Swastik Tv News Odisha

ପ୍ରଥମ ଥର Raja Sundari – S 2 ରେ ଧମାଲ କଲେ little twin sister ବଡ ମାନଙ୍କୁ ଦେଲେ କଡା ଟକ୍କର… ମାତ୍ର 4 ଘଣ୍ଟାରେ 39 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ଛୋଟ ପିଲାମାନେ ହେଉଛନ୍ତି ଏ ଦୁନିଆର ସୁନ୍ଦର୍ ସୃଷ୍ଟି। ସେମାନଙ୍କ ପ୍ରତ୍ୟେକ କଥା, ଆଚରଣ ସମସ୍ତଙ୍କୁ ବହୁତ୍ ଭଲ ଲାଗିଥାଏ। ଅନେକ ସମୟରେ ଆପଣ ମାନେ କୁନି ପିଲା ମାନଙ୍କର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ।ଏହା କିଭଳି ଭାବରେ ଆପଣ ମାନଙ୍କୁ ଖୁସି ଦେଇଥାଏ ତାହା ମଧ୍ୟ ଆପଣ ଅନୁଭବ କରି ପାରୁଥିବେ। ସେମାନଙ୍କ କଥାରେ ଏକ ଅଲଗା ପ୍ରକାରର ଭାବନା ରହିଥାଏ ଯାହା ଶୁଣିବା ଲୋକଙ୍କୁ ବହୁତ୍ ଖୁସି ଦେଇଥାଏ। ସେମାନଙ୍କ କଥା ମଜାଳିଆ ବା କୌତୁକିଆ ହୋଇଥିବା କାରଣରୁ ଏହା ଅନେକାଂଶରେ ଲୋକଙ୍କ ପସନ୍ଦ ପାଲଟି ଯାଇଥାଏ। ତେବେ ଛୋଟ ପିଲାମାନଙ୍କ ଅନେକ ଭିଡିଓ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ।

ଯେତେବେଳେ ସେମାନେ ସେମାନଙ୍କ କୁନି ସ୍ଵରରେ ସୁନ୍ଦର୍ କଣ୍ଠରେ ଯାହାବି ଗାଆନ୍ତି ତେବେ ସେମାନଙ୍କୁ ଶୁଣିବା ପାଇଁ ସମସ୍ତେ ଆଗଭର ହୋଇ ଥାଆନ୍ତି ଏବଂ ବାରମ୍ବାର ଶୁଣିଲେ ବି ଏକ ଅଜଣା ଖୁସି ପାଇଥାନ୍ତି। ତେବେ ବିଭିନ୍ନ ସମୟରେ କୁନି ପିଲା ମାନଙ୍କର ଏହିଭଳି ଅନେକ ଭିଡିଓ ଲୋକ ଲୋଚନକୁ ଆସିବାର ଦେଖାଯାଏ।ଆଉ ସେହି ସବୁ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବହୁତ୍ ମାତ୍ରାରେ ଭାଇରାଲ ହୋଇଥାଏ। ତେବେ ସେହିପରି ଏକ ଭିଡିଓ ପୁଣି ସାମ୍ନାକୁ ଆସିଚି ଯାହା ଏବେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡ଼ିଓରେ ଦେଖିବାକୁ ମିଳିଛି ଯେ କୁନି ପିଲା ମାନେ ରଜ କୁଇନ୍ ସିଜନ୍ ୨ ରେ ଆସି କିପରି ଭାବରେ ଧମାଲ୍ ମଚାଇଛନ୍ତି।

ସେମାନେ ଯେଉଁଭଳି ଭାବରେ ଏହି ଶୋ ରେ ଆସି ତାଙ୍କର ପ୍ରତିଭା ଦେଖାଉଛନ୍ତି ତାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏତେ ଛୋଟ ଛୋଟ ପିଲା କିନ୍ତୁ ସେମନଙ୍କର ପାରଦର୍ଶିତା ବେଶ୍ ଅଧିକ ରହିଛି। ଏମାନଙ୍କ ଭିତରୁ ଦୁଇଜଣ ଯାଆଁଳା ଭଉଣୀ ଏଠାରେ ଆସି ବିଚାରକ ମାନଙ୍କୁ ଯେଉଁଭଳି ଭାବରେ ଆକର୍ଷିତ କରିଛନ୍ତି ଏବଂ ମନୋରଞ୍ଜନ କରିଛନ୍ତି ତାହା ଆପଣ ଏହି ଭିଡିଓ ନ ଦେଖିଲେ ଜାଣି ପାରିବେ ନାହିଁ। ଏଠାରେ ଏହି ଦୁଇ ଟ୍ୱୀନ୍ସ ସେମାନଙ୍କ ଚିତ୍ତାକର୍ଷକ ଅଭିନୟ ଏବଂ ନୃତ୍ୟ ପରିବେଷଣ କରି ବିଚାରକ ମାନଙ୍କୁ ବେଶ୍ ଖୁସି କରି ଦେଇଛନ୍ତି।

ଆଙ୍କର ପ୍ରେରଣା ଙ୍କ ଛୋଟ ମଡେଲ ବୋଲି ବିଚାରକ ମାନେ ତାଙ୍କୁ କହିଛନ୍ତି। ତେବେ ଏହି ଶୋ ରେ ଥିବା ତିନି ବିଚାରକ ପୁପିନ୍ଦର, ରିୟା ଦେ ଏବଂ ଦୀପକ ବାରିକ ବହୁତ୍ ସୁନ୍ଦର ଭାବରେ ପିଲା ମାନଙ୍କ ସହିତ ତାଙ୍କର ମନୋରଂଜନ କରୁଥିବାର ଆପଣ ଏହି ଭିଡିଓ ରେ ଦେଖିବାକୁ ପାଇବେ ଏବଂ ଏହାକୁ ଦେଖିଲେ ଆପଣ ହସି ହସି ଗଡି ଯିବେ।ଏହି ଦୁଇ ଯାଆଁଳା ଭଉଣୀଙ୍କ ନାମ ହେଉଛି ଏମ୍ ସାଇ ଜ୍ୟୋତି ଏବଂ ଏମ୍ ସାଇ ପ୍ରୀତି। ଆପଣ ନିଶ୍ଚିତ ଥରେ ଏମାନଙ୍କ ଏହି ଜଲୱାକୁ ଏହି ଭିଡିଓ ରେ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.