Swastik Tv News Odisha

ପ୍ରବଳ କାଶ ହେଉଥିଲେ କରନ୍ତୁ ଏହି କାମ, 5 ମିନିଟ୍ ରେ କାଶ ହେବ ଗାଏବ୍ – Jitu Das

0

ମଣିଷ ଜୀବନରେ ଅନେକ ଅନେକ ପ୍ରକାର ଅଶାନ୍ତି ଲାଗି ରହିଥାଏ ଏବଂ ବିଭିନ୍ନ ପ୍ରକାର ରୋଗର ସମସ୍ୟା ମଧ୍ୟ ଦେଖାଯାଇଥାଏ । ଏହିସବୁ ଚିନ୍ତାରେ ଲୋକମାନେ ବହୁତ ବିବ୍ରତ ହୋଇଥାନ୍ତି , ତେବେ ଆଜି ଆମେ ଆପଣ ମାନଙ୍କୁ କେତେକ ଶିକ୍ଷଣୀୟ ଉପଦେଶ ଜଣେଇବୁ । ଯାହାର ସଦୁପଯୋଗ କରିବା ଦ୍ୱାରା ଆପଣଙ୍କ ଜୀବନରେ ସମସ୍ତ କଷ୍ଟ ଯନ୍ତ୍ରଣା ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବା ସେହି ଉପଦେଶ ଗୁଡିକ ବିଷୟରେ ।

1. କାଶ ଏକ ଏମିତିକା ସମସ୍ୟା ଯାହା ଆମକୁ ବହୁତ କଷ୍ଟ ଦେଇଥାଏ , ବିଶେଷ କରି ଶୀତ ଦିନେ ବୁଢା ବୁଢୀ ମାନଙ୍କ ଠାରେ ଅଧିକ ଦେଖାଯାଏ । କାଶ ହେଲେ ଲୋକମାନେ ଦୋକାନରୁ କଫ୍ ସ୍ରାବ କିଣି ଖାଇ ଦେଇଥାନ୍ତି । କିନ୍ତୁ ସେଥିରେ ଆଲକୋହଲ କିଛି ମିଶିଥାଏ ଯାହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ଆପଣ ମାନେ ପ୍ରାକୃତିକ ଉପାୟରେ କାଶକୁ ଦୂର କରିବା ପାଇଁ ଚାହୁଁଥିଲେ ଜ୍ୟଷ୍ଠମଧୁ କୁ ଆଣି ତାକୁ ଚୋବାଇ ଚୋବାଇ ତାର ରସ ସେବନ କରନ୍ତୁ । ଏହିପରି 2 ଦିନ ଖାଆନ୍ତୁ ସମ୍ପୂର୍ଣ୍ଣ ଭାବରେ କାଶ ଦୂର ହୋଇଯିବ ।

2. ତ୍ରୟୋଦଶୀ ତିଥିରେ ପିତା ମାତା ମାନେ ବାଇଗଣ ଖାଇଲେ ସନ୍ତାନ ମାନଙ୍କର ଅମଙ୍ଗଳ ହୋଇଥାଏ ।

3. ସୋମବାର ଗୋରୁଗାଇ ବିକ୍ରି କରନ୍ତୁ ନାହିଁ , ମଙ୍ଗଳବାର ଦିନ ଯାନବାହାନ ବିକ୍ରି କରନ୍ତୁ ନାହିଁ , ଗୁରୁବାର ଜମି ବିକ୍ରି କରନ୍ତୁ ନାହିଁ ଏହାକୁ ପାଳନ କଲେ ଆପଣଙ୍କର ମଙ୍ଗଳ ହେବ ।

4. ଯଦି କାହାକୁ ଜ୍ୱର କିମ୍ୱା କାଶ ହୋଇଥାଏ ତେବେ କ୍ଷୀର ସହିତ ଗୁଡ କିମ୍ୱା ଚିନି ମିଶାଇ ପିଇବାକୁ ଦିଅନ୍ତୁ ନାହିଁ ।

5. ରବିବାର ଦିନ କୁଆଡେଁ ଯାଉଥିଲେ ପାନଖଣ୍ଡେ ପାଟିରେ ପୂରାଇ ଯାଆନ୍ତୁ , ସୋମବାର – ଦର୍ପଣ , ମଙ୍ଗଳବାର – ମିଠା , ବୁଧବାର – ପାନମଧୁରୀ , ଗୁରୁବାର – ତୁଳସୀପତ୍ର , ଶୁକ୍ରବାର – ଖସା , ଶନିବାର – ଅଦା ଏହିବାର ରେ ଏହିସବୁ ଜିନିଷ କୁ ଦେଖି ଯାତ୍ରା କଲେ ଶୁଭ ହୋଇଥାଏ ।

6. ମହୁ ସହିତ ଦହି , ବର୍ଷା ଦିନରେ ଦହି ଏବଂ ଭୋଜନ ଶେଷରେ ଦହି କେବେ ଖାଆନ୍ତୁ ନାହିଁ ।

7. ରୋଷେଇ ଘରକୁ ନୀଳ ଏବଂ କଳା ରଙ୍ଗ କରନ୍ତୁ ନାହିଁ , ଯଦି କଳା ବା ନୀଳ ରଙ୍ଗ କରିଛନ୍ତି ତେବେ ସେହି ଘରେ ନାଲି ରଙ୍ଗର ବଲବ ଲଗାନ୍ତୁ ।

8. ଭୋଜନ ଘରର ଉତ୍ତର ଦିଗର କାନ୍ଥରେ 2 ଟି ମାଛର ଚିତ୍ର କିମ୍ୱା ମାଛର ମୂର୍ତ୍ତୀ ରଖନ୍ତୁ । ଶରୀର ସୁସ୍ଥ ରହିବା ସହିତ ଅଶାନ୍ତି ଦୂର ହେବ ।

9. ସନ୍ତାନ ପ୍ରାପ୍ତି ହେବାର ଏକ ବର୍ଷ ପର୍ଯ୍ୟନ୍ତ ମାଆମାନେ 3ଟି ଦ୍ରବ୍ୟ ଖାଇବା ଅନୁଚିତ୍ । ସେଗୁଡିକ ହେଲା – ପଣସ , ଶୁଖୁଆ , ତାଳ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.