Swastik Tv News Odisha

ବଲିଉଡ ଅଭିନେତା Tiger Shroff & Shraddha Kapoor ପ୍ରୋମସନ ଟାଇମ ରେ କଲେ ‘s Amazing ଷ୍ଟଣ୍ଟ… ମାତ୍ର 4 ଘଣ୍ଟାରେ 160 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0

ବନ୍ଧୁଗଣ ଆପଣ ଜାଣିଛନ୍ତି ବଲିଉଡ୍ ର କିଛି ସୁପରଷ୍ଟାର ଅଭିନେତା ମାନଙ୍କ ମଧ୍ୟରେ ଅଭିନେତା ଟାଇଗର ଶ୍ରଫ ଜଣେ ଏମିତି କଳାକାର ଯାହାଙ୍କ ଲୋକପ୍ରିୟତା ବେଶ୍ ଅଧିକ। ତାଙ୍କର ଅନେକ ପ୍ରସଂଶକ ରହିଛନ୍ତି। ତେବେ ଟାଇଗର ଶ୍ରଫ ହେଉଛନ୍ତି ଜଣେ ଏପରି ଲୋକପ୍ରିୟ ଅଭିନେତା ଯାହାଙ୍କୁ ଆଜିର ଯୁବପିଢି ବେଶ୍ ପସନ୍ଦ କରନ୍ତି।ଅନେକ ଜଣ ତାଙ୍କର ଡାଏ ହାର୍ଟ ଫ୍ୟାନ ରହିଛନ୍ତି। ତେବେ ଏହି ଅଭିନେତା ଜଣଙ୍କ ଯିଏକି ତାଙ୍କର ଷ୍ଟାଇଲ ଏବଂ ଆକର୍ଷଣୀୟ ଷ୍ଟଣ୍ଡ ପାଇଁ ବଲିଉଡ୍ ଫିଲ୍ମ ଦୁନିଆର ଜଣେ ବେତାଜ୍‌ ବାଦଶାହ ଅଟନ୍ତି। ତେବେ ଅଭିନେତା ଟାଇଗର ଶ୍ରଫଙ୍କ ଲୋକପ୍ରିୟତା ଏତେ ଅଧିକ ଯେ କେବଳ ଦେଶ ନୁହେଁ, ବିଦେଶରେ ବି ତାଙ୍କର ଅନେକ ଫ୍ୟାନ୍‌ ଅଛନ୍ତି।

ସେ ତାଙ୍କର ଅଭିନୟ ଏବଂ ଡାନ୍ସ ଷ୍ଟାଇଲ ସାଙ୍ଗକୁ ନିଜସ୍ଵ ଷ୍ଟଣ୍ଡ ଷ୍ଟାଇଲ ପାଇଁ ଅନେକଙ୍କ ପ୍ରିୟ ହେବା ସହିତ ପ୍ରଚୁର ଲୋକପ୍ରିୟତା ବି ହାସଲ କରି ପାରିଛନ୍ତି।ଟାଇଗର ଶ୍ରଫ ଏବେ ଜଣେ ଆଗଧାଡିର କଳାକାର ଭାବରେ ପରିଗଣିତ ହେଉଛନ୍ତି ହିନ୍ଦି ଫିଲ୍ମ ଜଗତରେ।ଅନେକ ଦମଦାର ଚରିତ୍ରରେ ସେ ନିଜର ଅଭିନୟର କମାଲ ଦେଖାଇଥାନ୍ତି।ଏଣୁ ସମସ୍ତେ ତାଙ୍କୁ ଖୁବ୍‌ ଭଲ ପାଆନ୍ତି। ତେବେ ଏହି ଅଭିନେତା ଜଣଙ୍କ ବର୍ତ୍ତମାନ ବଲିଉଡ୍‌ରେ ସଫଳତାର ଶୀର୍ଷରେ ପହଂଚିଛନ୍ତି ତାଙ୍କର ଦୃଢ଼ ପରିଶ୍ରମ ପାଇଁ। ଅନେକ ପ୍ରତିବନ୍ଧକ କୁ ସେ ଅତିକ୍ରମ କରି ଆଜି ଏହି ସ୍ଥାନରେ ପହଂଚିଛନ୍ତି। ସେ ନିଜର ଅନ୍ ଷ୍ଟାଇଲ ରେ ଏକ ଭିନ୍ନ ଅଭିନୟର ଅନ୍ଦାଜ କୁ ଦେଖାଇ ଥାଆନ୍ତି।

ତାଙ୍କର ଏହି ଗୁଣ ହିଁ ତାଙ୍କୁ ଅନ୍ୟ ମାନଙ୍କ ଠାରୁ ସ୍ୱତନ୍ତ୍ର କରେ। ତେବେ ଏହି ସୁପରଷ୍ଟାର ଅଭିନେତା ଙ୍କ ତାଙ୍କର ଅନେକ ଷ୍ଟଣ୍ଡର ଷ୍ଟାଇଲ ଦେଖାଇ ତାଙ୍କ ପ୍ରସଂଶକ ମାନଙ୍କୁ ଆକର୍ଷିତ କରନ୍ତି। ସେହିଭଳି ତାଙ୍କର ଏହି ଷ୍ଟଣ୍ଡର ଏକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଯେଉଁଠି ସେ ତାଙ୍କର ଜବରଦସ୍ତ ଷ୍ଟଣ୍ଡ ଦେଖାଉଛନ୍ତି। ଯେତେବେଳ ତାଙ୍କର ଫିଲ୍ମ୍ ବାଘି ର ପ୍ରମୋସନ୍ ପାଇଁ ସେ ଆସିଥିଲେ ଶ୍ରଦ୍ଧା କପୁର ଙ୍କ ସହିତ ସେତେବେଳେ ସେ ଏହିଭଳି କିଛି ଚମତ୍କାର ଷ୍ଟଣ୍ଡ ର ଷ୍ଟାଇଲ ଦେଖାଇଥିଲେ। ତେବେ ଏହା ଦେଖିଲେ ଆପଣ ଜାଣି ପାରିବେ ଯେ ଟାଇଗର ସ୍ରଫ କିପରି ଭାବରେ ତାଙ୍କର ଦମଦାର ଷ୍ଟାଇଲ ଦେଖାଇ ଥାଆନ୍ତି।

ସେ ଏଠାରେ ସମସ୍ତଙ୍କ ଆଗରେ ଦୁଇଟି ଷ୍ଟଣ୍ଡ ମାରି ଦେଖାଉ ଅଛନ୍ତି। ଆଉ ତାଙ୍କୁ ଦେଖି ଯଦିଓ ଶ୍ରଦ୍ଧା କପୁର ଏହାକୁ କରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ସେ କରି ପାରୁ ନାହାଁନ୍ତି। ଟାଇଗର, ଶ୍ରଦ୍ଧା କପୁର ଙ୍କ ମୁଣ୍ତ ଉପର ଦେଇ ଡେଇଁ ଗୋଡ଼ ବୁଲାଇ ଆଣିବାର ଏହି ଷ୍ଟଣ୍ଡ ଆପଣଙ୍କୁ ନିଶ୍ଚିତ ଭଲ ଲାଗିବ। ଏହାପରେ ସେ ଜଣେ ଲମ୍ବା ଉଚ୍ଚତା ର ବ୍ୟକ୍ତିଙ୍କ ମୁଣ୍ତ ଉପର ଦେଇ ମଧ୍ୟ ଡେଇଁ ପଡ଼ି ଗୋଡ଼ ବୁଲାଇ ଆଣୁଛନ୍ତି। ତାଙ୍କର ଏପରି ଷ୍ଟଣ୍ଡକୁ ଦେଖି ସମସ୍ତେ ଖୁସି ହେଉଛନ୍ତି ଏବଂ ଶ୍ରଦ୍ଧା ଖୁସି ହୋଇ ଟାଇଗରଙ୍କୁ କୁଣ୍ଢାଇ ପକାଉଛନ୍ତି। ଆପଣ ବି ତାଙ୍କର ଏହି ଷ୍ଟଣ୍ଡର ଷ୍ଟାଇଲ ଦେଖିଲେ ଆଶ୍ଚର୍ଯ୍ୟ ହୋଇ ଯିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.