ବାଛନ୍ତୁ ଆପଣଙ୍କ ପସନ୍ଦର ଏଥିରୁ ଗୋଟିଏ ନମ୍ବର ଏବଂ ଜାଣନ୍ତୁ ନିଜ ବିଷୟରେ ଏହି ଗୁପ୍ତ ରହସ୍ୟ…

ତେବେ ଦର୍ଶକ ବନ୍ଧୁ ଆମ ଚାରିପାଖରେ ବିଭିନ୍ନ ସ୍ଵଭାଵ ର ମଣିଷ ଆମେ ଦେଖିବାକୁ ପାଇଥାଉ | ତେବେ ସେମାନଙ୍କର ଗୁଣ ଓ ସେମାନେ କିପରି ଭାବରେ ନିଜର ଜୀବନ ଅତିବାହିତ କରୁଛନ୍ତି ବା ଆଗକୁ କିପରି ଭାବରେ ସେମାନେ ଜୀବନ ଅତିବାହିତ କରିବେ ସେ ବିଷୟରେ ଆପଣ ନିଜେ ଅତି ସହଜ ରେ ମନ ବିଜ୍ଞାନ ଦ୍ୱାରା ଜାଣିପାରିବେ | ତେବେ ବଡ଼ ବଡ଼ ବିଶେଷଜ୍ଞ ଙ୍କ ମତ ଅନୁସାରେ ସମସ୍ତ ବ୍ୟକ୍ତି ଙ୍କର ନିଜର କିଛି ନା କିଛି ଅକ୍ଷର ହେଉ ବା ସଂଖ୍ୟା ହେଉ ସେମାନେ ପସନ୍ଦ କରିଥାନ୍ତି ଓ ସେହି ସଂଖ୍ୟା କୁ ସେମାନେ ବେଶୀ ଗୁରୁତ୍ୱ ପୂର୍ଣ୍ଣ ମଧ୍ୟ ଭାବି ଥାନ୍ତି | ତେବେ ଆମେ ଆଜି ସେହି ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ବିଷୟରେ ଆଲୋଚନା କରିବା ଯାହା ଦ୍ୱାରା ବ୍ୟକ୍ତି ର ସ୍ୱାଭବ ଓ ଗୁଣ ବିଷୟରେ ଅତି ସହଜରେ ଜାଣିପାରିବା | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସେହି ସଂଖ୍ୟା ବିଷୟରେ ଯାହା ଦ୍ୱାରା ଆମେ ବ୍ୟକ୍ତିର ସ୍ଵଭାଵ ଓ ଲକ୍ଷଣ ବିଷୟରେ ଜାଣିପାରିବ |

ତେବେ ବନ୍ଧୁଗଣ ଏଠାରେ ଆପଣଙ୍କୁ ଚାରୋଟି ସଂଖ୍ୟା ଦିଆଯିବ ସେଥିମଧ୍ୟରୁ ଆପଣ ଆପଣଙ୍କୁ ଯେଉଁ ସଂଖ୍ୟା ଟି ପସନ୍ଦ ହେବ ତାହାକୁ ଆପଣ ପସନ୍ଦ କରିବେ ଓ ସେହି ସଂଖ୍ୟା ଦ୍ୱାରା ଆପଣ ଜାଣିବେ ଆପଣଙ୍କର ସ୍ଵଭାଵ ଓ ବ୍ୟକ୍ତିତ୍ୱ | ତାହାଲେ ସେହି ସଂଖ୍ୟା ଟି ହେଉଛି, ଯଥାକ୍ରମେ 3,61,24,7 ଏହି ସଂଖ୍ୟା ମଧ୍ୟରୁ ଆପଣ ଗୋଟିଏ ସଂଖ୍ୟାକୁ ପସନ୍ଦ କରନ୍ତୁ |

