ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଓଡ଼ିଶାର ଏକ ଜଣାଶୁଣା ଚେହେରା ହେଉଛନ୍ତି ରୂପା ଏବଂ ପିଣ୍ଟୁ। ସେମାନେ ଅଭିନୟ ଜଗତରେ ନିଜର ଟାଲେଣ୍ଟ କୁ ଦେଖାଇ ଲୋକଙ୍କ ହୃଦୟକୁ ଛୁଇଁଲା ଭଳି ଅନେକ ଗୀତ କରୁଛନ୍ତି। ତାଙ୍କୁ ବହୁତ୍ ଜଣ ଭଲ ପାଆନ୍ତି।ଆଉ ସେମାନଙ୍କର ଲୋକପ୍ରିୟତା ବି ଏବେ ବହୁତ୍ ଅଧିକ ରହିଛି। ଏବେ ସେମାନେ ସମସ୍ତଙ୍କର ପ୍ରିୟର ରୂପା ଏବଂ ପିଣ୍ଟୁ ଭାବରେ ଉଭା ହେଉଛନ୍ତି। ସେମାନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ।ଉଭୟଙ୍କୁ ଅଗଣିତ ଦର୍ଶକ ଭଲ ପାଆନ୍ତି ଏବଂ ସେମାନଙ୍କ ପ୍ରସଂଶକ୍ ସଂଖ୍ୟା ମଧ୍ୟ ଅଧିକ।ସେମାନେ ଏବେ ଦର୍ଶକଙ୍କ ମନରେ ଛାଇ ହୋଇ ଯାଇଛନ୍ତି।
ତାଙ୍କ ଭିଡିଓ ଦେଖିବାକୁ ତାଙ୍କ ବିଷୟରେ ଜାଣିବାକୁ ଲୋକେ ବହୁତ୍ ପସନ୍ଦ କରୁଛନ୍ତି।ତେବେ ଆପଣ ତ ଜାଣିଛନ୍ତି ସେମାନେ କିପରି ଭାବରେ ମ୍ୟୁଜିକ ଭିଡିଓ ର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। ଅନ୍ୟ ମାନଙ୍କ ଭଳି ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ତାଙ୍କର ଚାହିଦା ବେଶ୍ ଅଧିକ ରହିଛି।ଲୋକେ ଏସବୁ ଭିଡିଓ କୁ ବେଶ୍ ପସନ୍ଦ କରୁଛନ୍ତି।ଏହି ଯୋଡ଼ି ମ୍ୟୁଜିକ ଭିଡିଓ ରୁ ବେଶ୍ ପପୁଲାର୍ ହୋଇ ପାରିଛନ୍ତି। ତାଙ୍କର କିଛି ସର୍ଟ ରିଲ ଭିଡିଓ ପ୍ରଥମେ ଦେଖିବାକୁ ମିଳୁଥିଲା ଏବଂ ପରେ ସେମାନେ ଡାନ୍ସ ଭିଡିଓ ଜରିଆରେ ଲୋକଙ୍କ ସାମ୍ନାକୁ ଆସିଥିଲେ।ଆଉ ପରେ ରୁପା ଏବଂ ପିଣ୍ଟୁ ଙ୍କ ଲୋକପ୍ରିୟତା ଧିରେ ଧିରେ ବଢିବାରେ ଲାଗିଥିଲା।
ତାଙ୍କର ପ୍ରତିଟି ଭିଡିଓ ଦର୍ଶକଙ୍କ ମନକୁ ଛୁଇଁ ପାରିଥାଏ ଏବଂ ଏହାର ଭିଉ ମଧ୍ଯ ବହୁତ୍ ଅଧିକ ରହିଥାଏ। ତେବେ ଆପଣ ତ ଜାଣିଛନ୍ତି ଏବେ ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ଏହି ଯୋଡି ବେଶ୍ ପରିଚିତ ଚେହେରା ଭାବରେ ଉଭା ହୋଇଛନ୍ତି।ତେବେ ଏହି ଯୋଡ଼ି ବହୁତ୍ ଲୋକପ୍ରିୟ ହେବା ପରେ ଏବେ ସେମାନେ ବ୍ଲଗ୍ କରିବା ବି ଆରମ୍ଭ କରି ଦେଇଛନ୍ତି।ରୂପା ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ନାମରେ ତିଆରି ହୋଇଛି ତାଙ୍କର ଏହି ବ୍ଲଗ୍ ଚ୍ୟାନେଲ। ଏହି ଚ୍ୟାନେଲ ରେ ସେମାନେ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ର ଦୃଶ୍ୟକୁ ତାଙ୍କର ପ୍ରଶଂସକ ଙ୍କୁ ଦେଖାଇଥାନ୍ତି।ଆପଣ ଅନେକ ଗୁଡ଼ିଏ ଭିଡିଓ ଏହି ଚାନେଲ୍ ରେ ଦେଖିବାକୁ ପାଇଥିବେ।
ସେହିପରି ଏବେ ଏକ ଭିଡିଓ ତାଙ୍କର ସାମ୍ନାକୁ ଆସିଛି ଯେଉଁଠି ଆପଣ ଦେଖିବାକୁ ପାଇବେ କଣ୍ଠଶିଳ୍ପୀ ବିଷ୍ଣୁ ମୋହନ କବିଙ୍କ ସହିତ ରୁପା ଓ ପିଣ୍ଟୁ ତାଙ୍କର ସୁନ୍ଦର୍ ମୁହୂର୍ତ୍ତକୁ ଅତିବାହିତ କରୁଛନ୍ତି। ବିଷ୍ଣୁ ସେହି ଷ୍ଟୁଡିଓ କୁ ଆସିଥିଲେ ଯେଉଁଠି ରୂପା ଓ ପିଣ୍ଟୁ ଙ୍କ ଆଗାମୀ ଭିଡିଓ ପାଇଁ ଗୀତ ରେକର୍ଡ ହେବାର ଥିଲା। ସେଠାରେ ସେମାନଙ୍କ ଦେଖା ଏକ ସୁନ୍ଦର୍ ମାହଲ ସୃଷ୍ଟି କରିଥିଲା। ବିଷ୍ଣୁ ବହୁତ୍ ଖୁସି ହୋଇଥିଲେ ଏବଂ ଝିଅ ଖୁସି ସହିତ ଅନେକ ମଜା ମସ୍ତି କରିଥିଲେ ଏବଂ ସେ କହିଥିଲେ କି ରୂପା ଓ ପିଣ୍ଟୁ ହେଉଛନ୍ତି ତାଙ୍କର ପସନ୍ଦର ଯୋଡ଼ି। ଏହାପରେ ସେ ଷ୍ଟୁଡିଓ ରେ ଗୀତ ଗାଉ ଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା। ରୂପା ଓ ପିଣ୍ଟୁ ଙ୍କ ଏହି ଭିଡିଓ ବହୁତ୍ ଜଲଦି ରିଲିଜ୍ ହେବାକୁ ଯାଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।