Swastik Tv News Odisha

ପ୍ରଥମ ଥର ଷ୍ଟୁଡିଓ ରେ ଧମାଲ କଲେ Dibya Sai ” ତୁ ଚଳୁଥିଲୁ ତୋ ବାଟରେ ” ଗାଇଲେ ଏମିତି ଗୀତ… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ନିଶ୍ଚିତ ଭାବରେ ଆପଣ ବିଭିନ୍ନ ସ୍ୱାଦର ସଙ୍ଗୀତ ପ୍ରତିଦିନ ଶୁଣିବାକୁ ପାଉଥିବେ। ଯେତେବେଳେ ବି ଆମେ ସଙ୍ଗୀତ ଶୁଣିବାକୁ ପାଉ ଆମ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ। ସଙ୍ଗୀତ ଆମ ଜୀବନରେ ରସ ଭରି ଦେଇଥାଏ। ଏହା ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ଅଟେ।ଏମିତି ରେ ବି ଆମେ କେଉଁଠି ସଙ୍ଗୀତ ବାଜିଲେ ଏହାକୁ ଶୁଣି ଆମେ ବହୁତ୍ ଖୁସି ହେଉ ଏବଂ ଖୁସିରେ ନାଚି ଉଠି ଥାଉ। ଏଥିପାଇଁ କୌଣସି ବି ନିର୍ଦ୍ଦିଷ୍ଟ ଜାଗା ନଥାଏ। ତେଣୁ ଆପଣ ଏହିଭଳି ଭାବରେ ଅନେକ ସିଙ୍ଗର ସଙ୍ଗୀତ ଗାଉଥିବାର ଭିଡିଓ ମଧ୍ଯ ଦେଖିବାକୁ ପାଉଥିବେ।

ସଙ୍ଗୀତ ଏକ ଏପରି ଜିନିଷ ଯାହା ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ।କିନ୍ତୁ ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ। ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।ବେଳେବେଳେ କିଛି ଏମିତି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ।

ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ। କାରଣ ଛୋଟ ଛୋଟ ପିଲା ମାନଙ୍କର ଗାୟିକିି ର ଭିଡିଓ ଦେଖିବାକୁ ଏବଂ ଶୁଣିବାକୁ ବହୁତ୍ ଖୁସି ଲାଗିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ।ସେମାନଙ୍କ ଯେକୌଣସି ଗୀତ ଗାଉଥିବାର ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ।ଆମେ ସେମାନଙ୍କ କୁନି ପାଟିରେ ସେମାନଙ୍କ କଥାକୁ ଶୁଣି, ସ୍ଵରକୁ ଶୁଣି ବହୁତ୍ ଖୁସି ହୋଇ ଥାଉ। ସେହିପରି ଜଣେ ଛୋଟ ବାଳକ ଯିଏକି ତାର ସ୍ୱରର ଯାଦୁରେ ସମସ୍ତଙ୍କୁ ଚକିତ କରିଛି, ଯାହାର ନାମ ହେଉଛି ଦିବ୍ୟ ସାଇ ଦାସ୍।

ସେ ଓଡ଼ିଶାର ନୂଆ ସ୍ୱର ଜୁନିଅର ଶୋ ର ଜଣେ ପ୍ରତିଯୋଗୀ ଥିଲେ। ସେ ତାର ସୁମଧୁର ସ୍ଵରରେ କିପରି ଭାବରେ ସିଦ୍ଧାର୍ଥ ଷ୍ଟୁଡିଓ ରେ ଏକ ରୋମାଣ୍ଟିକ ଗୀତ ଗାଉଛନ୍ତି ଥରେ ଶୁଣନ୍ତୁ।ଗୀତଟି ହେଉଛି ସମସ୍ତଂକର ଅତି ପ୍ରିୟର ଏଭର୍ ଗ୍ରୀନ ଓଡିଆ ଗୀତ, ‘ତୁ ଚାଲୁଥିଲୁ ତୋ ବାଟରେ, ମୁଁ ଚାଲୁଥିଲି ମୋ ବାଟରେ ‘।ଏହି ଗୀତ ଏବେବି ବହୁତ୍ ଲୋକଙ୍କର ବେଶ୍ ପସନ୍ଦର ଗୀତ ହୋଇ ରହିଛି। ଏଠାରେ ପିଲାଟି ଯେଉଁଭଳି ଭାବରେ ଏ ଗୀତକୁ ଗାଇଛନ୍ତି ତାହା ସମସ୍ତଙ୍କ ହୃଦୟକୁ ଛୁଇଁଛି। ଏହି ଗୀତର ମ୍ୟୁଜିକ ଏବଂ ଲିରିକ୍ସ ଦେଇଥିଲେ ମଳୟ ମିଶ୍ର। ଆପଣ ଦିବ୍ୟସାଇ ଙ୍କ କଣ୍ଠରେ ଏହି ଗୀତକୁ ଶୁଣି ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.