Swastik Tv News Odisha

ପ୍ରଥମ ଥର ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କଲା Rupa Pin2 ଙ୍କ ନୂଆ ଓଡ଼ିଆ ମ୍ୟୁଜିକ ଭିଡ଼ିଓ ” Mate Prema Prema Basuchi “… ମାତ୍ର 18 ଘଣ୍ଟାରେ 01 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଆପଣ ମାନଙ୍କର ସମସ୍ତଙ୍କର ପ୍ରିୟ ରୂପା ଓ ପିଣ୍ଟୁ ଙ୍କ ଏକ ଜବରଦସ୍ତ ମ୍ୟୁଜିକ ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହା ରଜ ଉପଲକ୍ଷେ ଓଡିଶା ବାସୀଙ୍କୁ ଭେଟି ଦେଇଛନ୍ତି ରୂପା ଏବଂ ପିଣ୍ଟୁ। ଆପଣ ତ ଜାଣିଛନ୍ତି ଏବେ ମ୍ୟୁଜିକ ଭିଡିଓ ଗୁଡ଼ିକର କିପରି ଚାହିଦା କିପରି ଭାବରେ ରହିଛି। ଯେଉଁ କାରଣରୁ ବର୍ତ୍ତମାନ ଓଡ଼ିଆ ଆଲବମ୍ ମ୍ୟୁଜିକ ଭିଡିଓ ବେଶ୍ ଲୋକପ୍ରିୟତା ହାସଲ କରିବାରେ ଲାଗିଛି ସୋସିଆଲ ମିଡିଆରେ। ଲୋକେ ଏସବୁ ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି। ଆମ ଓଡ଼ିଆ ଆଲବମ ଇଣ୍ଡଷ୍ଟ୍ରି ଏବେ ଆଲବମ୍ ଜଗତରେ ତାର ପାରଦର୍ଶିତା ହାସଲ କରିବାରେ ଲାଗିଛି। ଆଉ ଗୋଟିଏ ପରେ ଗୋଟିଏ ହିଟ୍ ଗୀତକୁ ଭେଟି ଦେଉଛାନ୍ତି ଯୁବ ଆର୍ଟିଷ୍ଟ ମାନେ।

ଏହି ସବୁ ଗୀତର ସୁନ୍ଦର୍ ସଂଯୋଜନା ସାଙ୍ଗକୁ ନିର୍ଦ୍ଦେଶନା ମଧ୍ଯ ହୃଦୟସ୍ପର୍ଶୀ ହେଉଛି ଯାହା ଲୋକଙ୍କ ହୃଦୟକୁ ମଧ୍ଯ ଛୁଇଁ ପାରୁଛି। ଏସବୁ ଗୀତର ଲେଖା ମଧ୍ୟ ବହୁତ ସୁନ୍ଦର୍ ହେଉଛି ଏବଂ ଲୋକଙ୍କୁ ଆକର୍ଷିତ କଲାଭଳି ହେଉଛି। ତେବେ ଏହି ଗୀତ ଗୁଡ଼ିକର ଟେକ୍ନିକାଲ ମୋଡ଼ିଫିକେଶନ ମଧ୍ଯ ଅନେକ ମାତ୍ରାରେ ହେଉଛି। ଯାହା ଏହିସବୁ ଭିଡିଓ କୁ ଅନ୍ଯ ଇଣ୍ଡଷ୍ଟ୍ରି ସହିତ ଟକ୍କର ଦେବାକୁ ସକ୍ଷମ ହୋଇ ପାରୁଛି। ଅନେକ ଲୋକପ୍ରିୟ ଭିଡିଓ ଗୀତ ଏବଂ ଯୁବପିଢି ଙ୍କୁ ପସନ୍ଦ ଆସିବା ଭଳି ଭିଡିଓ ସବୁ ଏବେ ସାମ୍ନାକୁ ଆସୁଛି। ଆଉ ଏହି ଇଣ୍ଡଷ୍ଟ୍ରି ମଧ୍ଯ ବହୁତ୍ ଭଲ ରୋଜଗାର କରୁଛି।

ତେବେ ଆପଣ ଜାଣିଛନ୍ତି ଏହି ମ୍ୟୁଜିକ ଭିଡିଓ କ୍ଷେତ୍ରରେ ରୂପା ପିଣ୍ଟୁ ଏବେ ଓଡ଼ିଶାରେ କିପରି ତାଙ୍କର ଲୋକପ୍ରିୟତାକୁ ହାସଲ୍ କରି ପାରିଛନ୍ତି। ସେମାନେ ନିଜର ଟାଲେଣ୍ଟ କୁ ଉପଯୋଗ କରି ଅନେକ ସମୟରେ ସେମାନଙ୍କ ପ୍ରତିଭାକୁ ଦେଖାଇଥାନ୍ତି। ତାଙ୍କର ଅନେକ ଡାନ୍ସ ଭିଡିଓ ଗୁଡ଼ିକୁ ସୋସିଆଲ ମିଡିଆରେ ତାଙ୍କର ୟୁ ଟ୍ୟୁବ୍ ଚ୍ୟାନେଲ ଖୁସି ଏଣ୍ଟରଟେନମେଣ୍ଟ ରେ ପୋଷ୍ଟ କରୁଛନ୍ତି। ତେବେ ସେହିପରି ଏବେ ରୂପା ଏବଂ ପିଣ୍ଟୁ ଙ୍କ ଯେଉଁ ଭିଡିଓ ସାମ୍ନାକୁ ଆସିଛି ତାହା ବେଶ୍ ଭାଇରାଲ ହେଉଛି। ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ କେତେ ମଜାଦାର ନିର୍ଦ୍ଦେଶନା ଏବଂ ସଂଯୋଜନା ହୋଇଛି ଏହି ଗୀତରେ।

ଏଠାରେ ଏହି ଭିଡିଓ ରେ କିପରି ଭାବରେ ରୂପା ଏବଂ ପିଣ୍ଟୁ ଏକ ଜବରଦସ୍ତ ଡାନ୍ସ ଜଲୱା ଦେଖାଉଛନ୍ତି ତାହା ଦେଖନ୍ତୁ।ଏହି ଗୀତଟି ହେଉଛି, ମୋତେ ପ୍ରେମ ପ୍ରେମ ବାସୁଛି।ଏହି ଗୀତଟି ଏବେ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି। ଏହି ଭିଡିଓର ନିର୍ଦ୍ଦେଶନା ସାଜନ ମିଶ୍ର ଦେଇଥିବା ବେଳେ ଏହାର ପ୍ରଯୋଜକ ହେଉଛନ୍ତି ରୂପା ଏବଂ ପିଣ୍ଟୁ।ଏହି ଗୀତକୁ ଗାଇଛନ୍ତି ହ୍ୟୁମାନ ସାଗର ଏବଂ ଲକ୍ଷ୍ମୀପ୍ରିୟା ଏବଂ ଏହାର ମ୍ୟୁଜିକ ଦେଇଛନ୍ତି ସନ୍ଦୀପ।ଏହି ଗୀତଟି ଏବେ ବହୁତ୍ ଲୋକଙ୍କ ହୃହୟକୁ ଛୁଇଁବାରେ ସଫଳ ହେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.