Swastik Tv News Odisha

ବହୁଦିନ ପରେ ଫେରିଲେ ରୂପା’ଙ୍କ ବଡ଼ଝିଅ… ସତରେ କଣ ଇଏ ରୁପା ଙ୍କ ବଡ ଝିଅ…. ଭିଡ଼ିଓ ଦେଖିଲେ ହୋସ ଉଡିଯିବ…

0

ବନ୍ଧୁଗଣ ରୁପା ଏବଂ ପିଣ୍ଟୁ ଙ୍କ ଲୋକପ୍ରିୟତା ଏବେ ସାରା ଓଡ଼ିଶାରେ କିପରି ରହିଛି ତାହା ତ ଆପଣ ଜାଣିଛନ୍ତି।ଏହି ଯୋଡ଼ି ମ୍ୟୁଜିକ ଭିଡିଓ ରୁ ବେଶ୍ ପପୁଲାର୍ ହୋଇ ପାରିଛନ୍ତି। ତାଙ୍କର କିଛି ସର୍ଟ ରିଲ ଭିଡିଓ ପ୍ରଥମେ ଦେଖିବାକୁ ମିଳୁଥିଲା ଏବଂ ପରେ ସେମାନେ ଡାନ୍ସ ଭିଡିଓ ଜରିଆରେ ଲୋକଙ୍କ ସାମ୍ନାକୁ ଆସିଥିଲେ।
ଆଉ ଧିରେ ଧିରେ ସେମାନଙ୍କ ଲୋକପ୍ରିୟତା ବଢିବାରେ ଲାଗିଥିଲା। ଏବେ ସେମାନଙ୍କ ପାଇଁ ପାଗଳ ପ୍ରାୟ ଅଟନ୍ତି ଦର୍ଶକ। ରୂପା ଏବଂ ପିଣ୍ଟୁଙ୍କୁ ତ ଆପଣ ଭଲ ଭାବରେ ଜାଣିଥିବେ। ଏବେ ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ଏହି ଦୁଇ ଯୋଡି ବେଶ୍ ପରିଚିତ ଚେହେରା ଭାବରେ ଉଭା ହୋଇଛନ୍ତି।

ସେମାନେ ତାଙ୍କ ଟାଲେଣ୍ଟ କୁ ଦେଖାଇ ଲୋକଙ୍କ ହୃଦୟକୁ ଛୁଇଁଲା ଭଳି ଗୀତ କରୁଛନ୍ତି। ଆଉ ସେମାନଙ୍କର ଲୋକପ୍ରିୟତା ବି ଏବେ ବହୁତ୍ ଅଧିକ ରହିଛି।ତେବେ ସେମାନେ ହେଉଛନ୍ତି ସମସ୍ତଙ୍କର ପ୍ରିୟ ରୂପା ଏବଂ ପିଣ୍ଟୁ। ସେମନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ।ସେମାନଙ୍କ ଯୋଡି ମଧ୍ୟ ବହୁତ୍ ଜବରଦସ୍ତ ଯୋଡି ଅଟନ୍ତି।ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି ଏବଂ ସେମାନଙ୍କ ପ୍ରସଂଶକ୍ ସଂଖ୍ୟା ମଧ୍ୟ ଅଧିକ। ତେବେ ଏହି ଯୋଡ଼ି ବହୁତ୍ ଲୋକପ୍ରିୟ ହେବା ପରେ ଏବେ ସେମାନେ ବ୍ଲଗ୍ କରିବା ବି ଆରମ୍ଭ କରି ଦେଇଛନ୍ତି। ରୂପା ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ନାମରେ ତିଆରି ହୋଇଛି ତାଙ୍କର ଏହି ବ୍ଲଗ୍ ଚ୍ୟାନେଲ।

ଏହି ଚ୍ୟାନେଲ ରେ ସେମାନେ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ର ଦୃଶ୍ୟକୁ ତାଙ୍କର ପ୍ରଶଂସକ ଙ୍କୁ ଦେଖାଇଥାନ୍ତି। ଆପଣ ଅନେକ ଗୁଡ଼ିଏ ଭିଡିଓ ଏହି ଚାନେଲ୍ ରେ ଦେଖିବାକୁ ପାଇଥିବେ। ସେହିପରି ଏବେ ଏକ ଭିଡିଓ ତାଙ୍କର ସାମ୍ନାକୁ ଆସିଛି ଯେଉଁଠି ପିଣ୍ଟୁ ଦେଖାଇଛନ୍ତି ରୂପା ଙ୍କ ବଡ଼ ଝିଅଙ୍କୁ। ବହୁତ୍ ଦିନ ପରେ ତାଙ୍କ ବଡ ଝିଅ ଫେରିଛନ୍ତି ଏବଂ ତାଙ୍କୁ ସେ ଦେଖାଉଛନ୍ତି ବୋଲି କହିଛନ୍ତି।ଏହି ଭିଡିଓ ରେ ଆପଣ ଦେଖି ପାରିବେ କିପରି ଭାବରେ ତାଙ୍କୁ ରୂପା ଆଣି ଖାଇବା ପାଇଁ ଦେଉଛନ୍ତି। ଏବଂ ଝିଅଟି ବେଡ୍ ଉପରେ ବସି ଖାଉଛି। ପିଣ୍ଟୁ ଏହି ଦୃଶ୍ୟକୁ ଦର୍ଶକ ମାନଙ୍କୁ ଦେଖାଉ ଅଛନ୍ତି।

ପ୍ରାୟତଃ ୮ ମାସ ପରେ ଝିଅଟି ଘରକୁ ଆସିଛି ବୋଲି ପିଣ୍ଟୁ କହିଛନ୍ତି। ତାଙ୍କୁ ଖୁଆଇ ସାରିବା ପରେ ରୂପା ଝିଅଟିକୁ ଲିପଷ୍ଟିକ ଲଗାଇ ଦେଉଛନ୍ତି।ଏହି ଭିଡିଓ ରେ ଖୁସି ମାଆ ଙ୍କ ବଦମାସୀ ଏବଂ ତାଙ୍କର ବାପା ମାଆ ଙ୍କ ସହ ମଜାମସ୍ତିର ଦୃଶ୍ୟ ମଧ୍ୟ ଆପଣ ଦେଖିବାକୁ ପାଇବେ। ସେହିପରି ରୂପା ତାଙ୍କର ନିଜ ଭିଡିଓ କୁ ନିଜେ ଦେଖୁଥିବା ବେଳେ କିପରି ଭାବରେ ସୁଟିଂ ସମୟରେ କଷ୍ଟ କରିବାକୁ ପଡ଼ିଥିଲା ସେ ବିଷୟରେ ମଧ୍ୟ କହିଛନ୍ତି। ସୁଟିଂ ବେଳେ ବର୍ଷାରେ ଭିଜି ଭିଜି ତାଙ୍କୁ ଥଣ୍ଡା ହୋଇ ଯାଇଛି ବୋଲି ରୂପା କହିଛନ୍ତି।ଏହାକୁ ଦର୍ଶକ କେତେ ଭଲ ପାଇବା ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ବୋଲି ପିଣ୍ଟୁ ଏହି ଭିଡିଓରେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.