ବସକୁ ଆଟାକ କଲା ହାଇୱା… ଦେଖନ୍ତୁ ଛାତି ଥରି ଦେଲା ଭଳି ଭୟଙ୍କର ଦୃଶ୍ୟ

ବନ୍ଧୁଗଣ ଅନେକ ସମୟରେ ଆପଣ ଅନେକ କିଛି ଏମିତି ଘଟଣା ର ଖବର ସଂସ୍ପର୍ଶରେ ଆସୁଥିବେ ଯାହା ଶୁଣିଲେ ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗୁଥିବ। ଏହିପରି କିଛି ଘଟଣା ଆମକୁ ବହୁତ୍ ଦୁଃଖିତ କରିଥାଏ। ତେବେ ଏହା ସତ ଯେ କେତେବେଳେ କାହା ସହ କଣ ଦୁର୍ଘଟଣା ଘଟିଯିବ, କାହାର ଜୀବନ ଚାଲିଯିବ ତାହା କହିହେବ ନାହିଁ। କିନ୍ତୁ ଆମେ କେବଳ ସଚେତନ ରହି ପାରିବା। ଆପଣ ତ ଜାଣିଛନ୍ତି କିଛି ଘଟଣା ଏମିତି ରହିଛି ଯାହା ଏମିତି ଅଚାନକ ଭାବରେ ଘଟି ଯାଇଥାଏ ତାକୁ ବିଶ୍ବାସ କରିବା ସମ୍ଭବ ନୁହେଁ। କିନ୍ତୁ ବେଳେବେଳେ ସାମାନ୍ଯ ଅସାବଧାନତା ପାଇଁ ବେଳେବେଳେ ବଡ ବଡ଼ ଦୁର୍ଘଟଣା ସବୁ ଘଟି ଯିବାର ସମ୍ଭାବନା ରହିଥାଏ।

ଏସବୁ ଦୁର୍ଘଟଣା ସମୟ ସମୟରେ ହଠାତ୍ ହୋଇଥାଏ ତ ପୁଣି କେତେବେଳେ ଅଜାଣତରେ ଘଟିଥାଏ। ତେବେ ବହୁତ୍ ଏହି ଭଳି ଘଟଣା ରହିଛି ତାହା ବାସ୍ତବରେ ଆମକୁ ବହୁତ୍ ଆଶ୍ଚର୍ଯ୍ୟ କରିଥାଏ। ଯାହା ଯେତିକି ବିସ୍ମୟକର ସେତିକି ଭୟାନକ ବି ହୋଇଥାଏ। ତେବେ ଏପରି ଘଟଣା ସମସ୍ତଙ୍କୁ ଗଭୀର ଆଘାତ ପହଞ୍ଚାଇ ଥାଏ। ତେବେ ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ। କାରଣ ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ଯେଉଁ ଘଟଣାର ଦୃଶ୍ୟକୁ ଦେଖିଲେ ଆମେ ବାସ୍ତବରେ ବିଚଳିତ ହୋଇ ପଡ଼ିଥାଉ।

ଅନେକ ସମୟରେ ଆପଣ ଅନେକ ଏପରି କିଛି ଘଟଣା ଦୁର୍ଘଟଣା ର ଖବର ସଂସ୍ପର୍ଶରେ ଆସୁଥିବେ। ତେବେ ଏହା ସତ ଯେ କେତେବେଳେ କାହା ସହ କଣ ଦୁର୍ଘଟଣା ଘଟିଯିବ ତାହା କହିହେବ ନାହିଁ। କିନ୍ତୁ ଆମେ କେବଳ ସଚେତନ ରହି ପାରିବା। ଆପଣ ତ ଜାଣିଛନ୍ତି କିଛି ଘଟଣା ଏମିତି ରହିଛି ଯାହା ଏମିତି ଅଚାନକ ଭାବରେ ଘଟି ଯାଇଥାଏ ତାକୁ ବିଶ୍ବାସ କରିବା ସମ୍ଭବ ନୁହେଁ। ଆମର ସାମାନ୍ଯ ଅସାବଧାନତା ଏବଂ ବିଚଳିତ ଲକ୍ଷଣ ପାଇଁ କିଛି ଏମିତି ଘଟଣା ଘଟିଯାଏ।ସେହିପରି ଏଠାରେ ଆଜି ଆପଣ ଦେଖିବେ ଏକ ଏମିତି ଘଟଣାର ଦୃଶ୍ୟ ଯାହା ଆପଣଙ୍କୁ ନିଶ୍ଚିତ ଚକିତ କରିବ। ଏଠାରେ ଏକ ବସ୍ କୁ ବାଡେଇଛି ଏକ ହାୱାଇ ଟ୍ରକ୍।

ତେବେ ଏହି ଘଟଣାଟି ଜଗତସିଂହପୁର ର ବୋଲି ଜଣା ପଡିଛି। ଏଠାରେ ଏକ ବସ୍ ଆସି ଛିଡା ହୋଇଥିବା ବେଳେ ଏକ ବସ୍ ର ସାମ୍ନା ପଟୁ ଆସି ଧକ୍କା ଦେଇଥିଲା।ପରେ ବସ୍ ଟି ଧକ୍କା ଖାଇ ପଛକୁ ଘୁଞ୍ଚି ଆସିଥିଲା।ଏହି ଦୃଶ୍ୟ ଦେଖିଲେ ଜାଣି ପାରିବେ ଯେ ବସ୍ ଟି କିପରି ଭାବରେ ବିଚଳିତ ଭାବରେ ଦୁର୍ଘଟଣା ର ଶିକାର ହୋଇଛି। ତେବେ ସେଠାର ଲାଗିଥିବା ଏକ ସିସି ଟିଭି କ୍ୟାମେରା ରେ ଏହି ଦୃଶ୍ୟ ରେକର୍ଡ ହୋଇଛି।ଏହି ଦୃଶ୍ୟ ଦେଖିଲେ ଆପଣ ଜାଣି ପାରିବେ ଯେ ଏହା କେତେ ଭୟାନକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment