Swastik Tv News Odisha

ଫୁଲ ଭଲଟେଜ ଡ୍ରାମା ! ” ସରପଂଚ ହେଲା ବିଜୁଳି ସାମଲ ” ଟିକି ଅପା ର Best Scene… ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ଓଡ଼ିଆ ଆଲବମ ଏବଂ ଫିଲ୍ମ୍ ଇଣ୍ଡଷ୍ଟ୍ରି ଭଳି ଯାତ୍ରା ଜଗତର କଳାକାର ମାନଙ୍କର ଅନ୍ଦାଜ ଟିକେ ଭିନ୍ନ ଧରଣର ଅଟେ। ଯାତ୍ରା ଦେଖିବାକୁ ଅନେକ ଲୋକ ବହୁତ୍ ପସନ୍ଦ କରନ୍ତି। ତେବେ ଅନେକ ଯାତ୍ରା ପ୍ରେମୀ ଅଛନ୍ତି ଯେଉଁମାନେ ସିନେମା ଅପେକ୍ଷା ଯାତ୍ରା ଦେଖିବାକୁ ଖୁବ୍ ଭଲ ପାଆନ୍ତି। ଯାତ୍ରା ପ୍ରତି ସେମାନଙ୍କ ମନରେ ରହିଛି ଏକ ଅହେତୁକ ଅନୁକମ୍ପା ଭଲ ପାଇବା ଏବଂ ଭାବ। ତେବେ ସେ ସିନେମା ଇଣ୍ଡଷ୍ଟ୍ରି ହେଉ କି ଯାତ୍ରା ଜଗତର କଥା ହେଉ, ଅଭିନୟ ଜଗତର କଳାକାର ବା ସେଲିବ୍ରେଟି ମାନଙ୍କର ଜୀବନଶୈଳୀ ସାଧାରଣତଃ ଟିକେ ଭିନ୍ନ ଏବଂ ଆକର୍ଷିତ କଲା ଭଳି ହୋଇଥାଏ। ଲୋକେ ସେମାନଂକୁ ବହୁତ୍ ଭଲ ପାଆନ୍ତି ଏବଂ ସେମାନଂକୁ ଅନୁସରଣ ବି କରନ୍ତି।

ସେମାନଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ମନରେ ରହିଥାଏ ଭିନ୍ନ ଆଗ୍ରହ। ତେବେ ଯଦି ଆମେ ଓଡ଼ିଶାର ଯାତ୍ରା ଜଗତର କଥା କହିବା ତେବେ ଏଥିପାଇଁ ଅନେକ ପାଗଳପ୍ରାୟ ଅଟନ୍ତି। ଅନେକ କଳାକାର ମାନେ ସେମାନଙ୍କ ଅଭିନୟ ର ଯାଦୁରେ ଲୋକଙ୍କୁ କିମିଆ କରି ରଖିଛନ୍ତି। ଅନେକ ସମୟରେ ସେମାନେ ତାଙ୍କର ଅଭିନୟ ସାଙ୍ଗକୁ ସୁନ୍ଦରତା ଏବଂ ଆକର୍ଷଣୀୟ ଲୁକ୍ସ ପାଇଁ ଦର୍ଶକଙ୍କୁ ଆକର୍ଷିତ କରିଥାନ୍ତି। ତେବେ ସେମାନଙ୍କ ବିଷୟରେ ଅନେକ ପ୍ରସଂଶକ ଜାଣିବାକୁ ଆଗ୍ରହ କରିଥାନ୍ତି ଏବଂ ସେମାନଙ୍କ ପ୍ରତି ଦର୍ଶକ ମାନଙ୍କର ଏକ ଭିନ୍ନ ଧରଣର ଭଲପାଇବା ବି ରହିଥାଏ। ତେଣୁ ଯାତ୍ରା ଜଗତର କଳାକାର ମାନଙ୍କ ପ୍ରତି ଅନେକଙ୍କ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ।

ଆପଣ ତ ଯାତ୍ରାର ଅନେକ ଦୃଶ୍ୟ ଦେଖିଥିବେ। ସେହିପରି ଆମେ ଆଜି ଆପଣଙ୍କୁ ଇଷ୍ଟର୍ଣ୍ଣ ଅପେରା ର ଏକ ଦୃଶ୍ୟ ଦେଖାଇବୁ ଯାହାକୁ ଦେଖିଲେ ଆପଣ ଜାଣି ପାରିବେ ଏଠାରେ ଆପଣଂକ ପ୍ରିୟର କଳାକାର ମାନେ କିପରି ତାଙ୍କର ଅଭିନୟର ଯାଦୁ ଦେଖାଉଛନ୍ତି। ତେବେ ଏହା ହେଉଛି ଏକ ନିର୍ବାଚନ ପ୍ରଚାର ର ଦୃଶ୍ୟ।ଏହି ଦୃଶ୍ୟ ରେ କିପରି ଭାବରେ ନିର୍ବାଚନ ପ୍ରଚାର ବାସ୍ତବ ପ୍ରକ୍ରିୟା ଭଳି ଉପସ୍ଥାପିତ କରା ଯାଇଛି ତାହା ଥରେ ଦେଖନ୍ତୁ। ଜଣେ ବୋହୂ ସରପଞ୍ଚ ନିର୍ବାଚନ ରେ ଜିତିଯିବା ପରେ ତାର ଶଶୁର ତା ପାଇଁ କିଛି ସର୍ତ୍ତ ରଖୁଛନ୍ତି ଏବଂ ତାକୁ କଣ କଣ କରିବାକୁ ପଡିବ ସେ ବିଷୟରେ ମଧ୍ୟ ସେ ଜଣାଇ ଦେଉଛନ୍ତି।

ତେବେ ବୋହୂ ସେତେବେଳେ ଦ୍ଵନ୍ଦ ରେ ପଡି ଯାଇଛି ଯେ ସେ କଣ କରିବ। ପଂଚାୟତ ଲୋକଙ୍କର ସେବା ସେ ନିଜେ କରିବ ନା ତାର ଶଶୁର ଯାହା କହିବେ ସେଥିରେ ସେ ରାଜି ହୋଇ ନିଜର ପଦ ମର୍ଯ୍ୟାଦା କୁ କ୍ଷୁର୍ଣ୍ଣ କରିବ। ଏଠାରେ ଏହି ଜିତିଥିବା ସରପଂଚ ଭୂମିକାରେ ଅଭିନୟ କରୁଛନ୍ତି ଆପଣଙ୍କ ଅତି ପ୍ରିୟର କଳାକାର ଟିକି ପଣ୍ଡା। ଯାହାଙ୍କ ନାମ ଏହି ଚରିତ୍ରରେ ରହିଛି ବିଜୁଳି ସାମଲ।ତେବେ ଏକ ସୁନ୍ଦର୍ ବିଷୟ ବସ୍ତୁକୁ ନେଇ ହୋଇଥିବା ଏହି ଦୃଶ୍ୟ ବେଶ୍ ଆକର୍ଷଣୀୟ ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.