Swastik Tv News Odisha

ପୱନଦୀପଙ୍କ ସହ ଗୀତ ଗାଇବାକୁ ମନା କଲେ ଅରୁଣିତା ! ସମ୍ପର୍କରେ ଲାଗିଗଲା କି ଆଉ କାହା ନଜର ? ପୂରା ଘଟଣା ଜାଣିଲେ ହୋସ ଉଡିଯିବ….

0

ଜଣେ ସାଧାରଣ ଲୋକଙ୍କ ପ୍ରତିଦିନର ଜୀବନ ଶୈଳୀ ଠାରୁ ଆଉ ଜଣେ ସେଲିବ୍ରେଟିଙ୍କ ଜୀବନ ଶୈଳୀରେ ଅନେକ ପାର୍ଥକ୍ୟ ଦେଖାଯାଏ। ଆପଣ ମାନେ ଦେଖିଥିବେ ଯେଉଁ କଳାକାରଙ୍କ ଅଭିନୟ ଦର୍ଶକ ମାନଙ୍କୁ ଭଲ ଲାଗିଲା। ଦର୍ଶକ ମାନେ ସେହି କଳାକାରଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି। ସେମାନଙ୍କ ଦୈନ୍ୟଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ କୌତୁହଳ ପ୍ରକାଶ କରିଥାନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଇଣ୍ଡିଆନ ଆଇଡ଼ଲ ସିଯିନ-୧୨ ର ବିଜେତା ପୱନଦୀପଙ୍କ ସହିତ ଅରୁଣୀତା କାଞ୍ଜିଲାଲ ଗୀତ ଗାଇବା ପାଇଁ ମନା କରି ଦେଇଛନ୍ତି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର ବିଷୟରେ ଜାଣିବା;

ସୂଚନା ଅନୁସାରେ, ସୋନି ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିୟାଲିଟି ଶୋ ଇଣ୍ଡିଆନ ଆଇଡିଏଲ ସିଯିନ-୧୨ ରେ ପୱନଦୀପ ବିଜେତା ହୋଇଥିଲେ। ଏଥି ସହିତ ଅରୁଣୀତା କାଞ୍ଜିଲାଲ ପ୍ରଥମ ରନର୍ସ ଅଫ ହୋଇ ଥିବା ବେଳେ ସାୟଲି କମ୍ବଲେ ଦ୍ୱିତୀୟ ରନର୍ସ ଅଫ ହୋଇଥିଲେ। ଏହି ଶୋ କୁ ଦର୍ଶକ ମାନେ ସବୁବେଳେ ଦେଖୁଥିଲେ ଓ ସେମାନଙ୍କର ପ୍ରିୟ ଶୋ ହୋଇ ଯାଇଥିଲା ଓ ଏହି ରିୟାଲିଟି ଶୋ ଟି ବହୁତ ଦମଦାର ରହିଥିଲା। ପୱନଦୀପ ଓ ଅରୁଣୀତା କାଞ୍ଜିଲାଲଙ୍କ ସମସ୍ତଙ୍କୁ ଭଲ ଭାବରେ ଜାଣିଥିବେ ଓ ତାଙ୍କ ଦୁଇ ଯୋଡିକୁ ମଧ୍ୟ ସମସ୍ତେ ବହୁତ ପସନ୍ଦ କରି ଥାଆନ୍ତି। ତାଙ୍କ ଦୁହିଁଙ୍କ ଗୀତ ଗାଇବାର ଶୈଳୀ ଲୋକ ମାନଙ୍କୁ ଖୁସି କରାଇ ଦେଇଥିଲସ।

ତେବେ ଏହି ରିୟାଲିଟି ଶୋ ଶେଷ ହେବା ପୂର୍ବରୁ ଦୁଇ ଜଣ ସାଙ୍ଗ ହୋଇ ଏକାଠି ମଧ୍ୟ କାମ କରିଥିଲେ। ଏହି ଶୋ ଶେଷ ହେବା ପରେ ତାଙ୍କ ଦୁଇ ଜଣଙ୍କୁ ଏକ ପ୍ରୋଜେକ୍ଟରେ ଏକାଠି ଦେଖିବା ପାଇଁ ମିଳିଥିଲା। ସେମାନଙ୍କ ପ୍ରଶଂସକ ମାନେ ସେ ଦୁଇ ଜଣକୁ ବହୁତ ଭଲ ପାଇବା ଦେଇଥିଲେ। ସେ ଦୁଇ ଜଣ ସେବେ ଠାରୁ ଚର୍ଚ୍ଚାରେ ରହି ଆସୁଥିଲେ। ତେବେ ମ୍ୟୁଜିକ ନିର୍ଦେଶକ ରାଜ ସୁରାନୀ ପୱନଦୀପ ଓ ଅରୁଣୀତା କାଞ୍ଜିଲାଲଙ୍କୁ ନେଇ ଏକ ମ୍ୟୁଜିକ ଆଲବମ ‘ମଞ୍ଜୁର ଦିଲର’ ସୁଟିଙ୍ଗ କରିବା ପାଇଁ କହିଥିଲେ।

ତେବେ କିନ୍ତୁ ଅରୁଣୀତା ନିଜକୁ ଏହି ମ୍ୟୁଜିକ ଆଲବମ ଠାରୁ ଦୂରେଇ ରଖିଛନ୍ତି। ଆଉ ଏହି ଖବର ଶୁଣି ନିର୍ଦେଶକ ପୱନଦୀପଙ୍କ ସହିତ ଆଉ ଏକ ନୂଆ ଯୋଡିକୁ ଆଣିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ଏହି ଖବର ଶୁଣି ସେମାନଙ୍କ ପ୍ରଶଂସକ ମାନେ ବହୁତ ଦୁଃଖ ପ୍ରକାଶ କରିଛନ୍ତି। କିନ୍ତୁ ଅରୁଣୀତାଙ୍କ ଏହି ନିଷ୍ପତ୍ତିରେ ପୱନଦୀପଙ୍କ ସହିତ ତାଙ୍କର କୌଣସି କିଛି ତ୍ରୁଟି ରହିଛି ବୋଲି ଶୁଣିବା ପାଇଁ ମିଳୁଛି। କିନ୍ତୁ ଏହି ବାବଦରେ ଦୁଇ ଜଣ କିଛି ହେଲେ ବି ମତ ଦେଇ ନାହାଁନ୍ତି। ସେ ଦୁଇ ଜଣ ପୁଣି ଥରେ ଏକାଠି ହୋଇ କାମ କରନ୍ତୁ ବୋଲି ସମସ୍ତେ ଇଚ୍ଛା ପ୍ରକାଶ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.