ମନେ କରନ୍ତୁ ଆପଣ 7 କୁ ପସନ୍ଦ କରିଲେ ତାହାଲେ ଜାଣନ୍ତୁ ଏହି ସଂଖ୍ୟା ରେ କଣ ରହିଛି :- ଯଦି ଆପଣ ସଂଖ୍ୟା 7 କୁ ପସନ୍ଦ କରିଛନ୍ତି ତାହାଲେ ଆପଣ ଜଣେ କଳ୍ପନାଶୀଳ ବ୍ୟକ୍ତି ଅଟନ୍ତି | ଆପଣ ବର୍ତ୍ତମାନ କୌଣସି କାର୍ଯ୍ୟ ରେ ବ୍ୟସ୍ତ ଥିଲେ ମଧ୍ୟ ଆପଣ ସର୍ବଦା କଳ୍ପନା ରେ ବୁଡି ରହିଥାନ୍ତି | ଆପଣ ସବୁବେଳେ ନୂଆ ଚିନ୍ତା ଓ ବିଚାର କୁ ଆପଣନାଇ ଥାନ୍ତି | ଦିନରେ ସ୍ବପ୍ନ ଦେଖିବା ଓ ଏହାକୁ ପୂରଣ କରିବା ପାଇଁ ଚେଷ୍ଟା କରିଥାନ୍ତି |

ଯଦି 24 କୁ ଆପଣ ପସନ୍ଦ କରିଛନ୍ତି :- ତାହାଲେ ଆପଣ ବହୁତ ପରିଶ୍ରମୀ ବ୍ୟକ୍ତି | କୌଣସି କାର୍ଯ୍ୟ କୁ ଆପଣ ଆପଣଙ୍କ ହିସାବ ରେ କରିବା ପାଇଁ ପସନ୍ଦ କରିଥାନ୍ତି | ନିଜର ବିଚାର ପ୍ରତି ସେବୁବେଳେ ବିଶ୍ୱାସ କରିଥାନ୍ତି | ସମସ୍ତ କାର୍ଯ୍ୟ କୁ ସଠିକ ସମୟରେ ରେ କରିଥାନ୍ତି ଓ ସଫଳ ମଧ୍ୟ ହେଇଥାନ୍ତି |

ଯଦି ଆପଣ 61 କୁ ପସନ୍ଦ କରିଛନ୍ତି :- ତାହାଲେ ଆପଣଙ୍କ ପାଇଁ ଜୀବନ ହେଉଛି ନିଜେ ବଞ୍ଚିବା ଓ ଅନ୍ୟକୁ ବଞ୍ଚିବାକୁ ଦିଅ ଏହିପରି ବିଚାର ରଖିଥାନ୍ତି ଏହି ବ୍ୟକ୍ତି ମାନେ | ଆପଣ ସମସ୍ତ ଙ୍କ ଠାରୁ ଭିନ୍ନ ହେଇଥାନ୍ତି ଓ ଆପଣଙ୍କ ସାଙ୍ଗ ସାଥି ମାନଙ୍କର ପ୍ରଶଂସା ର ପ୍ରିୟ ମଧ୍ୟ ହେଇଥାନ୍ତି |

ଯଦି ଆପଣ ସଂଖ୍ୟା 3 କୁ ପସନ୍ଦ କରିଛନ୍ତି :- ତାହାଲେ ଆପଣ ଶାନ୍ତ ସ୍ଵଭାଵ ର ବ୍ୟକ୍ତି ଅଟନ୍ତି | ଆପଣ କୌଣସି ବି ବ୍ୟକ୍ତି ର ଅତି ଶୀଘ୍ର ମନ କୁ ଜିତି ପାରିଥାନ୍ତି | ସେଥିପାଇଁ ସମସ୍ତେ ଆପଣଙ୍କୁ ପସନ୍ଦ ମଧ୍ୟ କରିଥାନ୍ତି |

ତେବେ ଏହା ଥିଲା ସଂଖ୍ୟା ଯୋଗୁଁ ବ୍ୟକ୍ତି ର ବ୍ୟକ୍ତିତ୍ୱ କୁ ଜାଣିବାର ଉପାୟ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment