Swastik Tv News Odisha

ପ୍ରଥମ ଥର Rupa – Pintu ଗାଉଁଲି ଓଡ଼ିଆଣୀ ପରିବେଶ କୁ ନେଇ କଲେ ଜବରଦସ୍ତ ଆଲବମ…ଓଡିଶା ମାର୍କେଟ ରେ ସବୁ ରେକର୍ଡ କାଟିଲା ଏହି ଭିଡ଼ିଓ… ମାତ୍ର 4 ଘଣ୍ଟାରେ 06 Million + Views ସମସ୍ତଙ୍କ ମୋବାଇଲ ରେ Status

0

ବନ୍ଧୁଗଣ ମ୍ୟୁଜିକ ଭିଡିଓ ରେ ନିଜର ଦମଦାର ପ୍ରଦର୍ଶନ ଦେଖାଇ ଲୋକଙ୍କ ର ବେଶ୍ ପ୍ରିୟ ହୋଇ ପାରିଛନ୍ତି ରୂପା ଏବଂ ପିଣ୍ଟୁ ଙ୍କ ଯୋଡି। ତେବେ ନିଶ୍ଚିତ ଭାବରେ ସେମାନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ।ସେମାନଙ୍କ ଯୋଡି ମଧ୍ୟ ବହୁତ୍ ଜବରଦସ୍ତ ଯୋଡି ଅଟନ୍ତି।ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି ଏବଂ ସେମାନଙ୍କ ପ୍ରସଂଶକ୍ ସଂଖ୍ୟା ମଧ୍ୟ ଅଧିକ। ତେବେ ସେମାନେ ମ୍ୟୁଜିକ ଭିଡିଓ ର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଅନ୍ୟ ମାନଙ୍କ ଭଳି ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ତାଙ୍କର ଚାହିଦା ବେଶ୍ ଅଧିକ ରହିଛି।ଲୋକେ ଏସବୁ ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି ଏବଂ ସେୟାର କରୁଛନ୍ତି।

ତେବେ ଯେଉଁଭଳି ଭାବରେ ଏହି ଯୋଡି ଦର୍ଶକଙ୍କ ମନରେ ଛାଇ ଯାଇଛନ୍ତି, ତାକୁ ଆପଣ ଅନେକ ଭିଡିଓ ରେ ଦର୍ଶକ ମାନଙ୍କ ଭଲପାଇବାକୁ ଦେଖି ଜାଣି ପାରୁଥିବେ। ଅନେକ ଦର୍ଶକ ଏହି ଯୋଡିକୁ ଅନେକ ଭଲପାଇବା ଦେବା ସହିତ ଆଶିର୍ବାଦ ମଧ୍ୟ ଓଜାଡି ଦେଉଛନ୍ତି। ତେବେ ଏହି ଯୋଡ଼ି ମ୍ୟୁଜିକ ଭିଡିଓ ରୁ ବେଶ୍ ପପୁଲାର୍ ହୋଇ ପାରିଛନ୍ତି। ତାଙ୍କର କିଛି ସର୍ଟ ରିଲ ଭିଡିଓ ପ୍ରଥମେ ଦେଖିବାକୁ ମିଳୁଥିଲା ଏବଂ ପରେ ସେମାନେ ଡାନ୍ସ ଭିଡିଓ ଜରିଆରେ ଲୋକଙ୍କ ସାମ୍ନାକୁ ଆସିଥିଲେ।ଆଉ ପରେ ରୁପା ଏବଂ ପିଣ୍ଟୁ ଙ୍କ ଲୋକପ୍ରିୟତା ଧିରେ ଧିରେ ବଢିବାରେ ଲାଗିଥିଲା।

ତାଙ୍କର ପ୍ରତିଟି ଭିଡିଓ ଦର୍ଶକଙ୍କ ମନକୁ ଛୁଇଁ ପାରିଥାଏ ଏବଂ ଏହାର ଭିଉ ମଧ୍ଯ ବହୁତ୍ ଅଧିକ ରହିଥାଏ। ତେବେ ଆପଣ ତ ଜାଣିଛନ୍ତି ଏବେ ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ଏହି ଯୋଡି ବେଶ୍ ପରିଚିତ ଚେହେରା ଭାବରେ ଉଭା ହୋଇଛନ୍ତି। ସେମାନେ ତାଙ୍କ ଟାଲେଣ୍ଟ କୁ ଦେଖାଇ ଲୋକଙ୍କ ହୃଦୟକୁ ଛୁଇଁଲା ଭଳି ଗୀତ କରୁଛନ୍ତି। ଆଉ ସେମାନଙ୍କର ଲୋକପ୍ରିୟତା ବି ଏବେ ବହୁତ୍ ଅଧିକ ରହିଛି। ସେହିପରି ଏବେ ପୁଣି ଏହି ଯୋଡି ଦର୍ଶକ ମାନଙ୍କୁ ଏକ ସୁନ୍ଦର୍ ରୋମାଣ୍ଟିକ, ସ୍ବାମୀ ସ୍ତ୍ରୀ ଙ୍କ ମଧୁର ସମ୍ପର୍କ ଏବଂ ସେମାନଙ୍କ ଭିତରେ ଥିବା ଭଲପାଇବାକୁ ନେଇ ଆଧାରିତ ଏକ ଗୀତ ଭେଟି ଦେଇଛନ୍ତି।

ଯେଉଁ ଗୀତର ଟାଇଟଲ ରହିଛି, କହ କାଇଁ ଏତେ ଭଲ ପାଉ। ତେବେ ଏହି ଗୀତରେ ଉଭୟ ରୂପା ଏବଂ ପିଣ୍ଟୁ ଅଭିନୟ କରିଥିବା ବେଳେ ଏହି ଗୀତକୁ ଗାଇଛନ୍ତି ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ଏବଂ ଗାୟିକା ଅସୀମା ପଣ୍ଡା।ଏହି ଗୀତର ପ୍ରଯୋଜକ ହେଉଛନ୍ତି ରୂପା ଏବଂ ପିଣ୍ଟୁ। ତେବେ ଏହାର ମ୍ୟୁଜିକ କରିଛନ୍ତି ବିରଜା ପ୍ରସାଦ ଏବଂ ଲିରିକ୍ସ କରିଛନ୍ତି ପ୍ରମୋଦ ପରିଡା। ତେବେ ଏହି ଗୀତକୁ ବହୁତ୍ ସୁନ୍ଦର ଭାବରେ ସ୍ଵରରେ ସଜା ଯାଇଥିବା ବେଳେ ଏହାର ରଚନା ମଧ୍ୟ ବହୁତ୍ ଭଲ ହୋଇଛି। ତେବେ ଆପଣ ଏହି ଗୀତକୁ ଦେଖିଲେ ନିଶ୍ଚିତ ଭାବରେ ଖୁସି ହେବେ।ଏହି ଗୀତକୁ ମାତ୍ର ଗୋଟିଏ ଦିନରେ ୬ ଲକ୍ଷ ରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.