ ଦେଖିଲେ ଆଉ ଥରେ ଦେଖିବା ପାଇଁ ଇଛା ହେବ…

ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ନୂଆ ନୂଆ ଭିଡ଼ିଓ ଆମ ଓଲିଉଡ଼ ଇଣ୍ଡୋଷ୍ଟ୍ରି ରେ ରିଲିଜ ହେଉଥିବାର ତ ଆପଣ ମାନେ ଜାଣିଥିବେ | ତେବେ ବର୍ତ୍ତମାନ ସେହିଭଳି ଏକ ମ୍ୟୁଜିକ ଭିଡ଼ିଓ ରିଲିଜ ହୋଇଛି, ଆଉ ଯେଉଁଥିରେ ସେମାନେ ସୁନ୍ଦର ଭାବରେ ନିଜର ଗୀତ ଆଉ ଅଭିନୟ ର ଝଲସା ଦେଖାଇବାକୁ ଲାଗିଛନ୍ତି | ଆଉ ସେହି ମ୍ୟୁଜିକ ଭିଡ଼ିଓ ଟିରେ ଅଛନ୍ତି ସୋମାଲିନ ଆଉ ନିଶିଥ | ଆଉ ଦୁଇ ଜଣଙ୍କର ଯୋଡ଼ି କୁ ସମସ୍ତ ଦର୍ଶକ ମାନେ ମଧ୍ୟ ବେଶ ପ୍ରଶଂସା ମଧ୍ୟ କରିଛନ୍ତି, ଆଉ ଭାଇରାଲ ମଧ୍ୟ ହେବାକୁ ଲାଗିଛି ଏହି ମ୍ୟୁଜିକ ଭିଡ଼ିଓ ଟି | ତାହେଲେ ଆସନ୍ତୁ ବନ୍ଧୁଗଣ ଏହି ମ୍ୟୁଜିକ ଭିଡ଼ିଓ ବିଷୟରେ ଅଧିକ କିଛି ଜାଣିବା |

ତେବେ ଆପଣ ମାନେ ଜାଣିଥିବେ କି ସୋମାଲିନ ରଜ କୁଇନ ଅଡିସନ ମାଧ୍ୟମରେ ଓଡ଼ିଆ ଚଳଚିତ୍ର ଜଗତରେ ପ୍ରଥମେ ପାଦ ଦେଇଥିଲେ | ଆଉ ସେ ପ୍ରଥମେ ସେଥିରେ ଜିତିବା ପରେ ଫ୍ଲିମ ଜଗତରେ ପାଦ ଦେବା ସହିତ ସିରିଏଲ ମଧ୍ୟ କରିଥିଲେ | ଆଉ ନିଜର ଅଭିନୟ ଆଉ ଡାନ୍ସ ର ଯାଦୁରେ ଦର୍ଶକ ମାନଙ୍କ ହୃଦୟରେ ନିଜର ଜାଗା ମଧ୍ୟ ବେଶ ଭଲ ଭାବରେ ବନେଇ ପାରିଥିଲେ ସୋମାଲିନ |

ଆଉ ଯାହା ତାଙ୍କର ଜୀବନରେ ଆଣି ଦେଇଥିଲା ବହୁତ ବଡ଼ ସଫଳତା | ଆଉ ଯେଉଁଥିପାଇଁ ସେ ବହୁତ ଉପରକୁ ତାଙ୍କର କେରିୟର କୁ ବଢ଼େଇ ପାରିଥିଲେ, ଆଉ ଦର୍ଶକ ମାନଙ୍କ ହୃଦୟରେ ମଧ୍ୟ ସ୍ୱତନ୍ତ୍ର ଜାଗା ମଧ୍ୟ ବନେଇ ପାରିଥିଲେ | ତେବେ ସୋମାଲିନ ମେରେଜ କରିଥିଲେ ନିଶିଥ ଙ୍କୁ | ଆଉ ବର୍ତ୍ତମାନ ତାଙ୍କ ସହିତ ଏକ ମ୍ୟୁଜିକ ଭିଡ଼ିଓ ମଧ୍ୟ ରିଲିଜ ହୋଇଛି | ଆଉ ହେଉ ମ୍ୟୁଜିକ ଭିଡିଓଟିର ନାଁ ହେଉଛି “ଫଗୁଣ ପ୍ରେମ ଆଣିଛି “| ଆଉ ଏହି ଗୀତରେ ଦୁଇଜଣ ବହୁତ ସୁନ୍ଦର ଭାବରେ ଅଭିନୟ କରିଛନ୍ତି |

ଆଉ ଯେଉଁ ମ୍ୟୁଜିକ ଭିଡ଼ିଓ ଟି ରିଲିଜ ହେବାପରେ ଦର୍ଶକ ମାନେ ମଧ୍ୟ ସେହି ଭିଡ଼ିଓ କୁ ବହୁତ ପ୍ରସଂଶା ମଧ୍ୟ କରିଛନ୍ତି | ଆଉ ସ୍ୱାମୀ ସ୍ତ୍ରୀ ଦୁଇଜଣ ଏତେ ସୁନ୍ଦର ଭାବରେ ଅଭିନୟର ଯାଦୁ ଦେଖାଇଛନ୍ତି କି ଯାହାକୁ ଦର୍ଶକ ମାନେ ଦେଖିବା ପରେ ଅଧିକ ରୁ ଅଧିକ ପସନ୍ଦ କରିବା ସହିତ ଭିୟୁୟର୍ସ ଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି | ଆଉ ଲୋକ ମାନେ ବହୁତ ପସନ୍ଦ ମଧ୍ୟ କରିଛନ୍ତି ଏହି ପ୍ରେମି ଯୋଡ଼ି ଙ୍କୁ | ଆଉ ଏହି ଗୀତ ଟି ଗାଁ ରେ ସୁଟିଂ ହୋଇଛି | ଆଉ ସୁନ୍ଦର ଭାବରେ ଏହି ଗୀତ ସାଙ୍ଗକୁ ଦୁଇଜଣ ଙ୍କର ଅଭିନୟ ଆଉ ନାଚ ର ଯାଦୁ ଦେଖିବାକୁ ମିଳିଛି ଏହି ଭିଡ଼ିଓରେ | ଆଉ ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ମଧ୍ୟ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment