Swastik Tv News Odisha

ବାଇକ୍‌ ଅଟକାଇ ସ୍ୱାମୀଙ୍କୁ ନିର୍ଧୁମ ଛେଚିଲେ, କାରରେ ଟେକି ନେଇ ସ୍ୱାମୀ ସାମ୍ନାରେ ମହିଳା ଙ୍କୁ କଲେ ଦୁଷ୍କର୍ମ

0

ବର୍ତ୍ତମାନ ପ୍ରତିଦିନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ମାରପିଟ ଓ ଦୁଷ୍କର୍ମ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ମନୁଷ୍ୟ ପଶୁ ଓ ହିଂସ୍ର ଭଳି ବ୍ୟବହାର କରୁଛି। ଛୋଟ ଛୁଆ ଠାରୁ ଆରମ୍ଭ କରି ବଡ଼ ପିଲା ପର୍ଯ୍ୟନ୍ତ କାହାରିକୁ ମଧ୍ୟ ଛାଡୁ ନାହିଁ। ଯୌନ ରାକ୍ଷସ ମାନେ ସବୁବେଳ ଘୁରି ବୁଲୁଛନ୍ତି, ସମୟ ସୁବିଧା ଦେଖି ଝିଅ ଓ ବୋହୁଙ୍କୁ ଦୁଷ୍କର୍ମ କରିବା ପାଇଁ ପଛାଉ ନାହାନ୍ତି। ପ୍ରତିଦିନ ସୋସିଆଲ ମିଡିଆରେ ଏଭଳି ଘଟଣା ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ନିନ୍ଦା ମଧ୍ୟ କରିବେ। ତେବେ ଘଟଣାଟି ହେଉଛି, ଜଣେ ବିବାହିତା ମହିଳାଙ୍କୁ ୩ ଜଣ ଦୁର୍ବୁତ୍ତ ଗଣ ଦୁଷ୍କର୍ମ କରା ଯାଇଛି ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ,ରାଜସ୍ଥାନର ବାଡ଼ମେରରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ସ୍ୱାମୀ ଓ ସ୍ତ୍ରୀ ଦୁହେଁ ମିଶି ଏକ ବାଇକ ଯୋଗେ ସରୁନ ହୋଉ ବାଡ଼ମେର ଯାଉଥିଲେ। ସରୁନ ଟୋଲ ଗେଟ ନିକଟରେ ୪ ଜଣ ଦୁର୍ବୁତ୍ତ ଦମ୍ପତିଙ୍କୁ ଆକ୍ରମଣ କରିଥିଲେ। ଜଣେ ଦୁର୍ବୁତ୍ତ ତାଙ୍କ ବାଇକ ନେଇ ଫେରାର ହୋଇ ଯାଇଥିବା ବେଳେ ଆଉ ୩ ଜଣ ଦୁର୍ବୁତ୍ତ ତାଙ୍କୁ ଜୋର ଜବରଦସ୍ତ କରି କାରରେ ବସାଇ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ଏହା ପରେ ୩ ଜଣ ଦୁର୍ବୁତ୍ତ ଯୁବକଙ୍କୁ ଖୁବ ଜୋରରେ ମାଡ଼ ମାରି ରକ୍ତାକ୍ତ କରିବା ସହ, ଜଣଙ୍କ ପରେ ଜଣେ ନିଜ ସ୍ୱାମୀ ସାମ୍ନାରେ ସ୍ତ୍ରୀ କୁ ଦୁଷ୍କର୍ମ କରି ଚାଲିଲେ।

ତେବେ ମହିଳାଟି ଛାଡି ଦେବାକୁ ବହୁତ ଅନୁରୋଧ କରିବା ସ୍ୱେତେ ମଧ୍ୟ ନର ରାକ୍ଷସ ଦୁର୍ବୁତ୍ତ ଛାଡି ନଥିଲେ। ଦୁଷ୍କର୍ମ କରି ସାରିଲା ପରେ ତାଙ୍କୁ ଆଣି ସେହି ଟୋଲ ଗେଟ ନିକଟରେ ଫୋପାଡ଼ି ଦେଇ ଚାଲି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଦେଖି ସେଠାକାର ସ୍ଥାନୀୟ ଲୋକ ମାନେ ତାଙ୍କୁ ଆଣି ହସ୍ପିଟାଲରେ ନେଇ ଭର୍ତ୍ତି କରିଥିଲେ। ଏବଂ ଏହି ଘଟଣାକୁ ନେଇ ପୋଲିସ ନିକଟରେ ଖବର ଦେଇଥିଲେ। ପୋଲିସ ଏହି ଘଟଣାର ମାମଲା ରୁଜୁ କରିବା ସହ,ତଦନ୍ତ ଜାରି କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି, ଏଥି ସହ ତାଙ୍କୁ ଉଚିତ ଦଣ୍ଡ ମଧ୍ୟ ଦିଆଯାଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.