ବନ୍ୟା ସମୟରେ ଏହି ମହିଳା ଜଣକ କରିଦେଲେ ଏମିତି…. ମାତ୍ର 4 ଘଣ୍ଟାରେ 22 Million ରୁ ଅଧିକ ଲୋକ ଦେଖି ଦେଖି ସାରିଲେଣି…

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ଦେଖାଇବୁ ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ। କାରଣ ଏପରି ଦୃଶ୍ୟ ହୁଏତ ଆପଣ ବହୁତ୍ କମ୍ ଦେଖିଥିବେ କିମ୍ୱା ଦେଖିବାକୁ ପାଇ ନଥିବେ।ତେବେ ସମୟକ୍ରମେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଏକ ଆଶ୍ଚର୍ଯ୍ୟର ବିଷୟ ଅର୍ଥାତ୍ ଏକ ଭିନ୍ନ ଧରଣର ହୋଇଥାଏ।କାରଣ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଆମକୁ ସାମାନ୍ୟ ଆଶ୍ଚର୍ଯ୍ୟ ଲାଗିଥାଏ, କିନ୍ତୁ ଏହା ଗ୍ରହଣୀୟ ବି ହୋଇଥାଏ।

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଘଟଣାର ଭିଡିଓ ଆପଣ ମାନେ ଦେଖିବାକୁ ପାଉଥିବେ। ତେବେ ସେଥି ମଧ୍ୟରୁ କିଛି ଭିଡିଓ କିଛି ଏମିତି ପ୍ରକାରର ହୋଇଥାଏ ଯାହା ବେଶ୍ ଭାଇରାଲ ହେଉଥିବାର ଆପଣ ଦେଖିବାକୁ ପାଉଥିବେ। ଯାହା ଦେଖିବା ଭଳି ଏଵଂ ଭିନ୍ନ ଧରଣର ହୋଇଥାଏ। ସେହିଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।ଆପଣ ତ ଜାଣିଛନ୍ତି ଆଜିର ଏହି ଡିଜିଟାଲ ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଏମିତି ଘଟଣାର ଭିଡିଓ ସାମ୍ନାକୁ ଆସୁଛି ଯାହାକୁ ଦେଖିଲେ ଲୋକେ ଆଚମ୍ବିତ ହୋଇ ଯାଉଛନ୍ତି।ତେବେ ସେହିଭଳି ଏକ ଘଟଣାର ଭିଡିଓ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ।

ଯାହା ଏବେ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏଠାରେ ଏହି ଭିଡିଓ ରେ ଜଣେ ମହିଳା ଙ୍କ ଏକ ଭିନ୍ନ ଧରଣର କାର୍ଯ୍ୟ ଦେଖିବାକୁ ମିଳିଛି। ଯେଉଁଠି ସେ ଜାଲ ପକାଇ ମାଛ ଧରୁ ଥିବାର ଦେଖିବାକୁ ମିଳିଛି। ତାଙ୍କ ଘର ଆଗରେ ବନ୍ୟା ପାଣି ବଢ଼ିଥିବା ବେଳେ ସେ ଦ୍ବାରା ନିକଟରେ ଛିଡା ହୋଇ ସୁନ୍ଦର୍ ଭାବରେ କୌଶଳ କ୍ରମେ ଜାଲକୁ ପ୍ରଥମେ ଗୁଡ଼ାଇ ଦେଇ ଭଲ ଭାବରେ ଧରି ପାଣିରେ ପକାଉଛନ୍ତି ଏବଂ ତାପରେ ଧିରେ ଧିରେ ଜାଲକୁ ଟାଣି କୂଳକୁ ଆଣୁ ଅଛନ୍ତି। ତାଙ୍କ ଜାଲରେ ମାଛ ମଧ୍ୟ ପଡିଛନ୍ତି। ବଡ ବଡ ମାଛକୁ ଧରି ସେ ଖୁସି ହେବା ସହିତ ଏହି ମାଛ ଗୁଡ଼ିକୁ ବାହାର କରି ସେ ପାଖରେ ଥିବା ବାଲଟି ରେ ରଖୁଛନ୍ତି।

ତେବେ ସ୍ତ୍ରୀ ଲୋକ ଜଣଙ୍କ ଜାଲ ପକାଇ ମାଛ ଧରିବା ରେ ଏପରି ପାରଙ୍ଗମ ହୋଇଥିବାର ଦେଖି ସମସ୍ତେ ଚକିତ ହେଇ ଯାଉଛନ୍ତି। କେହି କେହି ତାଙ୍କର ଏପରି କାର୍ଯ୍ୟକୁ ପ୍ରଶଂସା ବି କରୁଛନ୍ତି। ଚାରିଆଡ଼େ ଜଳ ମଗ୍ନ ଥିବା ବେଳେ ମହିଳା ଜଣଙ୍କ ମାଛ ଧରିବା ପାଇଁ ଯେଉଁଭଳି ପ୍ରୟାସ କରିଛନ୍ତି ସେଥିରେ ସେ ସଫଳ ହୋଇଛନ୍ତି। ଆପଣ ଥରେ ଏହି ବନ୍ୟା ପାଣିକୁ ଦେଖନ୍ତୁ। ନିଶ୍ଚିତ ଏହା ଆପଣଙ୍କୁ ଭୟଭୀତ କରିବ। ଆଉ ତାରି ଭିତରେ ମହିଳାଂକ ଏପରି ମାଛ ଧରିବା ର ଦୃଶ୍ୟ ଦେଖି ସମସ୍ତେ ଅବାକ୍ ହେଉଛନ୍ତି। ଏହିଭଳି ଅନେକ ମହିଳା ମାଛ ଧରୁଥିବାର ଆଗରୁ ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment