Swastik Tv News Odisha

ପ୍ରଥମ ଥର ପାଇଁ ପ୍ରେମକୁ ନେଇ ଖୁଲାସା କଲେ ହିରୋଇନ Anisha… ଦେଖିଲେ ବିଶ୍ୱାସ କରିବେନି… ଦେଖନ୍ତୁ Video

0

ବନ୍ଧୁଗଣ ଓଡିଶାର ଅଭିନୟ ଜଗତର ଜଣେ ସୁନ୍ଦର୍ ଆଉ ସୁପରହିଟ ଯୋଡି ଭାବରେ ଶୁଭାଶିଷ ଏବଂ ଅନିଶା ବେଶ୍ ପରିଚିତ ଅଟନ୍ତି। ସେମାନଙ୍କ ଯୋଡିକୁ ଭଲ ପାଆନ୍ତି ଅଗଣିତ ଦର୍ଶକ। ସେମାନଙ୍କ କେମିଷ୍ଟ୍ରି ବି ବେଶ୍ ଭଲ ଜମିଥାଏ। ତେବେ ଜଣେ ଲୋକପ୍ରିୟ ଅଭିନେତା ଭାବରେ ଶୁଭାଶିଷ ଶର୍ମା ଜଣେ ସମସ୍ତଙ୍କ ପସନ୍ଦର କଳାକାର ଅଟନ୍ତି। ତାଙ୍କ ବିଷୟରେ ତ ଆପଣ ଜାଣିଥିବେ। ଉଭୟ ସିନେମା ଏବଂ ଧାରାବାହିକ ଜଗତରେ ତାଙ୍କର ଭୂମିକା ଏବଂ ଅଭିନୟ ବେଶ୍ ଚିତ୍ତାକର୍ଷକ ଅଟେ।ଓଡ଼ିଆ ସିନେମା ଜଗତକୁ ସେ ଅନେକ ସୁନ୍ଦର ସୁନ୍ଦର ସିନେମା ଦେଇ ଆସିଥିବା ବେଳେ ତାଙ୍କ ଅଭିନୀତ ସିନେମା ଏବଂ ଧାରାବାହିକ ସବୁ ସୁପରହିଟ ମଧ୍ଯ ହେବାରେ ଲାଗିଛି।

ତେବେ ଅଭିନେତା ଶୁଭାଶିଷ ଅଭିନୟ କରିଥିବା ସୁପରହିଟ ଫିଲ୍ମ ଏବଂ ଧାରାବାହିକ ଦର୍ଶକ ମାନଙ୍କର ବେଶ୍ ପସନ୍ଦ ହୋଇଥାଏ। ଅନେକ ସିରିଏଲ ରେ ଦମଦାର ଅଭିନୟ କରି ଲୋକ ଲୋଚନକୁ ଆସିଛନ୍ତି ଶୁଭାଶିଷ।ସବୁ ପ୍ରକାର ଭୂମିକାରେ ସେ ଅଭିନୟ କରିବାରେ ମାହିର ଅଟନ୍ତି। ତାଙ୍କର ଭିନ୍ନ ସ୍ୱାଦର ଅଭିନୟ ସାଙ୍ଗକୁ ହ୍ୟାଣ୍ଡସମ୍ ଲୁକ ପାଇଁ ସେ ତାଙ୍କ ପାଇଁ ଅନେକ ଦର୍ଶକ ଦିୱାନା ସାଜିଛନ୍ତି।ତେବେ ଏହି ଅଭିନେତା ଜଣଙ୍କ ନିଜର ଲାଇଫ ଷ୍ଟାଇଲ ପାଇଁ ବେଶ୍ ଚର୍ଚ୍ଚିତ ହୋଇ ପାରିଛନ୍ତି। ଅଭିନୟ ଜଗତରେ ସେ ଯେମିତି ସମସ୍ତଙ୍କର ପ୍ରିୟ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ସେତିକି ଭଲ।

ତାଙ୍କର ସ୍ତ୍ରୀ ଅନିଶା ଶର୍ମା ମଧ୍ଯ ଜଣେ ଆଗଧାଡିର କଳାକାର ଅଟନ୍ତି। ତେବେ ଏହି ସୁପରହିଟ ଯୋଡିଙ୍କୁ ବହୁତ୍ ପସନ୍ଦ କରନ୍ତି ଓଡିଶାର ଦର୍ଶକ।ସେମାନଙ୍କ ର ନିକଟରେ ଏକ କନ୍ୟା ସନ୍ତାନ ଜନ୍ମ ନେଇଛି। ଏହି ଲୋକପ୍ରିୟ ଯୋଡିଙ୍କର ଅନେକ ପ୍ରଶଂସକ ରହିଥିବା ବେଳେ ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି ଏହି ଯୋଡି। ଅନିଶା ତାଙ୍କର ଅଭିନୟ ସାଙ୍ଗକୁ ମାନୋଲୋଭା ହସ ଏବଂ ଶୁଭାଶିଷ ତାଙ୍କର ହ୍ୟାଣ୍ଡସମ୍ ଲୁକ୍ସ ପାଇଁ ଅଧିକ ଆକର୍ଷିତ ଲାଗନ୍ତି। ସୋସିଆଲ ମିଡିଆରେ ଅନେକ ସମୟରେ ସେ ସକ୍ରିୟ ରହିଥାନ୍ତି।ତାଙ୍କର ଫ୍ୟାନ ମାନଙ୍କ ପାଇଁ ସେମାନେ ଅନେକ ସମୟରେ ଅନେକ ଭିଡ଼ିଓ ସବୁ ସେୟାର୍ କରିଥାଆନ୍ତି।

ଏବେ ଏହି ଯୋଡ଼ିଙ୍କର ଏକ ସୁନ୍ଦର୍ ମୁହୂର୍ତ୍ତର ଦୃଶ୍ୟ ସାମ୍ନାକୁ ଆସିଛି। ଯେଉଁ ଭିଡିଓ ରେ ସେମାନେ ତାଙ୍କର ବିବାହ ବାର୍ଷିକୀ ବା ଆନିଭର୍ଶରି ପାଳନ କରୁଥିବାର ଦେଖିବାକୁ ମିଳୁଛି। ଉଭୟ ଖୁସିର ସହିତ ସେମାନଙ୍କ ପ୍ରସଂଶକଙ୍କ ସହିତ ଏହାକୁ ପାଳନ କରିଛନ୍ତି। ଅନେକ ଫ୍ୟାନ୍ ଏହି ଯୋଡ଼ିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏହି ଦିନରେ। ଏହାସହ ଉଭୟ ଶୁଭାଶିଷ ଏବଂ ଅନିଶା ତାଙ୍କର ପ୍ରେମର ଆରମ୍ଭ ଏବଂ କିଛି ଖାସ୍ ମୁହୂର୍ତ୍ତ ବିଷୟରେ କହିଛନ୍ତି। କିପରି ଶୁଭାଶିଷ, ଅନିଶା ଙ୍କୁ ପ୍ରୋପୋଜ କରିଥିଲେ ସେ ବିଷୟରେ ଖୁଲାସା କରିଛନ୍ତି ଅନିଶା। ଏହି ଭିଡିଓ ଦେଖିଲେ ଆପଣ ସେମାନଙ୍କ ବିଷୟରେ କିଛି ଅଜଣା କଥା ଜାଣି ପାରିବେ।

 

Leave A Reply

Your email address will not be published.